Browsing Category

ଆଞ୍ଚଳିକ

ବି.ଆର.ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ବିଳନୀ ଅନୁଷ୍ଠିତ

ଦାରିଙ୍ଗବାଡ଼ି,୬/୨ : ଦାରିଙ୍ଗବାଡ଼ି ଵି.ଆର.ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ବିଳନୀ ଓ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ଅଧ୍ୟକ୍ଷ ଡା. ପ୍ରତାପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି

ଜାତୀୟ କୃମି ନାଶକ ଦିବସ ପାଳନ ନେଇ ଜିଲ୍ଲା ସ୍ତରୀୟ କର୍ମଶାଳା

ମାଲକାନଗିରି : ଜିଲ୍ଲା ରକ୍ତ ଭଣ୍ଡାର ସଭା ଗୃହ ଠାରେ ଜିଲ୍ଲା ସ୍ୟାସ୍ଥ୍ୟ ସମିତି ଦ୍ଵାରା ଜାତୀୟ କୃମି ନାଶକ ଦିବସ ପାଳନ ନିମନ୍ତେ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗର ସମନ୍ୱିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପାୱାର ସଚିନ ପ୍ରକାଶ

ମହୁଲିଆରେ ଅନୁଷ୍ଠିତ ହେଵ ଅଭିରାମ ପରମହଂସ ଦେଵଙ୍କ ୫୪ତମ ବାର୍ଷିକୋତ୍ସବ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ ମହୁଲିଆ ଠାରେ ଜଗତ୍ ଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଦେଵଙ୍କ ୫୪ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହେବାକୁ ଥିବାରୁ ରାଜନଗର ଅଞ୍ଚଳର ଭକ୍ତ ଗୋଷ୍ଠୀ ଓ ବିଶେଷକରି ମହୁଲିଆ ଆଞ୍ଚଳିକ ଭକ୍ତ ଗୋଷ୍ଠୀମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇ

ଚାନ୍ଦିପୁଟ କଲେଜ ରେ ବିଶ୍ବ ଓଡିଆ ଭାଷା ସମ୍ମିଳନୀ

ଆର,ଉଦୟଗିରି : ଗଜପତି ଜିଲ୍ଲା ଚାନ୍ଦିପୁଟ ଇନ୍ଦିରା ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଡ଼. ରାଧା ରମଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି

ହିଞ୍ଜିଳିକାଟୁରେ ଓଡ଼ିଆ ସାହିତ୍ୟ ଭାଷା ସମ୍ମିଳନୀ : ପଦ୍ମଶ୍ରୀ ଗୋପୀନାଥ ସ୍ବାଇଁଙ୍କୁ ସମ୍ବର୍ଦ୍ଧନା

ହିଞ୍ଜିଳିକାଟୁ, ୩।୧( ) : ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ପାଳନ ଅବସରରେ ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ଇନଡୋର ଷ୍ଟାଡିୟମ ଓ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର ଠାରେ ଓଡ଼ିଆ ସାହିତ୍ୟ ଭାଷା

ସୂଚନା ଆଇନ୍ ୨୦୦୫ ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠିତ

ଛତ୍ରପୁର : ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ସୂଚନା ଆଇନ୍ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ରାଜ୍ଯ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ

ବେଆଇନ ମାଛଧରିବା ମହଙ୍ଗା ପଡିଲା, ୨ବୋଟ ଜବତ ସହ ୧୯ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବନବିଭାଗ

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଗହିରମଥା ରେଞ୍ଜ ଅର୍ନ୍ତଗତ ଏକକୂଳା ସାମୁଦ୍ରିକ ନିଷିଧାଞ୍ଚଳରେ ଵେଆଇନ ଭାବେ ମାଛମାରୁଥିବା ଦେଖି ଵନଵିଭାଗର ପେଟ୍ରୋଲିଂ ଟିମ୍ ୨ଟି ବୋଟ ଜବତ କରିବା ସହ ୧୯ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଵନଵିଭାଗ

ଏକ ବିରଳ ବ୍ୟକ୍ତିତ୍ୱ ପ୍ରଣବ ନାୟକ :କନ୍ଧମାଳ ଜିଲ୍ଲାର ୧୫୦ ପଞ୍ଚାୟତ ବୁଲି ୧୨୦୦ ଗ୍ରାମ ୫୦ ହଜାର ଲୋକଙ୍କ ସହ…

ଫୁଲବାଣୀ :କନ୍ଧମାଳକୁ କନ୍ଧମାଳର ନେତାପରୀପ୍ରେକ୍ଷୀରେ,ଦୀର୍ଘ ବର୍ଷ ଧରି ଜିଲ୍ଲାର ୧୫୦ଟି ପଂଚାୟତରେ ବୁଲିବୁଲି ୩୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ସହ ଯୋଗା ଯୋଗ କରି ଦୁଃଖ ସୁଖରେ ସୁବିଧା ଅସୁବିଧାରେ ପାଖରେ ରହି ଆପଣାର ପରି ସାହାଯ୍ଯ ସହଯୋଗ କରିବା ସହିତ ଆଲୋଚନା ର ସାରମର୍ମ,ଗଣ ମାଧ୍ୟମ

ଆମ ଓଡିଶା ନବୀନ ଓଡିଶା ତାବରଡା ପଞ୍ଚାୟତ ସ୍ତରୀୟ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଆର,ଉଦୟଗିରି :ଆଜି ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ର ତାବରଡା ଗ୍ରାମ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମ ଆରମ୍ଭ ରୁ ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ଘରେ