Browsing Category

ଆଞ୍ଚଳିକ

ସାମାନ୍ୟ ବଚସା ନେଲା ଉଗ୍ରରୂପ : ନବମ ଶ୍ରେଣୀ ଛାତ୍ରକୁ ଛୁରୀ ମାଡ଼ କଲେ ଅନ୍ୟ ଜଣେ ଛାତ୍ର

ବ୍ରହ୍ମପୁର : ସାମାନ୍ୟ ବଚସା କୁ ନେଇ ଛୁରା ମାଡ଼ ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ରାମଚନ୍ଦ୍ରପୁରରେ । ସେହି ଗ୍ରାମ ସ୍ଥିତ ରଘୁନାଥପୁର ହାଇସ୍କୁଲ ସମ୍ମୁଖରେ। ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ ଟାରେ ଜଣେ ନବମ ଶ୍ରେଣୀ ଛାତ୍ର ସ୍କୁଲ ଯାଉଥିବା

ଆସିକାରେ ଭୂବନ୍ଦୋବସ୍ତ ଏକ ମାସ ମଧ୍ୟରେ ହେବ : ସରୋଜ ପାଢ଼ୀ

ଆସିକା ବିଧାନସଭାର ବିଭାଗୀୟ ଅଧିକାରୀ ମାନଙ୍କ ସହ ସମନ୍ୱୟ ବୈଠକ…ବ୍ରହ୍ମପୁର : ଆସିକା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଭଞ୍ଜନଗର ଉପଖଣ୍ଡ ର ଆସିକା ବିଧାନସଭାର ବିଭାଗୀୟ ଅଧିକାରୀ ମାନଙ୍କ ସହ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା l ଭଞ୍ଜନଗର ଉପ ଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ

କାଗଜ କଲମରେ ଫାଇବ ଜି ସେବା – କମ୍ପାନୀ ପ୍ରତି ଏତେ ଦରଦ କାହିଁକି…?

ମୋବାଇଲ ଗ୍ରହକଙ୍କୁ ସେବା କମ ଶୋଷଣ ଅଧିକ……! ବ୍ରହ୍ମପୁର : ମୋବାଇଲ ଯୁଗରେ ସମସ୍ତଙ୍କ ହାତରେ ମୋବାଇଲ । ମାତ୍ର ସେବା ଶୂନ ଶୋଷଣର ଶିକାର ଏବେ ଗ୍ରାହକ । ଥିବା ଵାଲା ନଥିବା ବାଲାଙ୍କ ହାତରେ ଏବେ କି ପ୍ୟାଡ଼ ଠାରୁ ଆରମ୍ଭ କରି ସ୍ମାର୍ଟ ଫୋନ ହାତରେ ଧରିବା ମାତ୍ରାଧିକ ସଂଖ୍ୟାରେ

ମନୁସେନା ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର

ଚିକିଟୀ : ସ୍ଥାନୀୟ ନିର୍ବାଚନ ମଣ୍ଡଳୀ ଚିକିଟୀ ବ୍ଲକ ଅନ୍ତର୍ଗତ କେ. ନୂଆଗାଁ ପଞ୍ଚାୟତ ଲିଆଖାଇ ଗ୍ରାମରେ ଆଜି ରଞ୍ଜନ ପ୍ରଧାନଙ୍କ ଅଧକ୍ଷତାରେ ମନୁସେନା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଥିବାବେଳେ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l

ସାମୁହିକ ସ୍ୱାସ୍ଥ୍ୟ ଓ ରକ୍ତ ପରୀକ୍ଷା ଶିବିର

ଫୁଲବାଣୀ : ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ, ଜିଲ୍ଲା ସ୍ୱାସ୍ଥ୍ୟସମିତି, କନ୍ଧମାଳ ଓ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତର ମିଳିତ ସହଯୋଗରେ ଏକ ସାମୁହିକ ସ୍ୱାସ୍ଥ୍ୟ ଓ ରକ୍ତ ପରୀକ୍ଷା ଶିବିର ସ୍ଥାନୀୟ ବିଶିପଡା ସଦର ଥାନା କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନ ମାଧ୍ୟମରେ

ମା’ ନାରାୟଣୀ ଠାକୁରାଣୀଙ୍କ ୨୬ତମ ଯାତ୍ରାର ସମୀକ୍ଷା ବୈଠକ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିଗତ ଦିନରେ ଅନୁଷ୍ଠିତ ହୋଇଥିବା ମ” ନାରାୟଣୀ ଠାକୁରାଣୀଙ୍କ ୨୬ ତମ ଯାତ୍ରାର ସମୀକ୍ଷା ବୈଠକ ଆଜି ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ସଭାପତି ପି ସୁଧାଂଶୁ ସେନାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଯାତ୍ରା ପରିଚାଳନା କମିଟିର

ଗଞ୍ଜାମ ଜିଲ୍ଲା ବ୍ୟାଙ୍କ ପରାମର୍ଶଦାତା କମିଟି ବୈଠକ

ଛତ୍ରପୁର : ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲା ବ୍ୟାଙ୍କ ସମୂହ ପକ୍ଷରୁ ଅର୍ଥ ପରାମର୍ଶଦାତା କମିଟି ବୈଠକ ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସିକା ବିଧାୟକ ସରୋଜ କୁମାର ପାଢୀ ଯୋଗଦେଇ ବ୍ୟାଙ୍କ ମାନଙ୍କ

ରାସ୍ତା ନିର୍ମାଣ ପାଇଁ ଗଛକଟା : ବନ ବିଭାଗର ନୀରବତାକୁ ସନ୍ଦେହ କରୁଛନ୍ତି ଅଞ୍ଚଳବାସୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ବିକାଶ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ବ୍ୟାପକ ରାସ୍ତା କାର୍ଯ୍ୟ ଚାଲୁରହିଥିବା ବେଳେ ପଡିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ତେଗଡାପଲ୍ଲୀ ଗ୍ରାମ ଠାରୁ ବାଟେନବାଡା ଗ୍ରାମ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ରାସ୍ତା ପାଇଁ ବେଆଇନ ଭାବେ ଶହ ଶହ ଗଛ

ମାଲକାନଗିରିରେ ରଥଯାତ୍ରା ଆୟୋଜନ ନେଇ ପ୍ରସ୍ତୁତି ବୈଠକ

ମାଲକାନଗିରି : ମାଲକାନଗିରି ସଦର ମହକୁମାଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ୨୦୨୪ ମସିହାର ପବିତ୍ର ରଥ ଯାତ୍ରା ପାଳନ ନିମନ୍ତେ ଜିଲ୍ଲା ପରିଷଦ କାର୍ଯ୍ୟ।ଳୟର ସମ୍ମିଳନୀ କକ୍ଷରେ ଅପରାହ୍ନ ୪.୦୦ ଘଟିକା ସମୟରେ ଜିଲ୍ଲାପାଳ, ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ

ଚୈତନ୍ୟ ଦେବୀ ମଣ୍ଡପରେ ଚେତନ ଲୀଳା ଅଭିନୀତ

ଛତ୍ରପୁର : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ର ପକ୍ଷରୁ ବୁଧବାର ସନ୍ଧ୍ୟାରେ ଛତ୍ରପୁର ଷ୍ଟାଡିୟମ୍ ପରିସରରେ ଚୈତନ୍ୟ ଦେବୀ ମଣ୍ଡପରେ ଚେତନ ଲୀଳା ଅଭିନୀତ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହୋଇଯାଇଛି । ଏହି