Browsing Category

ଆଞ୍ଚଳିକ

ଚୈତ୍ରପର୍ବ ଶେଷ ସମୟରେ ବେଣ୍ଟ ଶିକାର କୁ ଯାଇ ତୀର ମାଡ ଖାଇଲେ ଯୁବକ…

ମାଲକାନଗିରି : ଜଙ୍ଗଲ କୁ ଶିକାର କରିବାକୁ ଯାଇ ତୀର ମାଡ ଖାଇଛନ୍ତି ଜଣେ ଯୁବକ । ଏଭଳି ଏକଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମହୁପଦର ଅଂଚଳରେ । ମହୁପଦର ନିକଟସ୍ଥ ଗୋଲିଆଗୁଡା ଗ୍ରାମ ତଥା ଆଖପାଖ ଅଂଚଳର କିଛି ଯୁବକ ଚୈତ୍ର ପର୍ବ ର ସମାପ୍ତି ଉପଲକ୍ଷେ ଶିକାର କରିବାକୁ

ନିର୍ବାଚନ ପରେ ମହଙ୍ଗା ମାଡ : ମହଙ୍ଗା ହେଲା ଡାଲି, ତେଲ, ଚାଉଳ ଦର ନିୟନ୍ତ୍ରଣ ବାହାରେ ବଜାର…

ବ୍ରହ୍ମପୁର: ଗଣତନ୍ତ୍ର ର ମହାପର୍ବ ସରୁ ସରୁ ବଜାରରେ ସମସ୍ତ ସାମଗ୍ରୀ ର ଦର ବୃଦ୍ଧି ଲୋକେ ହନ୍ତସନ୍ତ।ନିର୍ବାଚନ ସରିଥିଲେ ବି ବିଜେଡ଼ି ବିଜେପି କେବଳ ସମୀକ୍ଷା ସହ ଶାସନ ଗାଦି ରେ ବସିବାକୁ ବିଜେପି କସରତ କରୁଛି। ଏପଟେ ନିର୍ବାଚନ ଶେଷ ହେଉ ହେଉ ଚାଉଳ, ଡାଲି, ତେଲ, ସୁଜି, ଅଟା,ମସଲା

ଜିଲ୍ଲାପାଳ ଙ୍କ ଦ୍ୱାରା ମାଲକାନଗିରି ଜିଲ୍ଲାରେ ଚିନାବାଦାମ ଓ ମୁଗ ମଣ୍ଡି ଉଦଘାଟନ…

ମାଲକାନଗିରି,: ମାଲକାନଗିରି ଜିଲ୍ଲାର ବାଦାମ ଓ ମୁଗ ଚାଷୀମାନେ ଯେପରି ଅସୁବିଧା ଭୋଗ ନକରି ଉପଯୁକ୍ତ ମୂଲ୍ୟରେ ସେମାନ ଉତ୍ପାଦିତ ବାଦାମ ଓ ମୁଗ ବିକ୍ରୟ କରିବେ ସେନେଇ ମାଲକାନଗିର ଜିଲ୍ଲାରେ ଜିଲ୍ଲାପ୍ରଶାସନ ପକ୍ଷରୁ ୧୭ଟି ମଣ୍ଡି ଖୋଲାଯାଇଛି । ଆଜି ନିୟନ୍ତ୍ରିତ ବଜାର କମିଟି ପରିସରରେ

ବନଜ୍ୟୋସ୍ନା ସାହିତ୍ୟ ସଂସଦ ପକ୍ଷରୁ ଜିଲ୍ଲାସ୍ତରୀୟ ରଜ ଉତ୍ସବ ଓ ସାଂସ୍କୃତିକ ମେଳା

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ବନଜ୍ୟୋସ୍ନା ତରଫରୁ ଆଗାମୀ ତା ୧୩.୬ ଠାରୁ ୧୭.୬.୨୪ ପର୍ଯ୍ୟନ୍ତ ପାଞ୍ଚ ଦିବସ ବ୍ୟାପି ରଜ ଉତ୍ସବ ଓ ସାଂସ୍କୃତିକ ମେଳା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଏହି ଉତ୍ସବ ଚଳିତ ବର୍ଷ ମାଷ୍ଟରପଡା ସ୍ଥିତ ପାରିଜାତ

ବିଦ୍ୟୁତ ଆଘାତରେ କର୍ମଚାରୀ ଗୁରୁତର : କଟକ ରେଫର୍

ଫୁଲବାଣୀ : ଫୁଲବାଣୀ କୋର୍ଟ ଛକ ନିକଟସ୍ଥ ବିଜୁଳି ଟ୍ରାନଫର୍ମରରେ ଆଜି ତା ୧୦/୦୬/୨୦୨୪ ରିଖ ସକାଳ ୮ଘଟିକା ସମୟରେ କାମ କରୁଥିବା ବେଳେ ବିଦ୍ୟୁତ ତାର ଲାଗି କର୍ମଚାରୀ ଗୁରୁତର । ସଙ୍ଗେ ସଙ୍ଗେ ଫୁଲବାଣୀ ବଡମେଡିକାଲରେ ଭର୍ତ୍ତି କରାଯାଇଥିଲା l ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା

ମହିଳାଙ୍କ ଉପରେ ଚଢିଗଲା ଗାଡି

ପାତ୍ରପୁର : ପାତ୍ରପୁର ବ୍ଲକ ଆନ୍ତର୍ଗତ ସୁରଙ୍ଗୀ ଗ୍ରାମର ଜଣେ ମହିଳା ଉପରେ ଗାଡି ଚଢିଯାଇଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ଦଶ ଘଂଟିକା ସମୟରେ l ଚଞ୍ଚଳା ରସୁଆ (45) ନାମକ ମହିଳା ଜଣକ ବଜାରରେ ବାଉଁଶ ସାମଗ୍ରୀ ବିକ୍ରି କରୁଥିବା ସମୟରେ ଏକ ପିକଅପ ଭ୍ୟାନଟି

କନ୍ଧମାଳ ଜିଲ୍ଲାରେ ରାତି ପାଇଲେ ଗଢ଼ି ଉଠୁଛି ବେଆଇନ ବେସରକାରୀ ଶିକ୍ଷାନୁଷ୍ଠାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ରେ ରାତି ପାଇଲେ ଗଢ଼ି ଉଁଠୁଛି ବେ ଆଇନ ବେସରକାରୀ ଶିକ୍ଷାନୁଷ୍ଠାନ ।ଏହାରି ଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ହୋଇପଡୁଛି।ଦିନକୁ ଦିନ କନ୍ଧମାଳ ଜିଲ୍ଲାରେ ଛତୁ  ଫୁଟିବାରେ ଲାଗିଛି ବେସରକାରୀ ଯୁକ୍ତ ଦୁଇ ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ । ଯାହାକି

କୋଠା ତିଆରି ପାଇଁ ବଳି ପଡ଼ିଲେ ୬୦ଟି ଅଁଳା ଗଛ

ରାୟଗଡା : ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ନୂତନ କୋଠା ନିର୍ମାଣ କରାଯିବା ପାଇଁ ଜାଗା ଚିହ୍ନଟ କରାଯାଇଛି | କିନ୍ତୁ ଦୁଃଖର ବିଷୟ ଏହିକି ଯେ ଦୀର୍ଘ ୯ ବର୍ଷ ତଳେ ଲାଗିଥିବା ଔଷଧୀୟ ୬୦ ଟି ଅଁଳା ଗଛ ଗୁଡ଼ିକୁ କାଟି ଦିଆଯାଇଛି | ଗୋଟିଏ ପଟେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ

ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ସୁରକ୍ଷା ପାଚେରୀ ନିର୍ମାଣ କରୁଛି ଟିପିଏସ୍ଓଡିଏଲ୍

ଦକ୍ଷିଣ ଓଡ଼ିଶାର ୮ଜିଲ୍ଲାରେ ୨,୮୦୦ରୁ ଅଧିକ ସୁରକ୍ଷା ପାଚେରୀ ନିର୍ମିତ ବ୍ରହ୍ମପୁର : କାର୍ଯ୍ୟକ୍ଷେତ୍ର ଓ ସର୍ବସାଧାରଣଙ୍କ ସୁରକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେଇ ଟିପିଏସ୍ଓଡିଏଲ୍ ( ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଚ୍ରିବ୍ୟୁସନ୍ ଲିମିଟେଡ୍) ବିଜୁଳି ଭିତ୍ତିଭୂମି ଚାରିପାଖରେ ସୁରକ୍ଷା

ଦିନକ ପରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ : କାଗଜ କଲମରେ ସୀମିତ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ

ହିଞ୍ଜିଳିିରେ ବଢୁଛି ଶିଶୁ ଶ୍ରମିକଙ୍କ ସଂଖ୍ୟା ହିଞ୍ଜିଳିକାଟୁ, ୧୦/୬ : ପ୍ରତିବର୍ଷ ଜୁନ ୧୨ ତାରିଖକୁ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଭାବେ ପାଳନ କରାଯାଉଛି । ହିଞ୍ଜିିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ଦିନକୁ ଦିନ