Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜଙ୍ଗଲି ବାରହା ଆକ୍ରମଣରେ ବୃଦ୍ଧ ଗୁରୁତର
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଗୁମିକିଆ ପଞ୍ଚାୟତର ସରୁଲାଇ ଗ୍ରାମର ଜଣେ ବୃଦ୍ଧ କୁ ଶନିବାର ଦିନ ଜଙ୍ଗଲି ବାରହା କାମୁଡି ଦେବାରୁ ଗୁରୁତର ଅବସ୍ଥାରେ ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଛି । ଘଟଣାରୁ ପ୍ରକାଶ ଯେ ସରୁଲାଇ ଗ୍ରାମର ଗାଟିସା!-->…
ଜିଲ୍ଲା ସ୍ତରୀୟ ଆଇନ ସେବା ପ୍ରାଧିକରଣ ଓ ତାଲୁକ ଆଇନ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି : ରାଜ୍ୟ ଆଇନସେବା ପ୍ରାଧିକରଣ ନିର୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ତାଲୁକ ଆଇନ ସେବା ପ୍ରାଧିକରଣ, ମୋଟୁ ଏବଂ ଜେ.ଏମ୍.ଏଫ.ସି. ମାଥିଲି, କୁଡୁମୁଲୁଗୁମ୍ମା, କୋରୁକୋଣ୍ଡା ଗ୍ରାମ ନ୍ୟାୟାଳୟ ଦ୍ୱାରା ଆଜି ଜାତୀୟ ସ୍ତରୀୟ ଲୋକ ଅଦାଲତ ଜିଲ୍ଲାର ସମସ୍ତ!-->…
ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର ଆହତ…
ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗାର କରୁଆବାହାଲ ସାପ୍ତାହିକ ହାଟରେ ଶୁକ୍ରବାର ଅପରାହ୍ନରେ ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛି ! ଯୁବକଙ୍କ ପିଠିରେ ଗୋଟିଏ ଗୁଳି ବାଜିଥିବାରୁ ! ତାଙ୍କ ଅବସ୍ଥା ଗୁରୁତର ସଙ୍ଗେ ସଙ୍ଗେ ରାଉରକେଲା!-->…
ବିଧାୟକ ଚାପରେ ଚାପି ହୋଇଗଲେ ସମିତି ସଭ୍ୟ, ଶଙ୍ଖ ଛାଡ଼ି ହାତ ଧରିଲେ ପ୍ରଶାନ୍ତ
ରାଜନଗର : ସାରା ରାଜ୍ୟରେ ନିର୍ବାଚନ ଋତୁ ଆସୁଥିବା ବେଳେ ନିର୍ବାଚନ ବେଗୁଲୁ ବାଜିବା ଆରମ୍ଭ ହେଲାଣି ,ଏହି ପରିପ୍ରେକ୍ଷୀରେ ଦଳ ଢିଆଁ ପର୍ବ ରୀତିମତ ଚାଲୁରହିଛି, ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବିଜେଡ଼ି ସମର୍ଥିତ ବାଲିସାହି ପାଟଣା ସମିତି ସଭ୍ୟ ତଥା ଜିଲ୍ଲା ଯୁବ ବିଜେଡ଼ି!-->…
ଛତ୍ରପୁରକୋର୍ଟରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ , ୧୮୫ ଟି ମାମଲାର ବିଚାରଣ ହୋଇ ୪୬ଟି କେସ ର ଫଇସଲା
ଛତ୍ରପୁର : ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୈାରା ଜଜ୍ ମନୋରଂଜନ ଦାଶ, ସିନିୟର ସିଭିଲ ଜଜ୍ ଅଭିନନ୍ଦିତା ପଣ୍ଡା , ଏସଡିଜେଏମ ପ୍ରିତିଶ କୁମାର ରଥ ଓ!-->…
ଇନ୍ଫର୍ମରେ ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ପୁଣି, ମାଓବାଦୀ ସକ୍ରିୟ ଥିବା ଜଣାପଡ଼ଛି । ପୋଲିସ ଇନ୍ଫର୍ମରେ ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଗୋଚ୍ଛାପଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ ଗିଡାପଦର ଗାଁର ଦମ୍ପତ୍ତି ଡାହିରା କହଁର ଏବଂ ପତ୍ନୀ ବତସୀ କହଁରଙ୍କୁ ମାଓବାଦୀ ହତ୍ୟା!-->…
ଲିଙ୍ଗ ଚୟନ ନିଷେଧ ଅଧିନିୟମ ସମ୍ପର୍କୀତ ଆଇନ ସଚେତନତା କାର୍ଯ୍ୟକ୍ରମ
ଫୁଲବାଣୀ : ଅଧିକାଂଶ ଲୋକ କନ୍ୟା ସନ୍ତାନ ମାନଙ୍କୁ ପରିବାରରେ ବୋଝ ବୋଲି ଭାବୁଥିବା ବେଳେ ପୁଅମାନଙ୍କୁ ସମ୍ପତି ବୋଲି ମନେ କରୁଛନ୍ତି । ଲିଙ୍ଗ ଚୟନ ବାବଦରେ ଅଳ୍ପ କେତେ ଟଙ୍କା ଖର୍ଚ୍ଚ କରି ଭବିଷ୍ୟତରେ ଲକ୍ଷାଧିକ ଟଙ୍କା ବଞ୍ଚାଇ ପାରିବାର ମାନସିକତା ଅଧିକାଂଶ ପରିବାରରେ ରହିଛି।!-->…
ଫୁଲବାଣୀ ୩ ନମ୍ବର ୱାର୍ଡରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ଫୁଲବାଣୀ : ଫୁଲବାଣୀ ପୌରପରିଷଦ ଅନ୍ତର୍ଗତ ୩ ନମ୍ବର ୱାର୍ଡରେ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ନଦୀଖଣ୍ଡି ସାହି କ୍ଳବର ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ସୁଶ୍ରୀ ଅନିମା କହଁର!-->…
ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୪ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ଜିଲ୍ଲା ଏବଂ ଦୌରା ଜଜ ସତ୍ୟପିର ମିଶ୍ରଙ୍କ ଅଦାଲତରେ ଆଜି ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି ଯେ, ପ୍ରାକ ମକଦ୍ଦମା ମାମଲା ଗୁଡ଼ିକ ମଧ୍ୟରୁ ୭୭ଟି ଅର୍ଥ ଅସୁଲି ମାମଲାର!-->…
ବୁଡ଼ାଗୁଡ଼ା ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ପକ୍ଷରୁ ୬ ଗ୍ରାମବାସୀଙ୍କୁ ଜଙ୍ଗଲ ସମ୍ଭଳ ଅଧିକାର ପଟ୍ଟା ବଣ୍ଟନ କରାଗଲା
ଦାରିଙ୍ଗବାଡି, ୯/୩ : ଦାରିଙ୍ଗବାଡି ତହସିଲ ପକ୍ଷରୁ ବୁଡ଼ାଗୁଡା ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳ ଠାରେ ୬ ଗୋଟି ଗ୍ରାମ ଯଥା ସୀମାଲକିଆ, ଗୁଦ୍ରିପାଙ୍ଗା,ତିଲୋରି, ଶିରିସପାଙ୍ଗ, ବୁର୍ଡାକିଆ, ବଡାଆକିଆ ଗ୍ରାମ ବାସୀଙ୍କୁ ଗୋଷ୍ଠିଗତ ଜଙ୍ଗଲ ଅଧିକାର ଓ ଗୋଷ୍ଠୀଗତ ଜଙ୍ଗଲ ସମ୍ଭଳ ଅଧିକାର ପଟ୍ଟା!-->…