Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମୌଳିକ ସମସ୍ୟାର ସମାଧାନ ପାଇଁ କନ୍ଧମାଳ ଜିଲ୍ଲାପାଳଙ୍କୁ ଭେଟିଲେ ରଟିଙ୍ଗିଆ ଅଞ୍ଚଳବାସୀ
ଫୁଲବାଣୀ : ସରକାରଙ୍କ ବିଭିନ୍ନ ଯୋଜନା ସହିତ ମୌଳିକ ସମସ୍ୟାଗୁଡ଼ିକର ପ୍ରଶାସନ ସମାଧାନ କରୁଥିବାବେଳେ ଅନେକ ଅଞ୍ଚଳଗୁଡିକ ବଞ୍ଚିତ ହେଉଛି। ସେହି ପରି ଅନେକ ଅଞ୍ଚଳଗୁଡିକ ବାରମ୍ବାର ଲିଖିତ ଅଭିଯୋଗ ମାଧ୍ୟମରେ ଦାବି ଜଣାଇଲେ ମଧ୍ୟ ତାହାର ସମାଧାନ ହେଉନାହିଁ। ସୂଚନା ଅନୁସାରେ ଘୁ. ଉଦୟଗିରି!-->…
ସରକାରି ବସ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ…
ଫୁଲବାଣୀ:କନ୍ଧମାଳ ଜିଲ୍ଲା ର ଫୁଲବାଣୀ ରୁ ଅନୁଗୁଳ ଅଭିମୁଖେ ଯାଉଥିବା OSRTC ସରକାରି ବସ୍ରାଣୀପଥର ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ବେଳେ ପାଖାପାଖୂ ୧୫ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି ୪୫ଯାତ୍ରୀ। ଖବର ଅନୁସାରେ ଜଣା ପଡ଼ିଛି ଯେ!-->!-->!-->…
ଗଞ୍ଜାମ ଜିଲ୍ଲାରେ ଗ୍ରୀଷ୍ମ ଆରମ୍ଭରୁ ଆରମ୍ଭ ହେଲାଣି ମାଳ ମାଳ ପାଣି ପାଉଚ ଓ ବୋତଲ କାରଖାନା….
ଚେଇଁ ଶୋଇଛି ପ୍ରଶାସନ ପାଣିର ଶୁଦ୍ଧତା କୁ ନେଇ ପ୍ରଶ୍ନବାଚି...!
ନାରୀ ସୁରକ୍ଷିତ ଓ ସ୍ବାବଲମ୍ବୀ ହେଲେ, ଦେଶ ଶକ୍ତିଶାଳୀ ଓ ବିକଶିତ ହେବ
ରାଜ୍ୟ ସ୍ତରୀୟ ମହିଳା ସମ୍ମିଳନୀ ଚୁଡାନ୍ତ ପ୍ରସ୍ତୁତି।ବ୍ରହ୍ମପୁର : ସହର ର ଅନ୍ୟତମ ଅଗ୍ରଣୀ ସମାଜସେବା ସାଂସ୍କୃତିକ, କ୍ରୀଡା ଅନୁଷ୍ଠାନ ମହାନ୍ ସଂଘ ମହିଳା ବିଭାଗ ପକ୍ଷରୁ ଚତୁର୍ଥ ରାଜ୍ୟ ସ୍ତରୀୟ ମହିଳା ସମ୍ମିଳନୀ ବ୍ରହ୍ମପୁର ଡାଇମଣ୍ଡ ଜୁବୁଲି ଟାଉନ ହଲ ଠାରେ ମହା ସମାରୋହରେ ଆୟୋଜନ!-->…
ବିଜେଡିରୁ ଇସ୍ତଫା ଦେଲେ ଇଂ. ସୁଜିତ ପ୍ରଧାନ: ଭାଜପା ଯୋଗ ଦେବେ କି
ଦେବଗଡ଼,୫ା୩:ଦେବଗଡ ଜିଲାର ଆଗଧାଡିର ବିଜେଡି ନେତା ତଥା ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଇଂ.ସୁଜିତ କୁମାର ପ୍ରଧାନ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଇଂ.ପ୍ରଧାନ ଆଜି ତାଙ୍କର ଇସ୍ତଫା ପତ୍ର ମାନ୍ୟବର ମୂଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ!-->…
ମାର୍ଚ୍ଚ ମାସ ୧୦ ତାରିଖରେ କନ୍ଧମାଳ ଜିଲ୍ଲା ସ୍ତରୀୟ ପ୍ରତିଭା ସଂଗମ ପ୍ରତିଯୋଗିତା…
ଫୁଲବାଣୀ : ରାଷ୍ଟ୍ରୀୟ କଳାମଞ୍ଚ ଦ୍ଵାରା ଆୟୋଜିତ ହେଉଥିବା ପ୍ରତିଭା ସଂଗମ କାର୍ଯ୍ୟକ୍ରମ ପାଇଁ ଆଜି କନ୍ଧମାଳ ଜିଲ୍ଲାରେ ପୋଷ୍ଟର ଉନ୍ମୋଚନ ହୋଇଯାଇଛି l ଏବଂ ଆଗାମୀ ମାର୍ଚ୍ଚ ମାସ ୧୦ ତାରିଖ ଦିନ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜିଲ୍ଲା ସ୍ତରୀୟ!-->!-->!-->…
ବ୍ରାହ୍ମଣୀଗାଁ ଋଷିମାଳ (ସ୍ନାତକ) ମହା ବିଦ୍ୟାଳୟରେ ନୁଆ – ଓ ଛାତ୍ର ବୃତ୍ତି ପ୍ରଦାନ
ଦାରିଙ୍ଗବାଡି, ୫/୩, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁ ଋଷିମାଳ (ସ୍ନାତକ) ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଆଜି ନୁଆ - ଓ ଛାତ୍ର ବୃତ୍ତି ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ. ଭାସ୍କର ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି!-->…
ବାଲିଗୁଡ଼ାରେ ବିଜୁବାବୁଙ୍କ ୧୦୮ ତମ ଜୟନ୍ତୀ ପାଳନ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ
ବାଲିଗୁଡ଼ା:: ପ୍ରବାଦ ପୁରୁଷ ବିଜୁବାବୁଙ୍କର ୧୦୮ ତମ ଜୟନ୍ତୀ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ଆହୁରି ଶକ୍ତିଶାଳୀ ହେଲା ବିଜୁ ଜନତା ଦଳ । ସ୍ଥାନୀୟ ସଭାଗୃହ ଠାରେ ଆୟୋଜିତ ଏକ ବିଶାଳ କର୍ମୀ ସମ୍ମିଳନୀ ଅବସରରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ସଂଯୋଜକ ଟୁନା!-->…
ପୋଖରୀ ପାଣିରେ ବୁଡି ବୃଦ୍ଧ ମୃତ
ହିଞ୍ଜିଳିକାଟୁ : ମଙ୍ଗଳବାର ଅପରାହ୍ନରେ ହିଞ୍ଜିଳି ଥାନା ସମରଝୋଳ ଗ୍ରାମ ଦଣ୍ଡକାଳୀ ପୋଖରୀ ପାଣିରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ସମରଝୋଳ ଗ୍ରାମ ହରିଜନ ସାହିର ବି.ମଙ୍ଗଳା (୬୭) । ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନରେ ବୃଦ୍ଧ ଜଣଙ୍କ!-->…
ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ତମ ଜୟନ୍ତୀ ଧୁମଧାମରେ ପାଳିତ
ଫୁଲବାଣୀ : ଓଡ଼ିଆ ଜାତିର ଗର୍ବ, ଗୌରବ ସ୍ଵର୍ଗୀୟ ବିଜୁବାବୁ ଓଡ଼ିଆ ଜାତିର ହୃଦୟରେ ଆଜି ବି ବିରାଜମାନ । ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ତମ ଜୟନ୍ତୀ ପାଳୁଛି ସାରା ଓଡ଼ିଶା । ଏଥିପାଇଁ ଗାଁରୁ ସହର ବ୍ୟାପକ ପ୍ରସ୍ତୁତି l ଯିଏ ଆଙ୍ଗୁଠି ଦେଖାଇ ଆଗକୁ ବଢ଼ିବାର ଆହ୍ବାନ!-->…