Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଭାଗବତ ସପ୍ତାହ, ଭକ୍ତି ଜ୍ଞାନଯଜ୍ଞ ଉଦଯାପିତ…
ହିଞ୍ଜିଳିକାଟୁ ୨୩/୧ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ମନ୍ଦିର ଆଗରେ ହିଞ୍ଜିଳିକାଟୁ ଭଗଵତ କଥା ଵିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସପ୍ତାହ ବ୍ୟାପୀ ଭକ୍ତି, ଜ୍ଞାନ ଯଜ୍ଞ ଉଦଯାପିତ ହୋଇଯାଇଛି । ଭଗବତ କଥା ଵିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ଦୀର୍ଘ ୨୫ ବର୍ଷ!-->…
ଋଣ ଟଙ୍କା ଆଦାୟ କରିବାକୁ ଯାଇ ଫାଇନାନ୍ସ କର୍ମଚାରୀ ଆକ୍ରମଣର ଶୀକାର…
କୋଡି ମାଡରେ ୨ ଫାଇନାନ୍ସ କର୍ମଚାରୀ ଗୁରୁତର, ଥାନାରେ ୨ ମାମଲା ରୁଜୁ, ଆକ୍ରମଣକାରୀ ଗିରଫହିଞ୍ଜିଳିକାଟୁ (୨୩ା୧) : ଋଣ ଟଙ୍କା ଆଦାୟ କରିବାକୁ ଯାଇ ଏକ ଘରୋଇ ଫାଇନାନ୍ସ କମ୍ପାନୀର ୨ଜଣ କର୍ମଚାରୀ ଆକ୍ରମଣର ଶୀକାର ହୋଇଛନ୍ତି । ଋଣ ନେଇଥିବା ମହିଳାଙ୍କ ସ୍ୱାମୀ ଫାଇନାନ୍ସ କମ୍ପାନୀର ୨!-->…
ମହାନ୍ ସଂଘ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ
ବ୍ରହ୍ମପୁର : ନେତାଜୀ ସୁଭାଷ ବୋଷ ଙ୍କ ପରି ସୁପୁତ୍ର ପାଇ ଭାରତ ମାଟି ଧନ୍ୟ ହୋଇଛି।ବୀର ସ୍ଵାଧୀନ ସଂଗ୍ରାମୀ ଙ୍କ ଜନ୍ମ ଜୟନ୍ତୀ ଅବସରରେ ମହାନ ସଂଘ ଓ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ପକ୍ଷ ରୁ ସକାଳେ ନେତାଜୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସଂଘର!-->…
ନବୀନ ଓଡ଼ିଶା ଅଧ୍ୟକ୍ଷ ପାଣ୍ଡିଆନଙ୍କ ଗଜପତି ଜିଲ୍ଲା ଗସ୍ତ, ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ଅର୍ଥ ବରାଦ ନିମନ୍ତେ କଲେ…
ଆର,ଉଦୟଗିରି : ଗଜପତି ଜିଲ୍ଲା ଗସ୍ତ କରିଛନ୍ତି ମୋ ଓଡିଶା ନବୀନ ଓଡ଼ିଶା ତଥା ୫- ଟି ଅଧ୍ୟକ୍ଷ ଭି. କାର୍ତ୍ତିକେୟ ପାଣ୍ଡିଆନ। ଦିନିକିଆ ଗସ୍ତରେ ଆସି ଗଜପତି ଷ୍ଟାଡିୟମ ଠାରେ ନୂଆ- ଓ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ କଲେଜ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇ ସଠିକ୍ ମାର୍ଗରେ ଶିକ୍ଷ୍ୟା!-->…
ବାଲିଗୁଡାରେ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ…
ବାଲିଗୁଡା : ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶଭକ୍ତ, ମୁକ୍ତି ସଂଗ୍ରାମର ଅବିସ୍ମରଣୀୟ ଯୋଦ୍ଧା ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉତ୍ସବ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ସ୍ଥାନୀୟ!-->…
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିବସ ପାଳନ ସହ ପ୍ରତିମୂର୍ତ୍ତି ପ୍ରତିଷ୍ଠା…
ଉମରକୋଟ : ମହାନ ଦେଶ ପ୍ରେମିକ ସୁଭାଷ ଚନ୍ଦ୍ର ବୋଷ ସ୍ୱାଧୀନ ଭାରତ ବର୍ଷ ଗରିବାରେ ମହାନାୟକ, ସ୍ୱାଧୀନତା ଆନ୍ଦୋଳନ ତାଙ୍କର ଅକୃତିମ ଆନ୍ଦୋଳନ | ସୂଚନା ପ୍ରକାରେ ଆଜି ନିଖିଳ ଭାରତ ବାଙ୍ଗାଳି ସମନ୍ୱୟ ସମିତି ତରଫରୁ ଉମରକୋଟ, ରାଇଘର ଅଞ୍ଚଳର ସମସ୍ତ ଜ୍ଞାନୀଗୁଣି ବୁଦ୍ଧିଜୀବୀ, ସମାଜ ସେବି!-->…
ଆନ୍ଧ୍ରପ୍ରଦେଶରେ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସମ୍ବର୍ଦ୍ଧିତ
ବ୍ରହ୍ମପୁର, (୨୩/୦୧) : କଳା ଓ କଳାକାର ହିତୈଷୀ ମହାମଞ୍ଚ 'ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ' ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ 'ଆନ୍ଧ୍ରପ୍ରଦେଶ ଓଡ଼ିଆ କଳାକାର ମହାସଂଘ' ତରଫରୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ଅନ୍ତର୍ଗତ ବୁଡାରସିଂ ଗ୍ରାମସ୍ଥ ଶ୍ରୀରାମ ମନ୍ଦିର!-->…
ବ୍ରାହ୍ମଣୀଗାଁ ଉତ୍ସଵ ମୁଖର , ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ମହୋତ୍ସବକୁ ଭବ୍ୟ ସ୍ଵାଗତ
ଦାରିଙ୍ଗବାଡି,୨୨/୧ : ଅଯୋଧ୍ୟାରେ ନିର୍ମିତ ହୋଇଥିବା ରାମମନ୍ଦିରର ପ୍ରାଣପ୍ରତିଷ୍ଠା ପାଇଁ ଦେଶ ବ୍ୟାପି ଧୁମ୍ ଧାମରେ ପାଳନ କରାଯାଉଛି । ଏହି ଅବସର ରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ର ହିନ୍ଦୁସମାଜ ପକ୍ଷରୁ ଏହି ମହୋତ୍ସବ କୁ ଧୁମ୍ ଧାମରେ ପାଳନ!-->!-->!-->…
ଜୟ ଶ୍ରୀ ରାମ ନାରାରେ ପ୍ରକମ୍ପିତ ହେଲା ମାଲକାନଗିରି ସହର…
ମାଲକାନଗିରି : ଅଯୋଧ୍ୟାରେ ପ୍ରଭୁ ରାମ ଲାଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ଚଳ ଚଞ୍ଚଳ ଓ ରାମମୟ ହୋଇ ଯାଇଛି ପୁରା ଦେଶ । ବିଭିନ୍ନ ସ୍ଥାନରେ ଲୋକେ ଜୟ ଶ୍ରୀରାମ ନାରା ଦେଇ ବିଭିନ୍ନ କାର୍ଯ୍ୟକ୍ରମ ଓ ପୂଜାର୍ଚ୍ଚନା କରୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ରାମ ଭକ୍ତଙ୍କ ମଧ୍ୟରେ!-->…
କଳଙ୍କବିହୀନ ଅଂଶୁମାନଙ୍କ ଚରିତ୍ର ସମ୍ପର୍କରେ ସୋସିଆଲ ମିଡିଆରେ ମିଛ ଟିପ୍ପଣୀ ଦେଵାରୁ ବିଧାୟକଙ୍କ କୁଶପୁତ୍ତଳିକା ଦାହ
ରାଜନଗର : ଆସନ୍ତା ନିର୍ଵାଚନ ଯେତେ ପାଖେଇ ଆସୁଛି ସ୍ବର୍ଗତ ନଳିନୀ ମହାନ୍ତିଙ୍କର ଲୋକ ସମ୍ପର୍କ ଉନ୍ନୟନ କାର୍ଯ୍ୟ ତଥା ଅଭୁଲା ସ୍ମୃତି ପାଇଁ ତାଙ୍କର ପୁତ୍ର ପ୍ରାକ୍ତନ ଵିଧାୟକ ଶ୍ରୀଯୁକ୍ତ ଅଂଶୁମାନ ମହାନ୍ତିଙ୍କ ପ୍ରତି ଲୋକମାନଙ୍କର ସ୍ନେହ ଶ୍ରଦ୍ଧା ସମର୍ଥନ ଵଢୁଥିବା ବେଳେ ଉପର ନେତାଙ୍କ!-->…