Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଗୁମ୍ମା ଝରନ୍ ଜଳ ପ୍ରପାତରୁ ବଡ ଭାଇଙ୍କୁ ଉଦ୍ଧାର କରିବାକୁ ଯାଇ ସାନ ଭାଇର ଜୀବନ ବି ଚାଲିଗଲା
ମାଲକାନଗିରି : ମାଲକାନଗିରି ରଜ ପର୍ବ ର ସମୟକୁ ପରିବାର ସହିତ ପ୍ରକୃତି ମଧ୍ୟରେ ପରିବାର ସହିତ ବିତେଇବାକୁ ଭାବିଥିବା ଭଉଣୀ କେବେ ଭାବି ନଥିଲେ ଯେ ପ୍ରକୃତି ତାଙ୍କ ପରିବାରର ୨ଭାଇ ଙ୍କୁ ଛଡ଼ାଇ ନେବ।ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ପ୍ରବେଶ ଦ୍ଵାର ଗୋବିନ୍ଦପାଲି ପାଖ!-->…
ପ୍ରେସ କ୍ଳବ ପକ୍ଷରୁ ନବ ନିର୍ବାଚିତ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ସମ୍ବର୍ଦ୍ଧିତ
ଫୁଲବାଣୀ : ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ନବ ନିର୍ବାଚିତ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କୁ ପୁଷ୍ପ ଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା lପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ ଜେନା ଓ ସମ୍ପାଦକ ବୀରେନ୍ଦ୍ର ସୁବୁଦ୍ଧି ପ୍ରମୁଖ ପୁଷ୍ପ!-->…
ରାସ୍ତା କଡ଼ରେ ପଡି ରହିଛି କୁଢ଼ କୁଢ଼ ମୃଦୁ ପାନୀୟ (ଥମ୍ପସ ଅପ ) ବୋତଲ
ମାଲକାନଗିରି : ମାଲକାନଗିରି ସଦର ନିକଟ ମାଲକାନଗିରି ରୁ ସୁକମା ବାଇପାସ କେନାଲ ରୋଡରେ କୁଢ଼ କୁଢ଼ ମୃଦୁ ପାନୀୟ ବୋତଲ(ଥମ୍ପସ ଅପ ) ଦୀର୍ଘ ଦିନ ହେବ ପଡିରହିଥିବା ଦେଖିବାକୁ ମିଳିଛି l କିଏ ଆଉ କାହିଁକି ଏହି ବୋତଲ ଗୁଡିକୁ ଏଠାରେ ପକାଇ ଥିବା ସ୍ପଷ୍ଟ ଭାବେ ଜଣାପଡି ନଥିବା ବେଳେ ଏହାକୁ ନେଇ!-->…
ପାୱାର କଟକୁ ନେଇ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବଢୁଛି ଅସନ୍ତୋଷ
ହିଞ୍ଜିଳିକାଟୁ ୧୫/୬ : ପାୱାର କଟକୁ ନେଇ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ସ୍ଥାନରେ ଅସନ୍ତୋଷ ବଢିଚାଲିଛି । ଅନ୍ୟ ସ୍ଥାନ ଭଳି ଗଞ୍ଜାମ ଜିଲ୍ଲା ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଳକ ମାରୁଡି ଶାସନ ରେ ଦେଖିବାକୁ ମିଳିଛି ଅଭାବନୀୟ ଦୁର୍ଦ୍ଦଶା । ଦିନ ହେଉ କି ରାତି!-->…
ବାଲିଗୁଡାରେ ବିଦ୍ୟୁତର ଲୁଚକାଳି ଖେଳ : ସପ୍ତାହ ହେଲା ଅନ୍ଧାରରେ ଅଧିକାଂଶ ଗ୍ରାମାଞ୍ଚଳ, ଉପଭୋକ୍ତା ହନ୍ତସନ୍ତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ ଆଜକୁ କିଛିଦିନ ହେଲା ବିଦ୍ୟୁତ ଲୁଚକାଳି ଖେଳ ଉପଭୋକ୍ତାଙ୍କୁ ହନ୍ତସନ୍ତରେ ପକାଇଲାଣି l ସାମାନ୍ୟ ପବନ ବର୍ଷା ହେଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ଚାଲିଯାଉଛି l ଏପଟେ ପ୍ରବଳ ଖରା ଓ ଗରମ ସାଙ୍ଗକୁ ମନ ଇଚ୍ଛା ବିଦ୍ୟୁତକାଟ ଉପଭୋକ୍ତାଙ୍କ!-->…
ସରକାର ବଦଳୁ ବଦଳୁ ସିଡ଼ିଏମଓ କାର୍ଯ୍ୟାଳୟରେ ରାତି ଅଧିଆ ବଦଳି !
କନ୍ଧମାଳ : କନ୍ଧମାଳ ଜିଲ୍ଲା ସଦର ମହକୁମାରେ ଥିବା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ)ଙ୍କ କାର୍ଯ୍ୟାଳୟ ରହିଛି। ଏଥିରେ ବିଭିନ୍ନ ପ୍ରକାରର କର୍ମଚାରୀ, ଅଧିକାରୀମାନେ କାର୍ଯ୍ୟକରିବା ସହିତ ବିଭିନ୍ନ ବ୍ଲକ, ପଞ୍ଚାୟତରେ ଥିବା ମେଡିକାଲ, ଗ୍ରାମ୍ୟ ସ୍ୱାସ୍ଥ୍ୟ ମିଶନ ରେ ମଧ୍ୟ କାର୍ଯ୍ୟକାରୀ!-->…
ପାନକୀଆରୀ ନିକଟରେ ବସ୍ ଦୂର୍ଘଟଣା ,ଡ୍ରାଇବର ସମେତ ୧୫ ରୁ ଉର୍ଦ୍ଧ୍ବ ଆହତ…
ବେଲଗୁଣ୍ଠା,: ଶୁକ୍ରବାର ରାତ୍ର 9 ଘଣ୍ଟା 45 ମିନିଟ୍ ସମୟରେ ଭୁବନେଶ୍ୱରରରୁ ବାଲିଗୁଡା ଯାଉଥିବା OD05BC4198 ନମ୍ବର୍ ବିଶିଷ୍ଟ ଓଏସ୍ଆରଟି ବସ୍ ବେଲଗୁଣ୍ଠା ନିକଟରେ ଦୂର୍ଘଟଣାର ଶିକାର ହୋଇଛି I ବସ୍ ବେଲଗୁଣ୍ଠା ରେ ପହଞ୍ଚିବା ପରେ ଭଞ୍ଜନଗର ଦେଇ ବାଲିଗୁଡା ଯାଉଥିବା ବେଳେ ବେଲଗୁଣ୍ଠା!-->!-->!-->…
ଉଦ୍ଘାଟନକୁ ବିତିଲା ଦୁଇ ସପ୍ତାହେ : ମଣ୍ଡିରେ ପଡ଼ି ରହିଛି ଶହଶହ କୁଇଣ୍ଟାଲ ଚିନାବାଦାମ ।
ମାଲକାନଗିରି ଜିଲ୍ଲା କାଲିମେଳା ମଣ୍ଡିରେ ପଡ଼ି ରହିଛି ଶହଶହ କୁଇଣ୍ଟାଲ ଚିନାବାଦାମ । ମଣ୍ଡି ଉଦ୍ଘାଟନ ହେଇ ଦୁଇ ସପ୍ତାହ ବିତିଗଲା , କିନ୍ତୁ ଆଜିବି ପଡ଼ି ରହିଛି ଶହଶହ କୁଇଣ୍ଟାଲ ଚିନାବାଦାମ ।ମାଲକାନଗିରି ଜିଲ୍ଲାରେ ମେ ମାସ ୨୯ ତାରିଖ ଦିନ ଚିନାବାଦାମ ଓ ମୁଗ ମଣ୍ଡି ଉଦ୍ଘାଟିତ!-->!-->!-->…
ସୀମାନ୍ତରେ ଆଇଡି ବୋମା ବିସ୍ଫୋରଣରେ ଦୁଇ ଯବାନ ଆହତ
ମାଲକାନଗିରି,୧୪।୬ : ମାଲକାନଗିଇର ଜିଲ୍ଲା ସୀମାନ୍ତରେ ଛତିଶଗଡର ନାରାୟଣପୁରରେ ମାଓ ଦମନ ତଲାସି ଅଭିଯାନ ବେଳେ ମାଓବାଦୀଙ୍କ ଦ୍ଵାରା ଲଗାଯାଇଥିବା ଗୋଟିଏ ଆଇଡି ବୋମା ବିସ୍ଫୋରଣରେ ଦୁଇଜଣ ଯବାନ ଆହତ । ସୂଚନା ଅନୁଯାୟୀ ଜିଲ୍ଲା ସୀମାନ୍ତ ନାରାୟଣପୁରର କୋହକାମେଟା ଥାନା ଅନ୍ତର୍ଗତ କୁଟୁଲ ଏବଂ!-->…
ଏବିଭିପି ପକ୍ଷରୁ ରଜ ଉତ୍ସବ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଠାରେ ରଜ ଉତ୍ସବ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଏ ବି ଭି ପି ର ନଗର ସଭାପତି ଶ୍ରୀ ସନ୍ତୋଷ କୁମାର ଦଳବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ,ମୁଖ୍ୟ ଅତିଥି ଭାବରେ ପ୍ରାଧ୍ୟାପକ ଦୀନବନ୍ଧୁ ମହାନ୍ତି ସ୍ବାମୀ ବିବେକାନନ୍ଦଙ୍କ!-->…