Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ରାଜନଗର ବ୍ଲକ ଯୋଗାଣ ଅଧିକାରୀଣି ଓ ଡିଲରଙ୍କ ମଧୁଚନ୍ଦ୍ରିକାରେ ଗରିବ ହିତାଧିକାରୀ କ୍ଷତିଗ୍ରସ୍ତ
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଯୋଗାଣ ଅଧିକାରୀଣି ଓ ଡିଲରଙ୍କ ମଧୁଚନ୍ଦ୍ରିକାରେ ଗରିବ ହିତାଧିକାରୀଙ୍କ ୪ମାସର ରେସନ ଚାଉଳକୁ ୩ମାସର ଦେଇ ବଳକା ହଡପ କରିଥିବା ଜୁନସୁନଗର, ମଧୁପୁରୁ ଓ ବଳରାମପୁରୁ ହିତାଧିକାରୀ ଅଭିଯୋଗ କରିଛନ୍ତି । ରଙ୍ଗଣି, ପଟ୍ଟାପାରିଆ, ସମେତ ଏନେଇ ବହୁ!-->…
ଉପଭୋକ୍ତାଙ୍କ ସପକ୍ଷରେ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗଙ୍କ ରାୟ
ବ୍ରହ୍ମପୁର : ବିଦ୍ୟୁତ୍ ଭିଜିଲାନ୍ସ ବିଭାଗ ଦ୍ୱାରା ଆଦାୟ କରାଯାଇଥିବା ଦେୟକୁ ପ୍ରତିମାସ ୬% ସୁଧ ଉପଭୋକ୍ତାଙ୍କ ଭବିଷ୍ୟତ ବିଲ୍ ରେ ଆଡଜଷ୍ଟମେଣ୍ଟ କରିବା ସହ ଉପଭୋକ୍ତା କେଟୋଗୋରିକୁ ସାଧାରଣ ବର୍ଗ ରୁ ପରିବର୍ତ୍ତନ କରି ଘରୋଇ ବର୍ଗ କରିବା ପାଇଁଁ ରାୟ ଦେଲେ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗ!-->…
ଲୋକପ୍ରିୟ ଯୁବନେତା ତଥା ବିଜେପି ଗଞ୍ଜାମ ଜିଲ୍ଲାର ସାଧାରଣ ସମ୍ପାଦକ ଏନ୍.ରାଜେନ୍ଦ୍ର କୁମାରଙ୍କ ଅକାଳ ବିୟୋଗ
ବ୍ରହ୍ମପୁର, ୩/୨ : ଲୋକପ୍ରିୟ ଯୁବ ନେତା ତଥା ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲାର ସାଧାରଣ ସମ୍ପାଦକ ଏନ୍.ରାଜେନ୍ଦ୍ର କୁମାରଙ୍କ ୪୬ ବର୍ଷ ବୟସ ହୃଦଘାତରେ ଅକାଳ ବିୟୋଗ ଘୋଟିଛି । ଏହି ଦୁଃଖଦ ଖବର ସମଗ୍ର ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ସ୍ତବ୍ଧ!-->…
ଫେବ୍ରୁୟାରୀ ୭ରେ ଘୁମୁସର ଗୋପଳ ସମୂହ ଗାଈଗୋରୁ ଧରି ରାଜ ରାସ୍ତାରେ କରିବେ ଧର୍ମଘଟ
ଭଞ୍ଜନଗର : ଚାରଣ ଭୂମି , ଗୁହାଳ ବାସ -ଚାଷର ଘୋର ଅଭାବ ଓ ୨୦ଗୋଟି ଅଭିଯୋଗର ନଶୁଣିବା ପ୍ରତିବାଦରେ ଘୁମୁସରୀ ଗୋପଳ ସମିତି ତରଫରୁ ସାମ୍ବାଦିକ ସମ୍ମିଳନୀ ରଘୁନାଥ ମନ୍ଦିର କଲ୍ୟାଣ ମଣ୍ଡପଠାରେ ଆୟୋଜନ କରାଯାଇ ଆଗାମୀ ଫେବ୍ରୁୟାରୀ ୭ରେ ଘୁମୁସରୀ ଗୋପଳ ସମୂହ ଗାଈଗୋରୁ ଧରି ରାଜ ରାସ୍ତାରେ!-->…
ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ : ସାହିତ୍ୟିକ ସମାବେଶ ଓ କବିତା ପାଠୋତ୍ସବ
ହିଞ୍ଜିଳିକାଟୁ : ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ପାଳନ ଅବସରରେ ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ସାହିତ୍ୟିକ ସମାବେଶ ଓ କବିତା ପାଠୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳର ବହୁ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ୩ ଦିନ ଧରି ଏହି!-->…
ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନୀ ଅବସରରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗାନ କରାଗଲା…
ବ୍ରହ୍ମପୁର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଆଜି ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନୀ ଅବସରରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ ଘଣ୍ଟିକାରେ ବ୍ରହ୍ମପୁର ଉପଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀର୍, ଅତିରିକ୍ତ!-->…
ଦାବୀ ପୂରଣରେ ବିଳମ୍ବତାର ପ୍ରତିବାଦ : ନୂଆଁଡିହୀ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କଲା ଜିଲା କୃଷକ ସଂଘର୍ଷ…
ଦେବଗଡ଼ : ଚାଷ ହେଉଥିବା ସରକାରୀ ଜମିର ପଟ୍ଟା ପ୍ରଦାନ, ଭୂମୀହିନଙ୍କୁ ଘରଡିହ ପଟ୍ଟା ପ୍ରଦାନ, ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ, ରେଙ୍ଗାଳି ବାସଚ୍ୟୁତଙ୍କୁ ଜମି ପ୍ରଦାନ ଏବଂ ଜମିର କିସମ ପରିବର୍ତନ ଆଦି ୫ ଦଫା ଦାବୀ ପୁରଣରେ ବିଳମ୍ବତା ଦେଖାଦେଇଛି । ଏଣୁ ଏହାର!-->…
ବ୍ଲକସ୍ତରୀୟ ‘ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪’
ଦେବଗଡ଼ : ତିଲେଇବଣୀ ବ୍ଲକ କାର୍ଯ୍ୟାଳୟରେ ବ୍ଲକ ପ୍ରସାଶନ ତରଫରୁ ଶନିବାର ବ୍ଲକ ସ୍ତରୀୟ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅତିଥି ବ୍ଲକ ଅଧ୍ୟକ୍ଷା ବୃନ୍ଦାବତୀଙ ଭୋଇ ଏବଂ ଉପାଧ୍ୟକ୍ଷ - ଆରତୀ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ସୁମନ୍ତ୍ର କୁମାର!-->…
ତୋହରା ପଞ୍ଚାୟତରେ ମହାସମାରୋହରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ
ଉମରକୋଟ : ସମସ୍ତ ଅଞ୍ଚଳରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟଦେଇ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଓଡ଼ିଶା ସରକାର ସମସ୍ତ କାର୍ଯାଳୟ ମାନଙ୍କୁ ୩ରୁ ୫ତାରିଖ ପର୍ଯ୍ୟନ୍ତ ଏହି କାର୍ଯକ୍ରମ କରିବା ପାଇଁ ନିର୍ଦେଶ ଦେଇଛନ୍ତି | ସୂଚନା ପ୍ରକାରେ ଆଜିର ଏହି ପ୍ରଥମ!-->…
ମହାନ୍ ସଂଘ ମହିଳା ବିଭାଗର ବୈଠକ
ବ୍ରହ୍ମପୁର ୩/୨ : ବ୍ରହ୍ମପୁର ସହର ରେ ୩୮ ବର୍ଷ ଧରି ମହିଳାଙ୍କ ନିମନ୍ତେ କାର୍ଯ୍ୟ କରି ଆସୁଥିବା ମହାନ୍ ସଂଘ ର ମହିଳା ବିଭାଗ ର ଏକ ବୈଠକ ଅଧ୍ୟକ୍ଷା ଶ୍ରୀମତୀ ଦେବୀ ପ୍ରଭା ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସଂଘର କେନ୍ଦ୍ରୀୟ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଯୋଗଦେଇ!-->…