Browsing Category

ଆଞ୍ଚଳିକ

କଣ୍ଢଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ନୂଆ-ଓ’ ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ

ଦେବଗଡ଼,୨ା୨: ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଓ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରିପ୍ରେକ୍ଷୀରେ ବାରକୋଟ ବ୍ଲକ କଣ୍ଢଳ ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ‘ନୂଆ-ଓ’ ସାହିତ୍ୟ ପ୍ରତିଯୋଗିତା

ବାମଣ୍ଡା କଳାକାର ସଂଘ ଦେବଗଡ ର ବାର୍ଷିକ ବୈଠକ

ଦେବଗଡ : ବାମଣ୍ଡା କଳାକାର ସଂଘର ବାର୍ଷିକ ବୈଠକ କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ସଂଘର ପରାମର୍ଶଦାତା ନାଟ୍ଯ ନିର୍ଦ୍ଦେଶକ ହେମନ୍ତ କୁମାର ମହାପାତ୍ର ଓ ଅତୁଲ୍ୟ କୁମାର ପୂଜାରୀ ମଞ୍ଚାସୀନ ଥିଲେ। ନାଟ୍ଯକାର କୁମୁଦଚନ୍ଦ୍ର ଶତପଥୀ ମଞ୍ଚ

ଡ୍ରୋନ ମେଡିକାଲ ପ୍ରୋଜେକ୍ଟ ଡେମୋଷ୍ଟେଟସ ଆରମ୍ଭ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜି ଏନ ଏମ ସେଣ୍ଟର ଠାରେ ଡ୍ରୋନ ମେଡିକାଲ ପ୍ରୋଜେକ୍ଟ ଡେମୋଷ୍ଟେସନ କାଯ୍ୟ ଆରମ୍ଭ ହୋଇ ଯାଇଛି l ପ୍ରଥମଥର ପାଇଁ ଆଜି ଡ୍ରୋନ ସାହାଯ୍ୟରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଠାରୁ ଅନେକ ଅତି ଆବଶ୍ୟକୀୟ ଔଷଧ ଏବଂ ଇଞ୍ଜେକେସନ ତୁମ୍ବୁଡ଼ି ବନ୍ଧ

ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ଉପଜିଲାପାଳ

ଦାରିଙ୍ଗବାଡ଼ି,୨ା୨ : କନ୍ଧମାଳ ଜିଲା ବାଲିଗୁଡ଼ା ଉପ ଜିଲାପାଳ ଡ. ରୀନା ପ୍ରଧାନ ଶୁକ୍ରବାର ଦାରିଙ୍ଗବାଡ଼ି ଗସ୍ତ କରି ଅଚାନକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଆଲୋଚନା କରିବା ସହ ସ୍ବାସ୍ଥ୍ୟକେନ୍ଦ୍ରର ରୂପାନ୍ତର କାର୍ଯ୍ୟକୁ ବୁଲିଦେଖିଛନ୍ତି।

ଫେବୃଆରୀ ୩ ତାରିଖରୁ ତାର ୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ

ଫୁଲବାଣୀ : ଚଳିତ ବର୍ଷ ଫେବୃଆରୀ ୩ ତାରିଖରୁ ତାର ୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ । ତା.୦୩.୦୨. ୨୦୨୪ ରିଖ ପୂର୍ବାହ୍ନ ଘ.୧୧.୦୦ମି. ସମୟରେ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବେ। ଆମର ଭାଷା ଓ ସମୃଦ୍ଧ

ଦାରିଙ୍ଗବାଡ଼ି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବରେ ଉପ ବାଚସ୍ପତି

ଦାରିଙ୍ଗବାଡ଼ି,୨/୨ : ଦାରିଙ୍ଗବାଡ଼ି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମଦନମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଉପ ବାଚସ୍ପତି ସାଲୁଗା ପ୍ରଧାନ, ମୁଖ୍ୟ ବକ୍ତା ଭାବେ

ଭିତରକନିକା ଜାତୀୟ ଉଦ୍ୟାନ ପରିସରରେ ଵିଶ୍ବ ଆର୍ଦ୍ରଭୂମି ଦିବସ ପାଳିତ।

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଜାତୀୟ ଉଦ୍ୟାନ ଭିତରକନିକା ଡାଙ୍ଗମାଳ ରେଞ୍ଜରଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ଵ ଆଦ୍ରଭୂମି ଦିବସ ପାଳିତ ହୋଇଯାଇଛି । ଏସିଏଫ ଶ୍ରୀ ମାନସ କୁମାର ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ପବିତ୍ର ଆଦ୍ରଭୂମି ଦିବସ କାର୍ଯ୍ୟକ୍ରମରେ

ଭାରତୀୟ ଜନତା ପାର୍ଟି ପକ୍ଷରୁ “ବୁଥ୍ ଚାଲ ଅଭିଯାନ କର୍ମଶାଳା”…

ବ୍ରହ୍ମପୁର ୨/୨ : ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ "ବୁଥ୍ ଚାଲ ଅଭିଯାନ କର୍ମଶାଳା" ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ସଭାପତିତ୍ବରେ ଉତ୍କଳ ଆଶ୍ରମ ରୋଡ଼ ସ୍ଥିତ ଗଞ୍ଜାମ କଳା ପରିଷଦ ଠାରେ

କନ୍ଧମାଳ ସାଂସଦ ଦାରିଙ୍ଗବାଡ଼ି ବ୍ଳକ ଗସ୍ତକରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ

ଦାରିଙ୍ଗବାଡ଼ି, ୨/୨ : କନ୍ଧମାଳ ସାଂସଦ ଡା. ଅଚ୍ୟୁତ ସାମନ୍ତ ଦାରିଙ୍ଗବାଡ଼ି ବ୍ଳକ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ । ପ୍ରଥମେ ସେ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁରେ ପହଞ୍ଚି ସେଠାରେ ଶିବ ମନ୍ଦିର ରେ ପୂଜାର୍ଚ୍ଚନା କରିଥିଲେ, ଏବଂ ଅଞ୍ଚଳ ର ଲୋକଙ୍କୁ ଭେଟି

୨ ସ୍କୁଲ ବସ୍ ଧକ୍କା, ୨୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଆହତ

ହିଞ୍ଜିଳିକାଟୁ : ଶୁକ୍ରବାର ସକାଳେ ୫୯ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସୋମପୁର ଛକରେ ୨ଟି ସ୍କୁଲ ମଧ୍ୟରେ ଧକ୍କା ଘଟି ୨୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ଗୋଟିଏ ସ୍କୁଲ ବସ୍ ଚାଳକ ଓ ମାଲିକଙ୍କ ମିଳିତ ଆକ୍ରମଣରେ ଅନ୍ୟ ଏକ ସ୍କୁଲ ବସ ଚାଳକ ଗୁରୁତର ଆହତ