Browsing Category

ଆଞ୍ଚଳିକ

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଫୁଲବାଣୀ : ସରକାରୀ ଉଚ୍ଚ ବିଦ୍ୟାଳୟ , କାତାକେରୀ,ଠାରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ସହକାରୀ ଶିକ୍ଷକ ଏକ୍ସ କେର୍ଡ଼ର ହରିଶ୍ଚନ୍ଦ୍ର କଂହର ଅଦ୍ୟ ତା ୩୧.୩.୨୦୨୪ ରିଖ ଦିନ ଅବସର ଗ୍ରହଣ କରିଛନ୍ତି l ଶ୍ରୀ କଂହର ଜଣେ କର୍ତ୍ତବ୍ୟନିଷ୍ଟ,

ପୋଲସରା ରାଜନୀତି : ବଳି ପଡିବେ କି ଶ୍ରୀକାନ୍ତ..? ଇଷ୍ଟ ଖଣ୍ଡନ ପାଇଁ ପୂଜା ଅର୍ଚ୍ଚନା,ସେପଟେ ପଦ୍ମ ଧରିଲେ ସଂଯୁକ୍ତା…

ବ୍ରହ୍ମପୁର: ୩୧-୩ ଗଞ୍ଜାମ ଜିଲ୍ଲାର ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଶ୍ରୀକାନ୍ତ ସାହୁଙ୍କୁ ପୁଣି ବିଜେଡ଼ି ମଇଦାନ ରେ ଓହ୍ଲାଇଛି। ଶ୍ରୀକାନ୍ତ ଓ ସଂଯୁକ୍ତା ଙ୍କ ମଧ୍ୟରେ ଲାଗିରହିଥିବା ତିକ୍ତତା କୁ ଶାସକ ଦଳ ସମାଧନ କରିବାରେ ବିଫଳ ହେବା ଫଳରେ ଶେଷରେ ସଂଯୁକ୍ତା ବିଜେପି ରେ ସାମିଲ

ବିଜେପି ର ସାଂସଦ ପ୍ରାର୍ଥୀ ଘୋଷଣା ପରେ ସ୍ଥାନୀୟ ନେତା ଓ କର୍ମୀ ନିରାଶ…

ଫୁଲବାଣୀ:କନ୍ଧମାଳ ଲୋକସଭା ଆସନ ପାଇଁ ସୁକାନ୍ତ ପାଣିଗ୍ରାହୀଙ୍କୁ ବିଜେପି ପ୍ରାର୍ଥୀ କରିଛି । ତାଙ୍କ ଉପରେ ଭରସା କରି ଦ୍ବିତୀୟ ଥର ଟିକେଟ୍ ଦେଇଛି । ଶନିବାର ଟିକେଟ୍ ଘୋଷଣା ପରେ ସୁକାନ୍ତଙ୍କ କିଛି  ଦଳୀୟ କର୍ମୀ ଓ ସମର୍ଥକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଛି । ସେମାନେ

ଅର୍ଦ୍ଧନିର୍ମିତ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ହିଞ୍ଜିଳିକାଟୁ ୩୦/୩ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ବେଲଗାଁ ଥାନା ଅଧୀନ ଧୋବାଡି ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ଏକ ଅର୍ଦ୍ଧନିର୍ମିତ ଘରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ସଞ୍ଜୟ ନାୟକ(୩୫) ବୋଲି ଜଣାପଡିଛି। ସଞ୍ଜୟ ହନ୍ତଷ ଗ୍ରାମ ବାସିନ୍ଦା ଧୋବାଡି ଛକ ନିକଟରେ

ସରିଲା ଛତ୍ରପୁର ଓକିଲ ସଂଘର ନିର୍ବାଚନ : ସଭାପତି ଭାବେ ପ୍ରଦୀପ ସମ୍ପାଦକ ଭାବେ ସୁରେଶ ନିର୍ବାଚିତ

ଛତ୍ରପୁର : ଛତ୍ରପୁର ଓକିଲସଂଘର ବିଭିନ୍ନ କର୍ମକର୍ତ୍ତା ନିମନ୍ତେ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ନିର୍ବାଚନ ନିମନ୍ତେ ମତଦାନ ହେବା ସହିତ ଫଳାଫଳ ଘୋଷାଣ ହୋଇଯାଇଛି । ଓକିଲ ସଂଘର ସଭାପତି ପଦବୀ ନିମନ୍ତେ ପ୍ରଦୀପ କୁମାର ପାଢୀ ଓ ଏଲ .ଗୋପାଲ ରାଓ

ଛତ୍ରପୁର ପୁଲିସ ପକ୍ଷରୁ ନିର୍ବାଚନକୁ ଦୃଷ୍ଟିରେ ସିଆଇଏସଏଫ ଓ ପୁଲିସ ପକ୍ଷରୁ ମିଳିତ ଫ୍ଲାଗ୍ ମାର୍ଚ୍ଚ

ଛତ୍ରପୁର : .ସାଧାରଣ ନିର୍ବାଚନ ଲାଗି ବିଗୁଲ ବାଜିଛି । ଗଞ୍ଜାମ ଜିଲାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ । ମେ ୧୩ ରେ ଛତ୍ରପୁର, ଗୋପାଳପୁର,ବ୍ରହ୍ମପୁର, ଦିଗପହଣ୍ଡି ଓ ଚିକିଟି ଏବଂ ମେ ୨୦ରେ ହିଞ୍ଜିଳି, ଆସିକା, ପୋଲସରା,ଖଲ୍ଲିକୋଟ, ସୋରଡା,କବିସୂର୍ଯ୍ୟନଗର,ସାନଖେମୁଣ୍ଡି ଓ ଭଞ୍ଜନଗର ।

୩୫ ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ୧୪ଦିନ ପାଇଁ ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏପ୍ରିଲ ୦୧ ତାରିଖ ଠାରୁ୧୩ ତାରିଖ ପର୍ଯ୍ୟନ୍ତ ମା' କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି l ଏହି ପରିପ୍ରେକ୍ଷୀରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୫ ତମ ବାର୍ଷିକ

ଫୁଲବାଣୀ ଓକିଲ ସଂଘର ନିର୍ବାଚନ: ସଭାପତି ନିରୋଦ ଓ ସମ୍ପାଦକ କୁଞ୍ଜ

ଫୁଲବାଣୀ : ଓଡିଶା ଷ୍ଟେଟ ବାର କାଉନ୍ସିଲର ନିର୍ଦ୍ଦେଶ କ୍ରମେ ସମଗ୍ର ଓଡିଶାରେ ପ୍ରତ୍ୟେକ ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା l ଏହି ପରିପ୍ରେକ୍ଷୀରେ ଫୁଲବାଣୀ ଓକିଲ ସଂଘର ନିର୍ବାଚନ ପାଇଁ ମଧ୍ଯ ନାମାଙ୍କନ ପତ୍ର ଦାଖଲ ପାଇଁ ସମୟ ଧାର୍ଯ୍ଯ ହୋଇଥିଲା l ଠିକ୍ ସମୟରେ ସମସ୍ତ

ଆଧ୍ୟାତ୍ମିକ ପରିବେଶରେ ଆରମ୍ଭ ହେଲା ମା ଭୈରବୀ (ଅଗ୍ନି) ଗୁହାରିଆ ଦଣ୍ଡ ଯାତ୍ରା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ଗୁମାଗଡ଼ର ପ୍ରସିଦ୍ଧ ଦଣ୍ଡ ନୃତ୍ୟ ଓଁ ଶ୍ରୀ ଶ୍ରୀ ଶ୍ରୀ ବାବା ମହାକାଳ ମା ଭୈରବୀ (ଅଗ୍ନି) ଗୁହାରିଆ ଦଣ୍ଡ ଫୁଲବାଣୀ ସ୍ଥିତ ପିଅନପଡା ଅଞ୍ଚଳର ଭଞ୍ଜସାହିରେ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି l ଏହି ଦଣ୍ଡ ର ମୁଖ୍ୟ

ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହଳଦୀ ପଞ୍ଚାଏତରେ ଦେଖିବାକୁ ମିଳିଛି ଏକ ମା ଜନନୀର ହୃଦୟ ବିଦାରକ ମର୍ମାନ୍ତୀକ କରୁଣ କାହାଣୀ । ସୂଚନା ପ୍ରକାରେ ହଳଦୀ ପଞ୍ଚାଏତର ଅଙ୍ଗନବାଡ଼ି ଠାରୁ ମାତ୍ର ପାଞ୍ଚ ସହ ମିଟର ଦୂରରେ ଥିବା ପୂଜାରୀପାରା ଗ୍ରାମର ଭୁବନ ମାଝିଙ୍କ