Browsing Category

ଆଞ୍ଚଳିକ

ଦୁଇ ବସ ମୁହାଁମୁହିଁ ଧକ୍କା ଜଣେ ବସ ଡ୍ରାଇଭରଙ୍କ ମୃତ୍ୟୁ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାବ୍ଲକ ଅନ୍ତର୍ଗତ ଡୁଡୁ ପାଲି ଛକ ଠାରେ ଆଜି ସନ୍ଧ୍ୟା ପ୍ରାୟ ୭ଘଣ୍ଟା ସମୟରେ ଦୁଇଟି ଘରୋଇ ବସ ମୁହାଁ ମୁହିଁ ଧକ୍କା ହୋଇ ଥିବା ସୂଚନା ମିଳି ଛି | ସୂଚନା ଅନୁସାରେ ଏଥିରେ ପ୍ରାୟ ୩୦ଯାତ୍ରୀ ଆହତ ହୋଇ ଥିବା ବେଳେ ବସ ଡ୍ରାଇଭର ଙ୍କ ମୃତ୍ୟୁ

ମୋଦୀଙ୍କ ଟାର୍ଗେଟରେ ନବୀନ, କହିଲେ ମୁଖ୍ୟମନ୍ତ୍ରୀଙ୍କୁ ପଚାରନ୍ତୁ ୩୦ଟି ଜିଲ୍ଲାର ନାଁ

ସେ ଲୋକଙ୍କ ଦୁଃଖ ଜାଣିନାହାଁନ୍ତି,ସ୍ୱପ୍ନ ଜାଣିନାହାଁନ୍ତି ଫୁଲବାଣୀ : କନ୍ଧମାଳ ଷ୍ଟାଡିୟମ ଠାରେ ରେ ବିଜେଡି ସରକାରକୁ ଘେରିବା ସହ ନବୀନଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । ସିଧା ସିଧା ରାଜ୍ୟ ସରକାରକୁ ତୀର ମାରିବା ସହିତ, ଏଥର ନବୀନ ପ୍ରଚାର ଆସିଥିଲେ ତାଙ୍କୁ ଓଡ଼ିଶାର ୩୦ଟି

ଅଙ୍ଗନବାଡି କେନ୍ଦ୍ର କରିଦେବାକୁ କହି କରିଦେଲେ ଗୋଷ୍ଠୀ କେନ୍ଦ୍ର ତାହା ପୁଣି ନିମ୍ନମାନର

ଉମରକୋଟ : ୩ ଲକ୍ଷ ଟଙ୍କାର ଗୋଷ୍ଠୀ କେନ୍ଦ୍ର ତିଆରି ହେଇଛି ଅତିରୁ ଅତି ନିମ୍ନ ମାନର ଯାହାକି ନିଜ ଆଖିରେ ନ ଦେଖିଲେ ଜମା ବିଶ୍ଵାସ କରି ହେବନି ଏହିପରି ନିମ୍ନମାନର କାର୍ଯ୍ୟକୁ ବିରୋଧ କଲେ ଗ୍ରାମବାସି । ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଳାର ରାଇଘର ବ୍ଲକର ମୋହଣ୍ଡ ପଂଚାୟତ ଅନ୍ତର୍ଗତ

୧୩ ତାରିଖରେ ମତଦାନ ପାଇଁ ବୁଥ ମୁହା ବାହାରିଲେ ପୋଲିଂ କର୍ମଚାରୀ

ମାଲକାନଗିରି,୧୧।୫ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ମେ ୧୩ ତାରିଖରେ ଅନୁଷ୍ଟିତ ହେବାକୁ ଥିବା ବେଳେ ଆଜି ମାଲକାନଗିରି ଜିଲ୍ଲାର ପୁଲିଙ୍ଗ ପାର୍ଟିମାନେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଗମନ କରିଛନ୍ତି । ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଚିତ୍ରକୋଣ୍ଡା ବିଧାନସଭା

ଆମ୍ବପରବ ବେଳର ବଚସାକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ ଦାଦାକୁ ହତ୍ୟା କଲା ପୁତୁରା

ମାଲକାନଗିରି (କାଲିମେଳା) ୧୧/୦୫ : ଆମ୍ବ ପରବ ପୂଜା ଚାଲିଥିଲା, ଘରେ ଥିଲା ଉତ୍ସବର ମାହୋଲ। ଏହି ସମୟରେ ଅଚାନକ଼ ହୋଇଥିଲା ଦାଦା ପୁତୁରା ଙ୍କ ମଧ୍ୟରେ ବଚସା, ଆଉ ବଚସା ବେଳେ ଉତକ୍ଷୀପ୍ତ ହୋଇ ପୁତୁରା ତାଳ କଟା କାତିରେ ଦାଦାର ଗଳା କାଟି ଘଟାଇଥିଲା ହତ୍ୟାକାଣ୍ଡ। ଏଭଳି ଲୋମଟାଙ୍କୁରା

ନିର୍ବାଚନ ପର୍ବରେ ଅଧିକରୁ ଅଧିକ ଭୋଟର ଭାଗ ନେବା ପାଇଁ ଜିଲ୍ଲାପାଳଙ୍କ ଆହ୍ଵାନ

ମାଲକାନଗିରି : ଆସନ୍ତା ମେ ୧୩ରେ ଜିଲ୍ଲାରେ ସାଧାରଣ ନିର୍ବାଚନ ହେବ ଏବଂ ଭୋଟରମାନେ ନିଜର ମତଦାନ କରିବେ। ଅଧିକରୁ ଅଧିକ ଭୋଟର ନିର୍ବାଚନ ପର୍ବରେ ଅଂଶ ଗ୍ରହଣ କରି ନିଜର ମତଦାନ କରିବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ସଚିନ ପାୱାର ଜିଲ୍ଲାପାଳ କାର୍ଯ୍ୟାଳୟରେ ଆୟୋଜିତ

ବିଦେଶୀ ମଦ ସହ ଅଭିଯୁକ୍ତ ଗିରଫ

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ବିମ୍ବାଧର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଉପ ଅଧିକ୍ଷକ ଶ୍ରୀ ଟଙ୍କଧର ଭୋଇ ଏବଂ ମାଲକାନଗିରି ରେଞ୍ଜ ଇନ୍ସପେକ୍ଟର ଶ୍ରୀ ସନ୍ତୋଷ କୁମାର ବଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶ୍ରୀ ଅଶେଷ କୁମାର ନାୟକ

ପୂର୍ବତନ ହିଞ୍ଜିଳି ବିଧାୟକ କଂଗ୍ରେସରେ ମିଶିଲେ

ହିଞ୍ଜିଳିକାଟୁ : ହିଞ୍ଜିଳିର ପୂର୍ବତନ ବିଧାୟକ ଥିବା ହରିହର ସାହୁ ଶୁକ୍ରବାର ହିଞ୍ଜିଳିକାଟୁ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟନ ଉତ୍ସବରେ ଦଳୀୟ ଜିଲ୍ଲା ସଭାପତି ରବିନ୍ଦ୍ର ଶର୍ମାଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି । ହିଞ୍ଜିଳି ବିଧାନସଭା ଆସନ ପାଇଁ ଜଣେ ସାଧାରଣ ତଥା ସ୍ଥାନୀୟ

ଭାରତୀୟ ଜନତା ପାର୍ଟି ତରଫରୁ ବ୍ରହ୍ମପୁର ୱାର୍ଡ ନମ୍ବର ୨୬ଓ ୨୭ ମାରାଥନ ପ୍ରଚାର

ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ତରଫରୁ ବ୍ରହ୍ମପୁର ୱାର୍ଡ ନମ୍ବର ୨୬ଓ ୨୭ ମାରାଥନ ପ୍ରଚାର କରାଯାଇଛି | ଏହି ଅବସରରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ ଓ ବ୍ରହ୍ମପୁର ବିଧାୟକ ପାର୍ଥୀ କେ. ଅନିଲ କୁମାର ଯୋଗଦେଇ ଗୋସାଇଁନୂଆଗାଁ ସ୍ଥିତ ୱାର୍ଡ଼ ନଂ ୨୬ ଏବଂ

ଦଳୀୟ କାର୍ଯ୍ୟାଳୟ ଉଦଘାଟନ ପରେ କଂଗ୍ରେସର ପ୍ରଚାର ଜୋର ଧରିଲା

ଘରକୁ ଘର ବୁଲି ଭୋଟ ଭିକ୍ଷା କଲେ ରଜନୀ ଓ ଦେବକାନ୍ତହିଞ୍ଜିଳିକାଟୁ : ରାଜ୍ୟ ରାଜନୀତିରେ ହିଞ୍ଜିଳି ବିଧାନସଭା ଆସନ ସର୍ବଦା ଚର୍ଚ୍ଚାରେ ରହିଆସିଛି । କାହିଁକି ନା ଖୋଦ୍ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ଆସନରୁ ଗତ ୨୦୦୦ ମସିହାରୁ ଲଗାତାର ୫ଥର ଧରି ହିଞ୍ଜିଳି