Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସଡ଼କ ଦୁର୍ଘଟଣା ରେ ବୃଦ୍ଧାଙ୍କ ମୃତ୍ୟୁ…
ଉମେରକୋଟ : ନବରଙ୍ଗପୁର ଜିଲ୍ଲା, ଉମରକୋଟ ବ୍ଲକ ଅନ୍ତର୍ଗତ ସାନଭରଣ୍ଡି ଦେଇ ଯାଇ ଥିବା ଜାତୀୟ ରାଜ ପଥ ନିକଟରେ ଆଜି ସକାଳେ ଆନୁମାନିକ ୭ ଟା ସମୟରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଦେଖିବାକୁ ମିଳିଛି। ଏଥିରେ ସାନଭରଣ୍ଡୀ ଗ୍ରାମର ଏକ ବୃଦ୍ଧା ଗୋରୀ ମାଝି, ସ୍ୱାମୀ ଚମରା ମାଝୀ, ଆନୁମାନିକ ବୟସ!-->…
ବିଶ୍ଵ ନାଟ୍ୟ ଦିବସରେଅମିୟ ମହାନ୍ତି ସମ୍ବର୍ଦ୍ଧିତ…
ଫୁଲବାଣୀ : କନ୍ଧମାଳର ଅନ୍ୟତମ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ, ଫୁଲବାଣୀ ତରଫରୁ "ବିଶ୍ୱ ନାଟ୍ୟ ଦିବସ" ଅବସରରେ ବିଶିଷ୍ଟ ମଞ୍ଚ ଅଭିନେତା ତଥା ନାଟ୍ଯ ନିର୍ଦ୍ଦେଶକ ଶ୍ରୀ ଅମୀୟ କୁମାର ମହାନ୍ତିଙ୍କୁ "ଏମ୍ କେ ଏସ୍ ପି ନାଟ୍ୟ ସମ୍ମାନ" ପ୍ରଦାନ!-->!-->!-->…
ଡାଟା ପ୍ୟାକରେ ହେଉଛି ଲୋକଙ୍କୁ ଠକେଇ …?
କିଛି ସମୟ ନେଟ ବ୍ୟବହାର ପରେ ନେଟୱାର୍କ ଫେଲ ସହ ଡାଟା ଖୋଲୁନି………ବ୍ରହ୍ମପୁର : ଗତ କିଛି ମାସ ହେଲା ବିଭିନ୍ନ କମ୍ପାନୀ ମୋବାଇଲ ଡାଟା ରେ ଦର ବୃଦ୍ଧି କରିଛନ୍ତି। ଏବେ କିଛି ଦିନ ହେଲା ସ୍ୱଳ୍ପ ସମୟ ଡାଟା ବ୍ୟବହାର କରିଲେ ବି ଆପଣଙ୍କ ଡାଟା ପ୍ୟାକ ୫୦ ପ୍ରତିଶତ ସରିଗଲା ବୋଲି ମେସେଜ!-->!-->!-->…
ଟିପିଏସ୍ଓଡିଏଲ୍ର ଅତ୍ୟାଧୁନିକ ଟେକ୍ନୋଲୋଜି ଲ୍ୟାବ୍ ଉଦଘାଟିତ
ନବଉନ୍ମେଷ କ୍ଷେତ୍ରରେ ଏକ ନୂତନ ଯୁଗର ସ୍ୱାକ୍ଷର: ଟିପିଏସ୍ଓଡିଏଲ୍ର ଆମ୍ବଗଡ଼ ଲ୍ୟାବ୍ ଉନ୍ନତ ଗବେଷଣା ପାଇଁ ପଥ ଉନ୍ମୋଚନ କରିଛି
ବ୍ରହ୍ମପୁର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପିଏସ୍ଓଡିଏଲ୍(ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ୍) ବ୍ରହ୍ମପୁର ନିକଟସ୍ଥ!-->!-->!-->…
ଛତ୍ରପୁର ବିଧାନସଭା ପାଇଁ ପୁଣି ସୁବାସ ଚନ୍ଦ୍ର ବେହେରାଙ୍କୁ ଟିକେଟ
ଛତ୍ରପୁର : ରାଜ୍ୟର ବିଭିନ୍ନ ବିଧାନସଭା ମଣ୍ଡଳୀର ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଭିନ୍ନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛତ୍ରପୁର ବିଧାନସଭା ମଣ୍ଡଳୀର ଆସନ ପାଇଁ ପୁଣି ଥରେ ସୁବାସ ଚନ୍ଦ୍ର!-->!-->!-->…
ସୁବିଧା ଆପ୍ ବ୍ୟବହାର ପାଇଁ ତାଲିମ
ମାଲକାନଗିରି : ଚଳିତ ସାଧାରଣ ନିର୍ବାଚନରେ ସୁବିଧା ଆପର ବ୍ୟବହାର କରାଯାଉଛି। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ନୋଡାଲ ଅଧିକାରୀଙ୍କୁ ଏହି ଆପ୍ ଏବଂ ଏନକୋର ପେରିମିଶନ ମଡ୍ୟୁଲ ବ୍ୟବହାର ନିମନ୍ତେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସଚିନ୍!-->…
ଫୁଲବାଣୀ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟନ ଓ ନୂତନ ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧନା : ଶତାଧିକ କର୍ମୀ ଦଳରେ ସାମିଲ
ଫୁଲବାଣୀ - କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଶିଶୁ ଅଦାଲତ ପଛ ପଟେ ନୂତନ ଭାବେ ନିର୍ମିତ ହୋଇଥିବା ଫୁଲବାଣୀ କଂଗ୍ରେସ କାର୍ଯ୍ୟାଳୟ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଦ୍ଵାରା ଭର୍ଚୁଆଲ ମୋଡରେ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଜିଲ୍ଲା କଂଗ୍ରେସ ର ନୁତନ ସଭାପତି!-->…
ସବୁଦଳ ସବୁଧର୍ମ ମିଶି ପାଳିଲେ ହୋଲି ପର୍ବ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଶାନ୍ତି ଶୃଙ୍ଖଳାର ସହିତ ସବୁଦଳ ସବୁ ଧର୍ମ ମିଶି ହୋଲି ପର୍ବ ପାଳିତ ହୋଇଥବା ଦେଖିବାକୁ ମିଳିଥିଲା l କନ୍ଧମାଳ ଜିଲ୍ଲାର ଆରଖୀ ଅଧୀକ୍ଷକ ତାଙ୍କ ପରିବାର ସମେତ ରଙ୍ଗର ପର୍ବ ହୋଲିକୁ ସହକର୍ମୀ ମାନଙ୍କ ସହ ବହୁ ଆନନ୍ଦରେ ପାଳନ କରିଥିବା ଦେଖିବାକୁ!-->…
ଚିକିଟୀ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ବିଚାର ସମାଧାନ ବୈଠକ
ଚିକିଟୀ : ରବିବାର ଚାନ୍ଦପୁର ଗ୍ରାମର ସମାଜ କୋଠା ଘର ଠାରେ ହଳଦିଆ ତୈଳକ ବୈଶ୍ୟ ସମାଜର ଏକ ବିଚାର ସମାଧାନ ବୈଠକ ଅନୁଷ୍ଠିତ ହୋଇଥିଲା। ସମାଜର କେନ୍ଦ୍ରୀୟ ସଭାପତି ଶ୍ରୀ ଦଣ୍ଡସି ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାକୁ କେନ୍ଦ୍ରୀୟ ସଭାପତି ଶ୍ରୀ ସାହୁ ପ୍ରଦ୍ବୀପ!-->…
ଏଚପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ମୁମ୍ବାଇ କଲ୍ୟାଣକୁ ହରାଇ ବ୍ରହ୍ମପୁର ଚମ୍ପିୟାନ
ହିଞ୍ଜିଳିକାଟୁ, ୨୫।୩ : ମଣ୍ଣିଂ କ୍ରିକେଟ କ୍ଲବ ହିଞ୍ଜିଳିକାଟୁ ପକ୍ଷରୁ ୬ଷ୍ଠ ରାତ୍ରୀକାଳୀନ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ କଲ୍ୟାଣର ଋତୁଭି କି ଫେରାରି ଟିମ୍ କୁ ରୟାଲ ଷ୍ଟ୍ରାଇକର ବ୍ରହ୍ମପୁର ଫାଇନାଲ ମ୍ୟାଚରେ ୩୨ରନରେ ହରାଇ ଚମ୍ପିୟାନ ହୋଇଛି। ରବିବାର ରାତିରେ!-->…