Browsing Category

ଆଞ୍ଚଳିକ

ସୀମାନ୍ତରେ ୩୦ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି, ୧୪।୫ : ମାଲକାନଗିରି ଜିଲ୍ଲା ସୀମାନ୍ତ ୩୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସୂଚନା ଅନୁଯାୟୀ ମଙ୍ଗଳବାର ଛତିଶଗଡର ବିଜାପୁର ଜିଲ୍ଲାର ସୁରକ୍ଷା ବାହିନୀ ନିକଟରେ ୩୦ ମାଓବାଦୀ ହିଂସାର ପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇ ଆତ୍ମସମର୍ପଣ

ସପ୍ତଦୀପା ସାହିତ୍ୟ ସଂସଦର ସାରସ୍ୱତ ସମାରୋହ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉପଖଣ୍ଡ ଜଗନ୍ନାଥପାଲିରେ ସପ୍ତଦୀପା ସାହିତ୍ୟ ସଂସଦର ୧୧୫ତମ ଭ୍ରମ୍ୟମାଣ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି | ସଂସଦ ସ୍ଥାୟୀ ସଭାପତି ଦ୍ବିତୀକୃଷ୍ଣ ପଣ୍ଡାଙ୍କ ସଭାପତିତ୍ୱରେ ଅଯୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ କବି ଯୋଗୀନ୍ଦ୍ର ପଣ୍ଡା ମୁଖ୍ୟ

ପୋଷ୍ଟାଲ ବାଲଟ ହୋମ ଭୋଟିଙ୍ଗରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ ଦେଲେ ବୟସ୍କ ନାଗରିକ

ହିଞ୍ଜିଳିକାଟୁ : ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୦ ତାରିଖରେ ଆସିକା ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନ ସମୟରେ ମତଦାନରେ ପୋଷ୍ଟାଲ ବାଲାଟ ମହତ୍ତ୍ବପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରେ ।ତେବେ ନିର୍ବାଚନ ଦାୟିତ୍ୱରେ ରହିଥିବା ସରକାରୀ

ପ୍ରଦୀପ ପାଣିଗ୍ରାହୀ ଗୁରୁତର; ଏମ୍ସ ସ୍ଥାନାନ୍ତର

ଭୁବନେଶ୍ବର: ବିରୋଧୀଙ୍କ ଆକ୍ରମଣରେ ଆହତ ହୋଇଥିବା ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି। ପ୍ରଦୀପଙ୍କ ପଞ୍ଜରା ହାଡରେ ଆଘାତ ଲାଗିଥିବା ସୂଚନା ମିଳିଛି। ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁରରୁ ଏମସରେ ଭର୍ତ୍ତି

ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣା: ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ଗିରଫ କରାଯାଇଛି । ବ୍ରହ୍ମପୁର ବିଧାନସଭା ଆସନର ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ଆକ୍ରମଣ କରିିଥିବା ନେଇ ଅଭିଯୋଗ ହୋଇଥିଲା । ପ୍ରଥମ ପର୍ଯ୍ୟାୟ

କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ବାଲିଗୁଡା ଏସଡିପିଓ ରାହୁଲ ଗୋୟଲଙ୍କ ଆକ୍ରମଣ ଓ ଦୁର୍ବ୍ୟବାହାର…!

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଂଚଳରେ ପୋଲିସ ନାଁରେ ଗଞ୍ଜେଇ ଲୁଟ ଘଟଣା ବାରମ୍ବାର ଘଟିଚାଲିଥିବା ବେଳେ ଏମିତି ଘଟଣାକୁ ନେଇ ଆଗରୁ ଅନେକ କେଶ ମଧ୍ୟ ହୋଇଛି I ଏହାସହ ଏଭଳି ମାମଲାରେ ଆଗରୁ ଅନେକ ଅଭିଯୁକ୍ତ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ମଧ୍ୟ ଯାଇଛନ୍ତି I ତେବେ ସୋମବାର

ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରିବା ବେଳେ ଦୁର୍ଘଟଣାରେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ…

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ର ସହ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ପୁଲିଂ ପାର୍ଟି ଫେରିବା ବେଳେ ଏକ ଅଘଟଣ ଘଟିଯାଇଛି। ସୂଚନାରୁ ଜଣାପଡିଛି ନିର୍ବାଚନ କାର୍ଯ୍ୟ ସାରି ଫେରୁଥିବା ବେଳେ ଦୁର୍ଘଟଣା ରେ ପ୍ରିଜାଇଡିଂ ଅଫିସର ମୃତ ଘଟିଛି । ମୃତ

ପୋଡିଙ୍ଗି ଗ୍ରାମରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ, ସାଂସଦ ପ୍ରାର୍ଥୀଙ୍କୁ ଦୁର୍ବ୍ୟବହାର

ହିଞ୍ଜିଳିକାଟୁ ୧୩/୫ : ହିଞ୍ଜିଳି ନିର୍ବାଚନମଣ୍ଡଳିରେ ବିଜେଡିର ଦାଦାଗିରି । ପୋଡଙ୍ଗି ଗ୍ରାମରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ । ବିଜେପି ବିଧାୟକ ଓ ସାଂସଦ ପ୍ରାର୍ଥୀ ଅନିତା ପ୍ରିୟଦର୍ଶିନୀ ଙ୍କୁ ନିର୍ବାଚନ ପ୍ରଚାରରେ ପୋଡଙ୍ଗି ଗ୍ରାମରେ ଏକ ମଠ ନିକଟରେ ଅଶାଳୀନ ବ୍ୟବହାର ହୋଇଥିବା

ଭୋଟ ବର୍ଜନ କଲେ ଗ୍ରାମ ବାସୀ…

ଉମରକୋଟ (୧୩/୦୫/୨୦୨୪) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଖୁଡୁକ ପଂଚାୟତର ୧୧ ଟି ଗ୍ରାମ ପ୍ରଥମ ଥର ପାଇଁ ମୌଳିକ ଅଧିକାର ଭୋଟ ନ ଦେବା ପାଇଁ ବଡ଼ ନିଷ୍ପତି ନେଇଛନ୍ତି। ଖୁଡୁକ ପଞ୍ଚାଏତ ର ରେନ୍ଦୁ ଗଣ୍ଡଙ୍କୁ ନେର୍ତୃତରେ ୧୧ ଟି ଗ୍ରାମ ଯଥାକ୍ରମେ, ଓଡ଼ମାଧମକୀ, ଲାଲବଟରେଲି,

ଫୁଲବାଣୀ ଡିଏଲ୍ଏସଏ ପକ୍ଷରୁ ପାନେଲ ଲୟର ଓ ଡିଫେନ୍ସେ କାଉନସିଲଙ୍କ ତାଲିମ ଶିବିର…

ଫୁଲବାଣୀ :- ଜିଲ୍ଲା ଆଇନସେବା ପ୍ରାଧିକରଣ, ଫୁଲବାଣୀର ଅଧ୍ୟକ୍ଷ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ, ନାଲସା ନିୟମାବଳୀ ଅନୁଯାୟୀ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଫୁଲବାଣୀ ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ତା ୧୨.୦୫.୨୦୨୪ ରିଖରେ ପାନେଲ ଲୟର ଓ