Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆସିକାରେ ବିଜୁ ବାବୁଙ୍କ ତିରୋଧାନ ଦିବସ ପୃଥକ ପୃଥକ ଭାବେ ପାଳନ କଲେ ବିଜେଡିର ଦୁଇ ଗୋଷ୍ଠି
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ଆସିକା ରେ ଉଭୟ ବିଜେଡ଼ି ଗୋଷ୍ଟି ପକ୍ଷରୁ ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳିତ ହୋଇଛି। ଆସିକା ବିଜେଡ଼ି ର ଗୋଷ୍ଟି କନ୍ଦଳ ଥମିବାର ନାଁ ଧରୁନି ଦଳ ମୁଖିଆ ପାଖରେ ଫେରାଦ ହେବା ପରେ ସମଧାନ ହୋଇଥିବା ଫୋଟ ସୋସିଆଲ!-->…
ସାଇ ପ୍ରଭୁଜୀ ଗ୍ଲୋବାଲ ସ୍କୁଲରେ ଶ୍ରୀରାମ ନବମୀ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସାଇ ପ୍ରଭୁଜୀ ଗ୍ଲୋବାଲ ସ୍କୁଲରେ ଶ୍ରୀରାମ ନବମୀ ପାଳିତ ହୋଇଯାଇଛି l ଏହି ଅବସରରେ ପ୍ରତ୍ୟୁଷ ରୁ ପ୍ରମୋଦ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଯଥା ରିତିନୀତି ଅନୁଯାୟୀ ଶ୍ରୀରାମଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ ସହ!-->…
ବାଲିଗୁଡାରେ ଶ୍ରୀରାମ ନବମୀ ମହାସମାରୋହରେ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ସହ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ଶ୍ରୀରାମ ନବମୀ ମହା ସମାରୋହରେ ପାଳିତ ହୋଇଯାଇଛି । ପବିତ୍ର ରାମ ନବମୀ ଅବସରରେ ସମଗ୍ର ଅଞ୍ଚଳ ଗୈରିକମୟ ସାଙ୍ଗକୁ ମନ୍ଦିର ପରିସର ରେ ଜୟ ଶ୍ରୀରାମ ଧ୍ୱନି ମଧ୍ୟରେ ଉତ୍ସବ ମୁଖର ହେବା ସହ ଏକ ଆଧ୍ୟାତ୍ମିକ!-->…
ପବିତ୍ର ରାମ ନବମୀ ଅବସରରେ ଶ୍ରୀରାମଙ୍କ ବିରାଟ ଶୋଭାଯାତ୍ରା
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରୁ ପ୍ରଭୁ ଶ୍ରୀରାମଙ୍କ ଫୋଟ ପ୍ରତିକୃତିକୁ ରଥ ଉପରେ ଅବସ୍ଥାପିତ କରାଇ ବିରାଟ ଶୋଭାଯାତ୍ରାରେ ଶତାଧିକ ଲୋକ ରାମ ଧ୍ୱନି ଦେଇ ହାତରେ ହନୁମାନ ଓ ରାମଙ୍କ ଚିହ୍ନ ପତାକା ଧରି ବାଜା ବଜାଇ ବାଣ ଫୁଟାଇ ମେଡିକାଲ ଛକ,କୋର୍ଟ ଛକ, ବଜାର!-->…
ମଟର ସାଇକେଲ ଦୁର୍ଘଟଣାରେ ଜଣେ ମୃତ
ଦାରିଙ୍ଗବାଡି,୧୭/୪ : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସୋନପୁର ଗ୍ରାମର ବିକ୍ରମ ଦଣ୍ଡସେନାଙ୍କ ପୁଅ ଟୁଟୁ ଦଣ୍ଡସେନା ଗତକାଲି ସନ୍ଧ୍ୟାରେ ଗ୍ରାମ ନିକଟରେ ଥିବା ଗାହକିଆ ଗ୍ରାମକୁ ବ୍ୟକ୍ତିଗତ କାମରେ ଯାଉଥିଲେ। ହେଲେ ଦବେଡି ଗ୍ରାମ ନିକଟ ଗୁଡ୍ରିପଡ଼ି ଶଙ୍ଖ ବୁଲାଣିରେ ଭାରସାମ୍ୟ ହରାଇ!-->…
ଦାରିଙ୍ଗବାଡିରେ ଧୁମ୍ଧାମରେ ଶ୍ରୀରାମ ନବମୀ ପାଳନ
ଦାରିଙ୍ଗବାଡି,୧୭/୪ : ଦାରିଙ୍ଗବାଡିରେ ଧୁମ୍ଧାମରେ ଶ୍ରୀରାମ ନବମୀ ପାଳନ କରାଯାଇଛି। ଏହି ଅବସରରେ ଶିଵ ମନ୍ଦିର ପରିସରରେ ଏକତ୍ରିତ ହୋଇ ସାମୁହିକ ହନୁମାନ ଚାଳିଶା ପାଠ କରାଯିବା ସହ ସେଠାରୁ ମଟର ସାଇକେଲ ଶୋଭାଯାତ୍ରା ବାହାରିଥିଲା। ଶତାଧିକ ଶ୍ରୀରାମଭକ୍ତ ଦାରିଙ୍ଗବାଡି ସମେତ ସିମନବାଡି ଓ!-->…
ବାଲି ଘାଟ ମାଲିକଙ୍କୁ ବଟି ମାଗିବା ଓ କର୍ମଚାରୀଙ୍କୁ ମାଡ଼ ଘଟଣାରେ ଦଶ ଗିରଫ…
ଗିରଫ ବ୍ୟକ୍ତି ଙ୍କୁ ଛାଡ଼ିବା କୁ ଦାବୀ କରି ଥାନା ଘେରାଉ ପୋଲିସ ସହ ଧସ୍ତା ଧସ୍ତି….!
ଵ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ପାକିଡି ବାଲି ଘାଟ ରେ ପଶି କର୍ମଚାରୀ ଙ୍କୁ ମାଡ଼ ମାରିବା ଓ ଗୁତାଦାର କୁ ବଟି ମାଗିବା ନେଇ ଆସିକା ଥାନା ରେ ମଙ୍ଗଳବାର ଦିନ ଅଭିଯୋଗ ହୋଇଥିଲା। ପୋଲିସ ଏନେଇ!-->!-->!-->…
ବିଚାରାଧୀନ କଏଦୀର ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ
ଫୁଲବାଣୀ, ୧୭।୪ :ଫୁଲବାଣୀ ମଣ୍ଡଳ କାରାଗାରରେ ବିଚାରାଧୀନ ଥିବା ଜଣେ କଏଦୀର ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ମୃତ୍ୟୁ ଘଟିଛି । ଏ ନେଇ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ଉତ୍ତେଜନା ଦେଖାଦେବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେଲ କର୍ତ୍ତୃପକ୍ଷ ମାଡ ମାରିବା ଯୋଗୁଁ ତାଙ୍କର!-->…
ଶ୍ରୀରାମ ନବମୀରେ ବିଶାଳ ମୋଟରସାଇକେଲ୍ ଶୋଭାଯାତ୍ରା
ବ୍ରହ୍ମପୁର, ୧୭/୪ : ପବିତ୍ର ଶ୍ରୀରାମ ନବମୀ ଅବସରରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଧାନସଭା ପ୍ରାର୍ଥୀ କେ.ଅନିଲ କୁମାରଙ୍କ ନେତୃତ୍ବରେ ଏକ ବିଶାଳ ମୋଟରସାଇକେଲ୍ ଶୋଭାଯାତ୍ରା ବ୍ରହ୍ମପୁର ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ହଜାରରୁ!-->…
ବିଜୁ ପଟ୍ଟନାୟକଙ୍କ ୨୭ତମ ତିରୋଧାନ ଦିବସ ପାଳିତ
ଫୁଲବାଣୀ : ଓଡ଼ିଶାର ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ବ ବିଜୁ ପଟ୍ଟନାୟକ ହେଉଛନ୍ତି ଅନ୍ୟତମ। ଓଡ଼ିଶାର ସମଗ୍ର ଯୁବ ପିଢ଼ି ତାଙ୍କ ଆଦର୍ଶ ଦ୍ଵାରା ଆକର୍ଷିତ । ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟରେ ପରିଣତ କରିବା ଏବଂ ଓଡ଼ି ଶା ରେ କଳକାରଖାନା ସ୍ଥାପିତ କରି ଯୁବ ପିଢିଙ୍କୁ ସେଥିରେ ନିଯୁକ୍ତି!-->…