Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବେଲପଦର ଆଶ୍ରମର ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ : ଅବହେଳା ଯୋଗୁଁ ମୃତ୍ୟୁ ନେଇ ଗୋଛାପଡା ଥାନାରେ ଅଭିଯୋଗ କଲେ ପିତା
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତର ବେଲପଦର ଆଶ୍ରମ ସ୍କୁଲରେ ଗୋଛାପଡା ଅଞ୍ଚଳର କାଲିମୁଣ୍ଡା ଗ୍ରାମର ଶୁଭଲକ୍ଷ୍ମୀ ଦେହୁରୀ, ଆଶ୍ରମରେ ରହି ନବମ ଶ୍ରେଣୀରେ ପଢୁଥିଲେ। ଗତ ୨ ତାରିଖ ଦିନ ତାର ଦେହ ଖରାପ ହେବାରୁ ମେଡିକାଲରେ ଭର୍ତି କରାଯାଇଥିଲା ।!-->…
ବାଲିଗୁଡା ଆସନକୁ ଝୁଲାଇ ରଖିଛି ବିଜେଡି, ବଢୁଛି ନାନା କଳ୍ପନାଜଳ୍ପନା
ବାଲିଗୁଡା : କନ୍ଧମାଳ ଜିଲାର ୩ ଟି ବିଧାନସଭା ଆସନରୁ ଫୁଲବାଣୀ ଓ ଘୁ. ଉଦୟଗିରି ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଛି। ହେଲେ ବାଲିଗୁଡା ଆସନକୁ ବିଜେଡି ଏପର୍ଯ୍ୟନ୍ତ ଝୁଲାଇ ରଖିଛି। ଏହାକୁ ନେଇ ଆଶାୟୀମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ଜିଲାର ଫୁଲବାଣୀ ଆସନରେ ନୂତନ ମହିଳା!-->…
ଆସିକା ରେ ପରିବର୍ତ୍ତନ ପାଇଁ ଦଳ ମୁଖିଆ ପାଖରେ ଫେରାଦ ସକାଶେ ବିଦ୍ରୋହୀ ସଜ ବାଜ…!
ବ୍ରହ୍ମପୁର: ୪-୪ ଗଞ୍ଜାମ ଜିଲ୍ଲାରେ ରାଜନୀତି ରେ ଘଡିକେ ଘୋଡ଼ା ଛୁଟିବାରେ ଲାଗିଛି। ଦ୍ୱିତୀୟ ପର୍ଯ୍ୟାୟରେ ଶାସକ ଦଳ ତାର ପ୍ରାର୍ଥୀ ଘୋଷଣା କରିଛି। ଆସିକା ରେ ଏଥର ନୂଆଁ ମୁହଁ ଦେବାକୁ ନେଇ ଦୀର୍ଘ ଦିନ ହେଲା ଦାବୀ ହୋଇ ଆସୁଛି। ଆସିକା ବିଜେଡ଼ି ର ଗୋଟିଏ ଗୋଷ୍ଟି ବିଧାୟିକା ଙ୍କୁ ବିରୋଧ!-->…
କଂଗ୍ରେସ ପ୍ରଭାରୀ ଅଜୟ କୁମାର ଟିକଟ ପାଇଁ ୪୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ କରିଛନ୍ତି ଚିତ୍ରକୋଣ୍ଡା…
ମାଲକାନଗିରି : ମାଲକାନଗିରି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଟିକଟ ପାଇଁ ୪୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ କରିଛନ୍ତି ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଶରତ ଚନ୍ଦ୍ର ବୁରୁଦା । ହେଲେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି!-->…
ପୁଣିଥରେ ବ୍ରହ୍ମପୁର ବିଧାନସଭା ଆସନରୁ ବିଜେଡି ଦଳର ବିଧାୟକ ପ୍ରାର୍ଥୀ ହେଲେ ଡ଼ଃ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ
ବ୍ରହ୍ମପୁର : ବିଜେଡି ଦଳ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଏବଂ ତୃତୀୟ ପର୍ଯ୍ୟାୟ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଙ୍କ ନାମ ଘୋଷଣା କରାଯାଇଛି।ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବିଧିବଦ୍ଧ ଭାବେ ପ୍ରାର୍ଥୀ ଙ୍କ ତାଲିକାକୁ ସାର୍ବଜନୀନ କରିଛନ୍ତି।ବ୍ରହ୍ମପୁର ଲୋକସଭା ଆସନ ପାଇଁ!-->!-->!-->…
ମାଲକାନଗିରି ଜିଲ୍ଲା ପୋଲିସଦ୍ୱାରା ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ
ମାଲକାନଗିରି : ମାଲକାନଗିରି ଏସପି ନିତେସ ୱାଧୱାନି ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଆନ୍ଧ୍ର ଓଡିଶା ସୀମାନ୍ତ ରେ ଥିବା ଦୟାଲତୁଙ୍ଗ ଗ୍ରାମ ନିକଟ ଜଙ୍ଗଲରେ ମାଓବାଦୀ ଙ୍କ ଗତିବିଧି ସହ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖାଯାଇଥିବା ନେଇ ଗୁଇନ୍ଦା!-->!-->!-->…
ପାରିଜାତ କଲ୍ୟାଣମଣ୍ଡପଠାରେ ସପ୍ତାହ ବ୍ୟାପି ଭାଗବତ କଥାମୃତ ମହୋତ୍ସବ
ଫୁଲବାଣୀ : ଇସକନ ସୋସାଇଟି ଫୁଲବାଣୀ ପକ୍ଷରୁ ପାରିଜାତ କଲ୍ୟାଣ ମଣ୍ଡପ ଫୁଲବାଣୀ ଠାରେ ସପ୍ତାହ ବ୍ୟାପୀ ଭାଗବତ କଥାମୃତ ମହୋତ୍ସବ ପ୍ରତ୍ୟେକ ଦିନ ସଂନ୍ଧ୍ୟା ୭ଟା ଠାରୁ ଆରମ୍ଭ ହେଉଛି। ମନୁଷ୍ୟ ନିଜର।କର୍ମ ମୟ ଜୀବନରୁ କିଛି ସମୟ ବାହାର କରି ଶ୍ରୀକୃଷ୍ଣଙ୍କ ନାମ ଶ୍ରବଣ ଓ କୀର୍ତ୍ତନ କରିବା!-->…
ଭୋଟର ଭୋଟବର୍ଜନ କରିବା ନେଇଁ ଏକ ବିଶାଳ ଶୋଭାଯାତ୍ରା
ଉମରକୋଟ : ଆଜି ଉମରକୋଟ ପୌର ପରିଷଦ ବସ୍ତି ବାସିନ୍ଦା ମହାସଂଘ ତରପରୁ ଉମରକୋଟ ସହରରେ ଚନ୍ଦାହାଣ୍ଡି, ଝରୀଗାଁ, ରାଇଘର, ଡାବୁଗାଁରୁ ସହ ସହ କର୍ମକର୍ତ୍ତା ଓ ଭୋଟର ମାନଙ୍କୁ ଆବାହନ କରି ୩ଦଫା ଦାବି ନେଇଁ ଏକ ବିଶାଳ ଶୋଭା ଯାତ୍ରା ବାହାର କରିଥିଲେ, ବହୁ ଦିନ ଧରି ଉମରକୋଟ ସହରରେ ବସବାସ!-->…
ଆମ ସଂସ୍କୃତି, ଆମ ଖେଳଣା ଉତ୍ସବ ପାଳିତ
ହିଞ୍ଜିଳିକାଟୁ (୩/୪) : ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଳକ ଅର୍ନ୍ତଗତ କୃଷ୍ଣଛାଈ ବିଦ୍ୟାଳୟ ଠାରେ ବ୍ରହ୍ମପୁର କ୍ଲଷ୍ଟର ସ୍ତରୀୟ ଆମ ସଂସ୍କୃତି ଆମ ଖେଳଣା ଉତ୍ସବ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିବାକର ସାହୁ ଙ୍କ ତତ୍ବାବଧାନରେ!-->…
କନ୍ଧମାଳ ଲୋକସଭା ଆସନ ରେ କଂଗ୍ରେସ ଦେଲା ସ୍ଥାନୀୟ ପ୍ରାର୍ଥୀ – ଅମୀରଚାନ୍ଦ ନାୟକ
ଫୁଲବାଣୀ : ବିଜେଡ଼ି ଓ ବିଜେପି ଉଭୟ କନ୍ଧମାଳ ଲୋକସଭା ଆସନ ପାଇଁ ସ୍ଥାନୀୟ ପାର୍ଥି ଦେବା ପରିବର୍ତ୍ତେ ବାହାର ପାର୍ଥି ଦେଇଥିବା ବେଳେ କଂଗ୍ରେସ ଦେଇଚି ସ୍ଥାନୀୟ ପ୍ରାର୍ଥୀ l କଂଗ୍ରେସ ଦଳ ବିଭିନ୍ନ ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଆଇସିସି ଜାରି କରିଥିବା!-->!-->!-->…