Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବରିଷ୍ଟ କ୍ୟାମେରା ମ୍ୟାନଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର : ଅଞ୍ଚଳରେ ଶୋକର ଛାୟା
ମାଲକାନଗିରି,୨।୬ ମାଲକାନଗିରି ଜିଲ୍ଲାର ବରିଷ୍ଟ କ୍ୟାମେରା ମ୍ୟାନ ଭିକି ଶଗଡିଆଙ୍କ ଝୁଲନ୍ତା ମୃତଦେହ ତାଙ୍କ ନିଜ ବାସଭବନରୁ ଉଦ୍ଧାର ହୋଇଛି । ଯାହାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସୂଚନା ଅନୁଯାୟୀ ମାଲକାନଗିଇର ଜିଲ୍ଲାରେ ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ବିଭିନ୍ନ!-->…
ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର
ହିଞ୍ଜିଳିକାଟୁ ୨/୬ : ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଚାନ୍ଦୁଲି ଗ୍ରାମରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ରବିବାର ଅପରାହ୍ନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଲାଗିରହିଥିଲା । ଚାନ୍ଦୁଲି ଗ୍ରାମର ରମେଶ ଗୈାଡଙ୍କ ପୁଅ ସଞ୍ଜୟ ଗୈାଡ ଗ୍ରାମ ନିକଟ ତହଁର ରୋଡ ନିକଟ ବିଲରେ ମଈଁଷି!-->…
ଜୁନ ୩ ରୁ ୧୧ ତାରିଖ ସମସ୍ତ ପ୍ରସ୍ତୁତି, ବୁଧବାର ଠାରୁ ମାଆଙ୍କ ନଗର ଭ୍ରମଣ
ଛତ୍ରପୁର : ପ୍ରତ୍ୟେକ ଦୁଇ ବର୍ଷକୁ ଥରେ ଛତ୍ରପୁର ସହର ରେ ଶ୍ରୀ ଶ୍ରୀ ଶ୍ରୀ ମା' ବ୍ୟାଘ୍ରଦେବୀ ଙ୍କ ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ଚଳିତ ବର୍ଷ ଏହି ଯାତ୍ରା ନିର୍ବାଚନ କୁ ଦୃଷ୍ଟି ରଖି ବିଳମ୍ୱ ହୋଇଛି, ଜୁନ୍ ୩ ତାରିଖ ରୁ ୧୧ ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହେବ । ଏଥି ନିମନ୍ତେ!-->…
ତ୍ରିଧାରା ସାହିତ୍ୟ ଅନୁଷ୍ଠାନର ମାସିକ ସାହିତ୍ୟ ଆସର
ବ୍ରହ୍ମପୁର : ବ୍ରହ୍ମପୁର ସହରର ତ୍ରିଧାରା ସାହିତ୍ୟ ଅନୁଷ୍ଠାନର ମାସିକ ସାହିତ୍ୟ ଆସର ସ୍ଥାନୀୟ ଉତ୍କଳ ଆଶ୍ରମ ର ପାଠାଗାର କକ୍ଷରେ ଆୟୋଜିତ ହୋଇଥିଲା l ଡ. ସୁରେନ୍ଦ୍ର ନାଥ ପାଣିଗ୍ରାହୀ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ଋଷିକୂଲ୍ୟା ଗବେଷକ ବେଙ୍କଟ ବିହାରି ପ୍ରହରାଜ!-->…
ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘର ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ପକ୍ଷରୁ ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳପଡିଆରେ ଦୀର୍ଘ ଏକ ମାସ ଧରି ଚାଲିଥିବା ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ରବିବାର ଉଦଯାପିତ ହୋଇଯାଇଛି। ସଂଘର କାର୍ଯ୍ୟକାରୀ ସଭାପତି ଆଇନଜୀବୀ ଅଶୋକ କୁମାର ଶୁକ୍ଳଙ୍କ!-->!-->!-->…
ଆକୋଲି ମା’ କନକ ଦୁର୍ଗା ବୁଢ଼ୀ ଠାକୁରାଣୀଙ୍କର ଦ୍ୱିବାର୍ଷିକୀ ଯାତ୍ରାର ଚତୁର୍ଥ ଦିବସ
ବ୍ରହ୍ମପୁର : ସନ୍ଧ୍ୟାବେଳେ ୧୦୮ ଆଳତୀ ଦେଖିବାକୁ ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ ଭିଡ଼ ପରିଲକ୍ଷିତ ହୋଇଥିଲା । ମୁଖ୍ୟ ପୂଜକ ଭଗି ର ଥୀ ଗନ୍ତାୟତ, ଦେଶୀବେହେରା ବିଷ୍ଣୁ ବେହେରା,ଅଭିମନ୍ୟୁ ଆଚାର୍ଯ୍ୟ ସମେତ ବହୁ ସହଯୋଗୀ ପୂଜକଙ୍କ ଦ୍ୱାରା ମା’ଙ୍କର ପୂଜାର୍ଚ୍ଚନା କରାଯାଇଥିଲା । ପରେ ମାଁ!-->…
ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ” ଜଙ୍ଗଲ ପାଇଁ ମଞ୍ଜିଟିଏ” କାର୍ଯ୍ୟକ୍ରମ
ବ୍ରହ୍ମପୁର : ଚଳିତ ମୌସୁମୀ ବର୍ଷା ଆଗମନକୁ ଦୃଷ୍ଟିରେ ରଖି କୁକୁଡାଖଣ୍ଡି ବ୍ଲକ୍ ଅନ୍ତର୍ଗତ ରାମଗୁଡା ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ବରପଲ୍ଲୀ ଲଣ୍ଡା ପାହାଡରେ "ଜଙ୍ଗଲ ପାଇଁ ମଞ୍ଜିଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେନ୍ତୁଳି, ଆମ୍ବ ବୃକ୍ଷ ହେଉଛି ଏକ ଜଙ୍ଗଲି ଜାତୀୟ ବୃକ୍ଷ ଏବଂ!-->!-->!-->…
ବଜ୍ରାଘାତ ନେଲା ଦୁଇ ଶ୍ରମିକଙ୍କ ଜୀବନ
ବ୍ରହ୍ମପୁର : ଆଜି ଅପରାହ୍ନ ରେ କାଳବୈଶାଖୀ ବର୍ଷା ବଜ୍ରାଘାତ ରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ବଜ୍ରାଘାତରେ ଦୁଇ ଜଣଙ୍କ ମୃତ । ପାଟପୁର ଗାନ୍ଧୀ ଛକ ଲଷ୍ମୀ ମନ୍ଦିର ନିକଟରେ ଚାଲିଥିବା ଠାକୁରାଣୀ ଯାତ୍ରାରେ ମିନାବଜାରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ଦୁଇଜଣ । 2 ଜଣ ଶ୍ରମିକ ଏକ!-->…
ବାଲିଗୁଡା ଓ ଜି. ଉଦୟଗିରି ବିଧାନସଭା : ଆଉ ଦିନକ ପରେ ଗଣତି, ବଢୁଛି ହୃଦସ୍ପନ୍ଦନ
ବାଲିଗୁଡା : ରାଜ୍ୟ ସମେତ ସାରା ଦେଶରେ ଏଥର ସାଧାରଣ ନିର୍ବାଚନ ସକାଶେ ଭୋଗ୍ରହଣ ସରିଛି। ଆଉ ଦିନକ ବିରତି ପରେ ମଙ୍ଗଳବାର ଗଣତି ତାରିଖ। ଆଉ ଏ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢି ଚାଲିଛି। ଭୋଟ୍ ଦେଇଥୁବା ମତଦାତା ବେଶ୍ ନିରବତା ଅବଲମ୍ବନ କରୁଥିବା ବେଳେ ଗଣତି ତାରିଖ ଯେତିକି ପାଖେଇ!-->…
ବାଲିଗୁଡାର ୨ଟି ସ୍ଥାନରେ ହେବ ଭୋଟ ଗଣତି
ବାଲିଗୁଡା : ସମଗ୍ର ଓଡିଶାରେ ଆସନ୍ତା ୪ ତାରିଖରେ ଭୋଟ ଗଣତି ହେବ । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଗଣତି ଏଜେଣ୍ଟଙ୍କ ସମ୍ପର୍କରେ ତଥ୍ୟ ଓ କାଗଜପତ୍ର ପ୍ରାର୍ଥୀମାନଙ୍କୁ ମଗାଯାଇଛି । ଗଣତି!-->…