Browsing Category

ଆଞ୍ଚଳିକ

ଦୁଃଖ ଦେଉଛି ଜନନୀ ଯନ୍ତ୍ରଣା : ପ୍ରାୟ ଏକ କିମି ପାଦରେ ଚାଲି ପହଁଚିଲେ ସ୍ୱାସ୍ଥ୍ୟ କେନ୍ଦ୍ରରେ

ମାଲକାନଗିରି (କୋରୁକୋଣ୍ଡା) : ସ୍ୱାଧିନତାର ସାତ ଦଶନ୍ଧି ପୁରିଯାଇ ଥିଲେ ମଧ୍ୟ ଆଜି ମଧ୍ୟ ଡାକ୍ତର ଖାନା ଯିବା ପାଇଁ ମା ମାନଙ୍କୁ ଗର୍ଭ ଯନ୍ତ୍ରଣାରେ ଛଟ ପଟ ହୋଇ ଚାଲି ଯିବାକୁ ପଡୁଛି । ସରକାରଙ୍କ ତରଫରୁ ବହୁ ପ୍ରକାର ସୁବିଧା ମାନ ଯୋଗାଇ ଦିଆଯାଉଥିଲେ ମଧ୍ୟ ସେସବୁ ଯେମିତି କାଗଜ କଲାମରେ

ସ୍କୁଟି ଧକ୍କାରେ ଯୁବକ ମୃତ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ଖଇରବାହାର ସରଣା ଛୋକ ଉପରେ ଗୋଟିଏ ସ୍କୁଟି ଚଳିତ ମାସ ୨୪ ତାରିଖ ଦିନ ଶୁକ୍ରବାର ପ୍ରାୟ ୪.୩୦ ରେ ରାଏବଗା ପଟୁ ଦୃତ ଗତିରେ ଆସି ଛିଡ଼ା ହୋଇ ଥିବା ସୋନୁ କୁମାର ଟେଟେ (୨୪)ଙ୍କୁ ପଛ ପଟୁ ଧକ୍କା ଦେବାଫଳରେ ରାସ୍ତା ଉପରେ

ଚିକିଟୀ ବ୍ଲକରେ ମାଟ୍ରିକ ପରୀକ୍ଷା ପାସ ହାର ୯୯%

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକରେ ମାଟ୍ରିକ ପରୀକ୍ଷା ପ୍ରକାଶିତ ଫଳାଫଳ ରେ ଚିକିଟୀ ବ୍ଲକର ବିଦ୍ୟାର୍ଥୀ ମାନେ ୯୯ ପ୍ରତିଶତ ସଫଳତା ପାଇଛନ୍ତି । ବ୍ଲକର ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ପଛରେ ପକାଇ ସୁନାପୁର ଶ୍ରୀ କାଶୀ ବିଶ୍ୱନାଥ ଉଚ୍ଚ ବିଦ୍ୟାପୀଠ ର ଛାତ୍ରୀ କେ. ଆଦାଶ୍ୟା ପାତ୍ର

ବଡ଼ମାଧପୁର ଓ ଗୋବା ଗ୍ରାମରେ ଛତ୍ରପୁର ପୋଲିସର ଫ୍ଲାଗ ମାର୍ଚ୍ଚ

ଛତ୍ରପୁର : ନିର୍ବାଚନ ପରେ ବିଭିନ୍ନ ସ୍ଥାନରେ ହିଂସା ଘଟଣା ବୃଦ୍ଧି ପାଇବାରେ ଲାଗିଛି l ଏହାକୁ ରୋକ ଲଗାଇବା ପାଇଁ ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ପେଟ୍ରୋଲିଂ କରାଯାଉଛି l ଏହି ପରିପ୍ରେକ୍ଷୀରେ ରବିବାର ଛତ୍ରପୁର ଥାନା ଅନ୍ତର୍ଗତ ବଡ଼ ମାଧପୁର ଓ ଗୋବା

ମାଟ୍ରିକ ଫଳାଫଳରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରକୁ ମିଳିଲା ଶତପ୍ରତିଶତ ସଫଳତା

ଛତ୍ରପୁର : ଆଜି ମାଟ୍ରିକ ଫଳାଫଳ ପ୍ରକାଶ ପାଇଛି । ଏଥିରେ ଛତ୍ରପୁର ଶ୍ରୀରାମନଗର ସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ମିଳିଲା ଶତ ପ୍ରତିଶତ ସଫଳତା । ଚଳିତ ବର୍ଷ ୮୬ ଜଣ ଛାତ୍ରଛାତ୍ରୀ ମାଟ୍ରିକ ଫଳାଫଳ ପାଇଁ ଫର୍ମ ପୂରଣ କରିଥିବା ବେଳେ ୮୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ବେଆଇନ ବାଲି ଚାଲାଣ, ବେଆଇନ ଚୋରା ମଦ ବିକ୍ରୀ, ମଦଦୋକାନ ଓ ପଥରବ୍ଲାଷ୍ଟିଂ ବନ୍ଦ କରିବାକୁ କଂଗ୍ରେସ ପ୍ରାର୍ଥୀଙ୍କ…

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଦେଇ ପ୍ରବାହିତ ଘୋଡାହାଡ ଓ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ ଦିନକୁ ଦିନ ବଢିଚାଲଛି। ଏହାକୁ ପ୍ରଶାସନ ରୋକି ପାରୁ ନ ଥିବାରୁ ସରକାର ବହୁ ରାଜସ୍ବ ହରାଉଛନ୍ତି | ବେଆଇନ ବାଲି ଚାଲାଣ ଯୋଗୁଁ ନଦୀପଠା କ୍ଷୟ

କାର ଧକ୍କାରେ ବୃଦ୍ଧ ଆହତ

ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକ ଠାରେ ଏକ କାର ଧକ୍କାରେ ବୃଦ୍ଧ ଆହତ ହୋଇଛନ୍ତି l ମିଳିଥିବା ସୂଚନା ମୁତାବକ ରବିବାର ଦିନ ୨ ଘଣ୍ଟା ସମୟରେ ଏକ କାର ଧକ୍କାରେ ଜଣେ ବୃଦ୍ଧ ଆହତ ହୋଇଛନ୍ତି l ଆହତ ବୃଦ୍ଧ ଜଣକ ହେଲେ କଣମଣା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ସାହୁ l ଗୋପାଳପୁର ରୁ

ଫୁଲବାଣୀ ସହରର ଗର୍ବ ଗୌରବ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର

ଫୁଲବାଣୀ : ଲଗାତାର ଭାବରେ ବର୍ଷ ବର୍ଷ ଧରି ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମାଟ୍ରିକ ପରୀକ୍ଷାରେ ନିଜର ଗର୍ବ ଓ ଗୌରବକୁ ବଜାୟ ରଖିବାତଥା ଶତ ପ୍ରତିଶତ ସଫଳତା ହାସଲ କରି ଆସିଛି l ଚଳିତ ବର୍ଷ ମଧ୍ୟ ଶତ ପ୍ରତିଶତ ଫଳାଫଳ ସହିତ ଏ-୧ ସାତଟି ହାସଲ କରି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର

ଫୁଲବାଣୀ ଲେଖକ ସାମ୍ମୁଖ୍ୟର ମାସାନ୍ତ ସୃଜନ ସାହିତ୍ୟ ଆସର ଆୟୋଜିତ

ଫୁଲବାଣୀ : ଫୁଲବାଣୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟର ରବିବାସରୀୟ ସାହିତ୍ୟ ସୃଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ସଭାପତି ରବୀନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ସାହିତ୍ୟ ସମାଜର ସ୍ୱର, ଯୁବ ପିଡି ସାହିତ୍ୟ ର ସାଧନା

ସଫଳତାର ସହ ମୁକ୍ତିଲାଭ କଲା କ୍ଷୁଦ୍ର ଚଳଚ୍ଚିତ୍ର ରିଲୋ ରିଲୋ

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ସୁନାମଧନ୍ୟ ରତ୍ନମଞ୍ଜରୀ ଆର୍ଟ ନିବେଦିତ ସମାଜର ଏକ ସତ୍ୟ ଘଟଣା ଉପରେ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର ‘ରିଲୋ ରିଲୋ’ ରାଇଘର ତପନ କଲ୍ୟାଣ ମଣ୍ଡପ ଠାରେ ୨୫/୦୫/୨୦୨୪ ରିଖ ମୁକ୍ତିଲାଭ କରିଛି। ମୁକ୍ତିଲାଭ ସମାରୋହରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ