Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମଦ୍ୟପାନ କରି ଚିକିତ୍ସା ସେବା ନକରିବା ଓ ରୋଗୀ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର କରିବା ପଡିଲା ମହଙ୍ଗା, ସ୍ବାସ୍ଥ୍ୟ…
ହିଞ୍ଜିଳିକାଟୁ : ଜଣେ ଗୁରୁତର ଆହତ ନାବାଳକଙ୍କୁ ଚିକିତ୍ସା ସେବା ଯୋଗାଇନଦେବା ସହ ମଦ୍ୟପାନ କରି ନାବାଳକଙ୍କ ଅଭିଭାବକଙ୍କୁ ଦୁର୍ବ୍ୟବହାର କରିବା ମହଙ୍ଗା ପଡିଛି। ଘଟଣା ପ୍ରଘଟ ହେବା ପରେ ସଂପୃକ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ମେଡିକାଲ ଅଧିକ୍ଷକ ଚାକିରୀରୁ ନିଲମ୍ବନ କରିଛନ୍ତି। ଏଭଳି ଏକ!-->…
ଦିନ ଦ୍ବିପ୍ରହରେ ଚାଲିଛି ଖୁଲାମଖୁଲା ସାର କଳାବଜାରୀ
କୃଷିବିଭାଗ ଅଧିକାରୀ ନୀରବଦ୍ରଷ୍ଟା
ଉମରକୋଟ : ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି ମୂଲ୍ୟବାନ ସାର ୟୁରିୟାର କଳାବଜାରୀ । ବେପାରୀମାନେ ରାତିରେ ସାର କଳାବଜାରୀ କରୁ କରୁ ଏବେ ଦିନ ଦ୍ବିପ୍ରହରେ ଖୁଲାମ ଖୁଲା ଟ୍ରକ ଟ୍ରକ ମୂଲ୍ୟବାନ ୟୁରିୟା ସାର ର କଳାବଜାରୀ କରୁଛନ୍ତି । ଖବର!-->!-->!-->…
ଅସହ୍ୟ ଗ୍ରୀଷ୍ମ ପ୍ରବାହରେ କୋଲ୍ଡ ଡ୍ରିଂକ୍ସ ବଣ୍ଟନ
ଫୁଲବାଣୀ : ଆଜିର ତାପମାତ୍ରା ଗତକାଲିର ଥିବା ୪୩.୫ ଡିଗ୍ରୀ ତାପମାତ୍ରା ଠାରୁ ଅଧିକ ପରି ଜଣା ପଡୁଚି l ଏପରି ସମୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ଥାନେ ସ୍ଥାନେ ଜଳଛତ୍ର ଖୋଲିଥିବା ବେଳେ ଏହି ପରିପ୍ରେକ୍ଷୀ ରେ ଶ୍ରୀ ଶ୍ରୀ ମା ନାରାୟଣୀ ଠାକୁରାଣୀ ଯାତ୍ରା ପଡିଆ ଠାରେ ପ୍ରବଳ ଗ୍ରୀଷ୍ମ!-->…
ଟିପିଏସ୍ଓଡିଏଲକୁ ମିଳିଲା ‘ଗ୍ରେଟ୍ ପ୍ଲେସ୍ ଟୁ ଓ୍ୱାର୍କ’ ମାନ୍ୟତା
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଚ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ) ‘ଗ୍ରେଟ୍ ପ୍ଲେସ୍ ଟୁ ଓ୍ୱାର୍କ’ର ମାନ୍ୟତା ହାସଲ କରିଛି । ଏହି ସମ୍ମାନସ୍ପଦ ପ୍ରମାଣପତ୍ର ଚଳିତ ବର୍ଷ ମଇରୁ ଆସନ୍ତା ବର୍ଷ ମଇ ମାସ ପର୍ଯ୍ୟନ୍ତ ବୈଧ ହେବ । ଏହି ପ୍ରମାଣପତ୍ର କମ୍ପାନୀର ଅସାଧାରଣ!-->…
ଗ୍ରାମ୍ୟ ସ୍ତରରେ ଋତୁସ୍ରାବ ସଚେତନତା ସପ୍ତାହ ପାଳିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ଗୋଛାପଡା ଥାନା ଅର୍ନ୍ତଗତ ବାଲନ୍ଦାପଡା, ଲୁଇସିଂ, ପାହିରାଜୁ, କୁଏର୍ମାଣ୍ଡୁ ଓ ପକାରି ପଂଚାୟାତର ୨୫ ଗୋଟି ଗ୍ରାମରେ ମଈ ମାସ ୨୨ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ,ଋତୁସ୍ରାବ ସଚେତନତା ସପ୍ତାହ ସ୍ୱାତୀ ଅନୁଷ୍ଠାନଙ୍କ ପରିଚାଳନା ରେ ପାଳନ!-->…
ଦୁର୍ବନ୍ଧ ଦ୍ବିବାର୍ଷିକ ଠାକୁରାଣୀ ଯାତ୍ରା ଉଦଯାପିତ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ଦୁର୍ବନ୍ଧ ଗ୍ରାମର ଇଷ୍ଟଦେବୀ ମା'ବୁଢି ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଗତ ୯ ତାରିଖ ଠାରୁ ଆରମ୍ଭ ହୋଇ ୨୧ ଦିନ ଧରି ଚାଲିଥିବା ଯାତ୍ରାତ୍ସୋବ ବୁଧବାର ଉଦଯାପିତ ହୋଇଯାଇଛି। ଯାତ୍ରାତ୍ସୋବ ସକାଶେ ଗ୍ରାମର ସମସ୍ତ ସାହି ବସ୍ତିରେ ସୁଊଚ୍ଚ ତୋରଣ,!-->…
ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ
ବ୍ରହ୍ମପୁର : ରମ୍ଭା ଥାନା ଅନ୍ତର୍ଗତ ବେଣୀଗୌରୀ ଗ୍ରାମରେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ କନ୍ୟା ପରିବାରବର୍ଗ । ଅଧିକା ଯୌତୁକ ଦାବି କରିବା ସହିତ ଶାଶୁଘର ଲୋକେ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି କନ୍ୟା ର ପରିବାର ଲୋକେ। ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ନିମପୋଲି!-->…
ଛତ୍ରପୁରରେ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ଐତିହାସିକ ଯାତ୍ରା
ବିରାଟ ପଟୁଆରରେ ସହର ପରିକ୍ରମା କରି ରିକାପଲ୍ଲୀରେ ରାଜଭୋଗ ଗ୍ରହଣ କଲେ ମା'
ଛତ୍ରପୁର : ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା' ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ଗତ ୨୭ ତାରିଖ ଠାରୁ ଆରମ୍ଭ ହୋଇଯାଇଛି । ଏହି ଅବସରରେ ବୁଧବାର ମା' ରାମାୟାଣାମ୍ମା ଠାକୁରାଣୀ ତାଙ୍କ ବାପ ଘର ତଥା!-->!-->!-->…
ବେଆଇନ ଚୋରା ମଦ ବିକ୍ରୀ, ଅଭିଯୋଗ କଲେ ଶୁଣୁନି ପ୍ରଶାସନ
ହିଞ୍ଜିଳିକାଟୁ ୨୯/୫ : ଗଞ୍ଜାମ ଜିଲ୍ଲା ବେଲଗାଁ ଥାନା ହିଞ୍ଜିଳିକାଟୁ ବ୍ଲକ ମଧ୍ୟରୁ ଗଣ୍ଡଳା ପଞ୍ଚାୟତ ବିଭିନ୍ନ କ୍ଷେତ୍ରରେ ଏହାର ସ୍ୱତନ୍ତ୍ରତା ରହିଛି । ଏଠାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବାଣିଜ୍ୟ ବ୍ୟବସାୟ, ରାଜନୈତିକ , କୃଷି ତଥା ଅନ୍ୟାନ୍ୟ ଦୃଷ୍ଟିରୁ ଏହି ପଞ୍ଚାୟତ ତାର!-->…
କଳାଘୋଡ଼ା ନାଲ ମୁଦି ପଛରେ ଯୁବପିଢି
ହିଞ୍ଜିଳିକାଟୁ ୨୯/୫ : ହିଞ୍ଜିଳିକାଟୁ ସହରରେ ଵୁଧବାର ଉତ୍ତର ପ୍ରଦେଶର ବରେଲି ସହରର କଳା ଘୋଡ଼ା । ଗୋଟିଏ କଳା ରଙ୍ଗର ଘୋଡ଼ା ସହିତ ଘୋଡ଼ା ନାଲରେ ନିର୍ମିତ ମୁଦି ବିକ୍ରି କରୁଥିବା ବେଳେ ଏହା କିଣିବାକୁ ବେଶ ଭିଡ଼ ଜମିଥିଲା । କୁହାଯାଏ ଘୋଡାନାଲ ର ବ୍ୟବହାର ଦ୍ୱାରା ପ୍ରଭୁ ଶନି ଙ୍କ!-->…