Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
୧୦ଲକ୍ଷରୁ ଉର୍ଦ୍ଧ୍ବଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ଜଣେ ଗିରଫ
ମାଲକାନଗିରି : ଆଜି ଜିଲ୍ଲା ଅବକାରୀ ଅଧିକ୍ଷକ ମାଲକାନଗିରି ଶ୍ରୀ ବିମ୍ବାଧର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ମାଥିଲି ଅବକାରୀ ଷ୍ଟେସନର ଓଆଇସି ଶ୍ରୀ ପ୍ରଭାକର ସେଠୀ ସକାଳ ସମୟରେ ଗୋବିନ୍ଦପାଲି ହାଟପଦା ସାହି ଛକ ରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ବୋଲେରୋ ଗାଡିରୁ ୧୦୮କିଲୋଗ୍ରାମ ର!-->!-->!-->…
ବର୍ଦ୍ଧିତ ଘର ଟିକସ, ମେଡିକାଲରେ ପାର୍କିଂ ଫି ପ୍ରତ୍ୟାହାର ସହ ଅନୁପସ୍ଥିତ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ…
ବ୍ରହ୍ମପୁର : ଏମକେସିଜି ମେଡିକାଲ ପରିସରରେ ବେନିୟମ ଭାବେ ଆଦାୟ ହେଉଥିବା ପାର୍କିଂ ଫି ବନ୍ଦ, କଟକ, ଭୁବନେଶ୍ୱରରେ ଘର ଟିକସ ବୃଦ୍ଧିକୁ ପ୍ରତ୍ୟାହାର କରିବା ଭଳି ବ୍ରହ୍ମପୁରରେ ମଧ୍ୟ ବର୍ଦ୍ଧିତ ଟିକସ ସଂଗ୍ରହ ବନ୍ଦ, ଏମକେସିଜି ମେଡିକାଲ ବହିର୍ବିଭାଗରେ ରୋଗୀ ଦେଖା ସମୟରେ ଅନୁପସ୍ଥିତ!-->…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ଫୁଲବାଣୀ : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ବୁଡ଼ାମାହା ନିକଟରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ତିନିଜଣଙ୍କର ପ୍ରାଣହାନି ଘଟିଛି। ପ୍ରାପ୍ତ ସୂଚନା ମୁତାବକ ମୃତ ଯୁବକମାନେ ହେଲେ ରାଇକିଆର ବସନ୍ତ ପଣ୍ଡା ଓ ବେରେଡ଼ାକିଆର ବ୍ରହ୍ମାନନ୍ଦ!-->…
ଜନନୀ ଯନ୍ତ୍ରଣାର କରୁଣ ରୂପ, ପୁଣି ଭାରରେ ବୁହା ହେଲେ ଗର୍ଭବତୀ
ମାଲକାନଗିରି (ଚିତ୍ରୋକୋଣ୍ଡା) : ସ୍ବାଧୀନତା ଦୀର୍ଘ ଦଶନ୍ଧି ପରେ ମଧ୍ୟ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଘଟଣା ଅନୁସାରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଧୁଲିପୁଟ ପଞ୍ଚାୟତରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ।
ପୁଣି ଥରେ ଭାରରେ ବୁହାହେଲେ!-->!-->!-->…
୩୫ ତମ ବାର୍ଷିକ ତେର ଦଣ୍ଡର ମହାମିଳନ ସମାରୋହ ଉଦଯାପିତ : ହଜାର ହଜାର ଭକ୍ତଙ୍କ ସମାଗମ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ବର୍ଷ ପୂର୍ତ୍ତି ଅବସରରେ ୩୫ ତମ ବାର୍ଷିକ ତେର ଦଣ୍ଡର ମହାମିଳନ ସମାରୋହ ବିପୁଳ ଉତ୍ସାହ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି l!-->…
ଦିବାରାତ୍ର ଜଳୁଛି ଜଙ୍ଗଲ, ଗଭୀର ନିଦ୍ରାରେ ବନ ବିଭାଗ କର୍ମଚାରୀ…
ଉମରକୋଟ (ସପ୍ର) : ଦିନକୁ ଦିନ ଅତ୍ୟଧିକ ତାପମାତ୍ରା ବୃଦ୍ଧି ପାଇବାରେ ଲାଗୁଛି। ଏହି ଅତ୍ୟଧିକ ତାପ ମାତ୍ରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି, ଯାହା ନ କହିଲେ ସରେ। ଏମିତି ଅବସ୍ଥାରେ ରାଇଘର ଉମରକୋଟ ଯିବା ରାସ୍ତାର ଦୁଇ ପାର୍ଶରେ ଥିବା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଦିବା ରାତ୍ର ଜଳୁଛି!-->…
ମହାନ୍ ସଂଘ ପକ୍ଷରୁ ଗଞ୍ଜାମ ବାର ଏସୋସିଏନ ସଭାପତି ଶ୍ରୀ ନୟନ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା
ବ୍ରହ୍ମପୁର : ପ୍ରବଳ ଖରାକୁ ଆଖି ଆଗରେ ରଖି ପ୍ରତ୍ୟେକ ଘରର ଛାତ ଉପରେ ପକ୍ଷୀଙ୍କ ନିମନ୍ତେ ଓ ଘର ସମ୍ମୁଖ ରେ ବୁଲାପଶୁ ଙ୍କ ନିମନ୍ତେ ପାଣି ବ୍ୟବସ୍ଥା କରିବା ସହ ବିଭିନ୍ନ ଜାଗାରେ ଜଳ ଛତ୍ର ଖୋଲିବା ଲାଗି ଆଜି ସ୍ଥାନୀୟ ଗାୟତ୍ରୀ ହୋଟେଲ ସମ୍ମିଳନୀ ପ୍ରକୋଷ୍ଠରେ ମହାନ୍ ସଂଘ ପକ୍ଷରୁ!-->…
ଅନ୍ତରଙ୍ଗ ଦ୍ଵାରା ମୋ ସ୍ବାସ୍ଥ୍ୟ ମୋ ଅଧିକାର ପାଇଁ ବିଶ୍ୱସ୍ୱାସ୍ଥ୍ୟ ଦିବସ ପାଳିତ
ଫୁଲବାଣୀ : ମଣିଷ ଜୀବନରେ ସୁସ୍ଥ ମାନସିକତା ଓ ଶାରୀରିକ ସ୍ୱାସ୍ଥ୍ୟର ଆବଶ୍ୟକତା ରହିଛି। ପ୍ରତ୍ୟେକ ଜୀବନରେ ସୁସ୍ଥତା ଅନୁଭବ କଲେ କାର୍ଯ୍ୟରେ ପରିବର୍ତ୍ତନ ଘଟାଇବା ସମ୍ଭବପର ହୋଇଥାଏ। ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେଇଥାନ୍ତି।!-->…
ଆଧ୍ୟାତ୍ମିକ ପରିବେଶରେ ପୂର୍ଣ୍ଣବ୍ରହ୍ମ ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଙ୍କ ଜନ୍ମ ଜୟନ୍ତୀ ପାଳନ
ଉମରକୋଟ : ଆଜି ନବରଙ୍ଗପୁର ଜିଲ୍ଲା ଅନ୍ତର ଗତ ଉମରକୋଟ, ଡ଼ିଏନକେ ଶ୍ରୀ ଶ୍ରୀ ହରିଚାନ୍ଦ ମନ୍ଦିର ପ୍ରାଙ୍ଗଣରେ ପୂର୍ଣ୍ଣବ୍ରହ୍ମ ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଙ୍କ ୨୧୩ ତମ ଜନ୍ମ ମହୋତ୍ସବ ଓ ମହା ବାରୁଣୀ ଆରମ୍ବର ସହିତ ପାଳନ କରାଯାଇ ଅଛି | ଏହି ଉତ୍ସବରେ ସୁଦୂର ପାଖାନଜୋର, ମାଲକାନଗିରି,!-->…
ବ୍ରହ୍ମପୁରରେ “ଆପ୍”ର ସାମୁହିକ ଉପବାସ…
ବ୍ରହ୍ମପୁର : ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ନିର୍ବାଚନୀ ଚାନ୍ଦା ଆଦାୟ କରି ED, CBI ଦ୍ୱାରା ଅରବିନ୍ଦ କେଜ୍ରିୱାଲ ତଥା ଅନ୍ୟ ବିରୋଧୀଦଳ ନେତାଙ୍କୁ ଗିରଫ କରି INDIA ମେଣ୍ଟର ଏକତାକୁ ଭାଙ୍ଗିବାକୁ ଅପଚେଷ୍ଟା କରୁଥିବା ନରେନ୍ଦ୍ର ମୋଦୀ ସରକାର ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିବାଦ ଚାଲିଛି!-->!-->!-->…