Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମୁଲୁକଚେରୀ-ସିର୍କାବର୍ଗ ଗ୍ରାମ୍ୟ ଉନ୍ନୟନ ରାସ୍ତା ପାଲଟିଛି ମରଣଜନ୍ତା
ଦାରିଙ୍ଗବାଡି,୧/୨, ପ୍ରତ୍ୟେକ ଦିନ ରାସ୍ତାରେ ଶହ ଶହ ଲୋକ ଯାତାୟାତ କରୁଛନ୍ତି । ହେଲେ ଯାତାୟାତ ରାସ୍ତା ଅବସ୍ଥା ନକହିବା ଭଲ । ଘାଟି ପାହାଡ଼ ଦେଇ ଯାଇଥିବା ଖାଲଖମା ରାସ୍ତା ଲୋକଙ୍କ ପାଇଁ ଏବେ ବିପଦ ସଙ୍କୁଳ ପାଲଟିଛି । ପ୍ରତ୍ୟେକ ମୁହୂର୍ତ୍ତରେ ଦୁର୍ଘଟଣାର ଭୟ ରହୁଚି। ଏଭଳି ଘଟଣା!-->…
ରାଜ୍ୟସ୍ତରୀୟ ଚଞ୍ଚଳା ଟ୍ରଫି : ପାରାଦ୍ବୀପ କ୍ରିକେଟ କ୍ଲବ ଚମ୍ପିଆନ
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବଡପଲ୍ଲି ଠାରେ ଅନୁଷ୍ଠିତ ଚଞ୍ଚଳା ମିନିଷ୍ଟାଡିୟମରେ 42ତମ ଚଞ୍ଚଳା ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରାଜ୍ୟ ସ୍ତରୀୟ ମେଗାଫାଇନାଲ ମ୍ୟାଚ ଗତକାଲି ଚଳଚିତ୍ର ତାରକା ପ୍ରିୟା ଚୌଧୁରୀଙ୍କ ଦ୍ବାରା ଉଦ୍ଜାପିତ ହୋଇ ଯାଇଅଛି। ଏହି ଟୁର୍ଣ୍ଣାମେଣ୍ଟ!-->…
ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ୍ ପ୍ରଦାନ ଶିବିର ଉଦଯାପିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଛାତ୍ରୀଙ୍କୁ ଆତ୍ମରକ୍ଷା ତାଲିମ୍ ପ୍ରଦାନ ଶିବିରର ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ.ମଧୁସୂଦନ ମହାପାତ୍ର,!-->…
ଦାଦନ ଖଟିବାକୁ ଯାଇ ନାବାଳକ ସହ ବୟସ୍କଙ୍କ ମୃତ୍ୟୁ
ଉମରକୋଟ (ସପ୍ର ): ନବରଙ୍ଗପୁର ଜ଼ିଲ୍ଲାର ଶ୍ରମ ବିଭାଗ ଦାଦନ ଶ୍ରମିକ ରଖିବାରେ ବିଫଳ l ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଗରିବ ଖଟିଖିଆ ନିଜ ରାଜ୍ୟରେ କାମ ଧନ୍ଧା ନ ପାଇଁ ନିୟନ୍ତ ହୋଇ ବାହାର ରାଜ୍ୟରେ କାମ କରିବାକୁ ଯିବା ଅଧିକାଂଶ ସମୟରେ ପରିଲୋକ୍ଷିତ। ଦାଦନ ଖଟିବାକୁ ଯାଇ ସେମାନଙ୍କର ମଡ଼!-->…
ରାଇଘର ଠାରୁ ରତନଗୁଡ଼ା ପର୍ଯନ୍ତ ମୁଖ୍ୟ ସଡ଼କ ଅବସ୍ଥା ଶୋଚନୀୟ, ପ୍ରଶାସନ ନିରବଦ୍ରଷ୍ଟା…
ଉମରକୋଟ : (ନିପ୍ର )ସୂଚନା ପ୍ରକାରେ ଦୀର୍ଘପ୍ରାୟ ୩ବର୍ଷ ହେବ ରାଇଘର ଠାରୁ ରତନଗୁଡ଼ା ପର୍ଯନ୍ତ ମୁଖ୍ୟ ସଡ଼କ ଟି ଅତି ଶୋଚନୀୟ ହୋଇ ପରିଛି | ବଡ଼ ବଡ଼ ଗାତରେ ପଥର ସହ ପଥର ଗୁଣ୍ଡ ପକାଇ ଥିଲେ, ବର୍ତ୍ତମାନ ସେଗୁରିକ ପାଉଡର ହୋଇ ଉଡ଼ୁଛି | ପଥର ଗୁଡ଼ାକ ଏପଟେ ସେପଟେ ବିଛାଡି ହୋଇପରିଛି, ଯାହା!-->…
ବ୍ରାହ୍ମଣୀ ଗାଁ ବନାଞ୍ଚଳ ଅଧିକାରୀ ଭାବେ ହରିହର ବେହେରାଙ୍କ ଦାୟିତ୍ୱ ଗ୍ରହଣ
ଦାରିଙ୍ଗବାଡି,୩୧/୧ : ବାଲିଗୁଡ଼ା ବନଖଣ୍ଡ ଅଧୀନ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ଭାବେ ହରିହର ବେହେରା ମଙ୍ଗଳବାର ଦିନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ ଅନୁଗୁଳ ଜିଲ୍ଲାର କଦଳିଗଡ଼ କେଏଲ୍ ବନାଞ୍ଚଳରେ ବନାଞ୍ଚଳ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ତତ୍କାଳୀନ!-->…
ଦକ୍ଷିଣାଞ୍ଚଳ ଆଇଜି ଭାବେ ଆଜି ଦାୟିତ୍ବ ନେଇଛନ୍ତି ବରିଷ୍ଠ ଆଇପିଏସ ଅଫିସର ଜୟନାରାୟଣ ପଙ୍କଜ
ବ୍ରହ୍ମପୁର : ଆଜି ପୂର୍ବାହ୍ନ ୧୧ଟା ସମୟରେ ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଜୟନାରାୟଣ ପଙ୍କଜ । ସେଠାରେ ପୂର୍ବତନ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇଙ୍କ ଠାରୁ ଜୟନାରାୟଣ ପଙ୍କଜ ଦକ୍ଷିଣାଞ୍ଚଳ ଆଇଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବତନ!-->…
ଗୁପ୍ତିରେ ଲୁଣା ଜଙ୍ଗଲ ନିଆଁ ସମନ୍ଧୀୟ ପ୍ରଶିକ୍ଷଣ ଓ ଜନ ସଚେତନତା ଶିବିର
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ସଦର ବନାଞ୍ଚଳର ଗୁପ୍ତି ଫରେଷ୍ଟର ଶ୍ରୀ ବିଭୁତି ଭୂଷଣ ତରାଇଙ୍କ ଆୟୋଜନ ତଥା ରେଞ୍ଜର ଶ୍ରୀ ଚିତ୍ତରଞ୍ଜନ ବେହୁରାଙ୍କ ସଂଯୋଜନାରେ ଗୁପ୍ତି ସିସିଆରସି ଗୃହରେ ଜଙ୍ଗଲ ନିଆଁ ସମନ୍ଧୀୟ ପ୍ରଶିକ୍ଷଣ ଓ ସଚେତନତା ଶିବିର ଆଜି ଅନୁଷ୍ଠିତ!-->…
ସୁନ୍ଦର ମାଧବ ବେଦ କର୍ମକାଣ୍ଡ ବିଦ୍ୟାଳୟ ପକ୍ଷରୁ ସାମୁହିକ ବ୍ରତୋପନୟନ
ହିଞ୍ଜିଳିକାଟୁ ୩୧/୧ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସୁନ୍ଦର ମାଧବ ବେଦ କର୍ମକାଣ୍ଡ ବିଦ୍ୟାଳୟ ଆନୁକୁଲ୍ୟରେ ମାଁ ଶ୍ୟାମଳାଇ ମନ୍ଦିର ପରିସରରେ ବୁଧବାର ଅନୁଷ୍ଠିତ ହୋଇଛି ବାର୍ଷିକ ଗଣ ବ୍ରତୋପନୟନ । ବିଦ୍ୟାଳୟ ପକ୍ଷରୁ ବିଗତ ତିିନି ବର୍ଷରେ ୫୦ରୁ ଉର୍ଦ୍ଧ ଜଣ ବ୍ରହ୍ମଚାରୀଙ୍କୁ!-->…
ଜନ୍ମ ସମୟରେ ଲିଙ୍ଗଗତ ବ୍ୟବଧାନ ନିମନ୍ତେ ରାଜ୍ୟସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି ମାଲକାନଗିରି ଜିଲ୍ଳା
ମାଲକାନଗିରି, ୩୧/୧/୨୪ : ରାଜ୍ୟ ଓ ଦେଶରେ ପରିଲକ୍ଷିତ ହେଉଥିବା ଶିଶୁକନ୍ୟା ସନ୍ତାନ ଜନ୍ମହାର ହ୍ରାସ ଏକ ଚିନ୍ତାର ବିଷୟ ପାଲଟିଛି,ଏଣୁ କନ୍ୟା ସନ୍ତାନ ସୁରକ୍ଷା କଥା ଲିଙ୍ଗ ନିରୂପଣ ଏବଂ ଏହି ନିୟମ ଅନ୍ତର୍ଗତ ଦଣ୍ଡ ବିଧାନ ବିଷୟରେ ଗୋଷ୍ଠୀ ସ୍ତରରେ ପ୍ରଚାର ଓ ପ୍ରସାର ମଧ୍ୟ!-->!-->!-->…