Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଦୁଇ ଦିନିଆ ବିଶ୍ୱ ଶାନ୍ତି ମହାଯଜ୍ଞ ଉଦଯାପିତ
ଫୁଲବାଣୀ : କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ବ୍ଲକ ଆର ନୂଆଗାଁ ଗ୍ରାମ ପଂଚାୟତ ଖଲିବେରଣା ମହିମା ମଠରେ ବସନ୍ତ ପୁର୍ଣିମା ଅବସରରେ ବିଶ୍ୱ ଶାନ୍ତି ମହାଯଜ୍ଞ ଦୁଇ ଦିନ ଧରି ଚାଲିଥିଲା ଆଜି ତାହା ଉଦଯାପିତ ହୋଇଯାଇଛି l l ଗତକାଲି ସନ୍ଧ୍ୟାରେ ସାଧୁ ଓ ଭକ୍ତ ମାନଙ୍କ ଦ୍ୱାରା ଧ୍ୱନି ଆରମ୍ଭ କରାଯାଇ!-->…
ହିଞ୍ଜିଳିରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡକାଳୀ ଯାତ୍ରା
ହିଞ୍ଜିଳିକାଟୁ :୨୫/୦୩ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ୨୧ ଦିନିଆ ଦଣ୍ଡଯାତ୍ରା ରୀତିନୀତି ଅନୁସାରେ ସୋମବାର ଆରମ୍ଭ ହୋଇଯାଇଛି ।ସେହିପରି ଭାବେ ହିଞ୍ଜିଳି ଅଞ୍ଚଳର ଥିବା ଦୁଇ ପୁଞ୍ଜା ତଥା ବଡ଼ ପୁଞ୍ଜା ଓ ସାନ ପୁଞ୍ଜା ମଧ୍ୟ ଆଜି ୨୧ ଦିନିଆ ଦଣ୍ଡକାଳୀ ଯାତ୍ରା ଆରମ୍ଭ ହୋଇଛି । ସକାଳ ସମୟରେ!-->…
ପୂଜ୍ୟ ପୂଜା ସମିତି ସଭାପତି ବଂଶୀଧର ଭୂୟାଁଙ୍କ ସ୍ମୃତିରେ ଶୋକସଭା
ବ୍ରହ୍ମପୁର : ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତିର ସଭାପତି ବଂଶୀଧର ଭୂୟାଁଙ୍କ ଗତ ୨୨ତାରିଖରେ ଆକସ୍ମିକ ବିୟୋଗରେ ସହରର ବିଭିନ୍ନ ଅନୁଷ୍ଠାନ ଦୁଃଖ ପ୍ରକାଶ କରିଛନ୍ତି l ଆଜି ପୂଜ୍ୟ ପୂଜା ସମିତି ପକ୍ଷରୁ ତାଙ୍କ ଅବର୍ତ୍ତମାନରେ ସ୍ବର୍ଗତ ଭୂୟାଁଙ୍କ ଉଧେଶ୍ୟରେ ଏକ!-->…
ଗଜାନନ ତ୍ରିପାଠୀ ଙ୍କୁ ମିଳିଲା ସମ୍ମାନ ଜନକ ଡ଼କ୍ଟରେଟ୍ ଉପାଧି !
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଜଣେ ଜଣାଶୁଣା ଅବା ଏକାଧାରରେ ଲେଖକ କବି, ସାମ୍ବାଦିକ ତଥା ପରିବେଶବିତ୍ ପ୍ରକୃତିମଣିଷ, ଆଇନଜୀବୀ ଏବଂ ସମାଜସେବୀ, ପ୍ରାକୃତିକ ଚିକିତ୍ସା ସହାୟକ କବିରାଜ ବୈଦ୍ୟଶ୍ରୀ ଗଜାନନ ତ୍ରିପାଠୀ ଙ୍କୁ ସମ୍ମାନ ଜନକ ଡ଼କ୍ଟରେଟ୍ ଉପାଧି ଲାଭ ହୋଇଛି ।ଯାହାକି, ଭାରତ!-->…
ପିପିଟି ୪ର୍ଥ ବାର୍ଷିକୋତ୍ସବରେ କବିତା ପାଠୋତ୍ସବ ଓ ପିପିଟି ସମ୍ମାନ ପ୍ରଦାନ
ବ୍ରହ୍ମପୁର : ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ (ପିପିଟି)ର ୪ର୍ଥ ବାର୍ଷିକୋତ୍ସବ ରବିବାର ଦିନ କ୍ଷୁଦ୍ର ଜଳସେଚନ ବିଭାଗ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।କବିତା ପାଠୋତ୍ସବ ର ଅତିଥି ଭାବରେ ଡ.ସଞ୍ଜୟ କୁମାର ପଣ୍ଡା,ଓଡ଼ିଆ ବିଭାଗ!-->…
ଆସିକା ରେ ବିଧାୟିକା ବିରୋଧି ତୀବ୍ରତର : ରିପିଟ ହେଲେ ବିଦ୍ରୋହ ସୁନିଶ୍ଚିତ…!
ବ୍ରହ୍ମପୁର: ୨୫-୩ ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଧାୟିକା ବିରୋଧି ମଞ୍ଚ ପକ୍ଷରୁ ରଣ ହୁଙ୍କାର। ଗୁପ୍ତ ବୈଠକ ପରେ ଏବେ ଖୋଲା ମଞ୍ଚରେ ଆହ୍ୱାନ ଦେଲେ ବିରୋଧି ବିଧାୟିକା ହଟାଓ ଆସିକା ବଞ୍ଚାଓ ନାରା। ଦକ୍ଷିଣାଞ୍ଚଳ ସରପଞ୍ଚ ସଂଘ ସଭାପତି ଭବାନୀ ଶଙ୍କର ମଲ୍ଲିକ!-->…
କନ୍ଧମାଳ ଜିଲ୍ଲା କ୍ୟାମେରାମ୍ୟାନ ସଂଘର ନୂତନ କର୍ମକର୍ତ୍ତା ଚୟନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଫୁଲବାଣୀ ଫୁଟବଲ କ୍ଲବ ଠାରେ କନ୍ଧମାଳ ଜିଲ୍ଲା କ୍ୟାମେରା ମ୍ୟାନ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି l ଏହି ଅବସରରେ ସ୍ଥାନୀୟ ସମସ୍ତ କ୍ୟାମେରାମ୍ୟାନ ଏବ୍ଂ ଷ୍ଟୁଡିଓ ର ମାଲିକ ମାନେ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ!-->…
ଟିପିଏସଓଡିଏଲ୍ ପକ୍ଷରୁ ଆର୍ଥ ଆୱାର ପାଳିତ
ବ୍ରହ୍ମପୁର : ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ରୋକିବା ସହ ପରିବେଶ ପ୍ରଦୂଷଣକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ଼ ( ଟିପିଏସଓଡିଏଲ୍ ) ପକ୍ଷରୁ ଆର୍ଥ ଆୱାର ପାଳିତ ହୋଇଛି।
ଏହି ଅବସରରେ ମାର୍ଚ୍ଚ ୨୩ ତାରିଖରେ ନିଜ ଘରେ ରାତି ୮.୩୦ ରୁ ୯.୩୦ ଯାଏଁ!-->!-->!-->…
ପୁସ୍ତକ “ପ୍ରକାଶ ଅନୁଭୂତି ପ୍ରକାଶ”ର ଶ୍ରଦ୍ଧା ସମର୍ପଣ ଉତ୍ସବ
ବ୍ରହ୍ମପୁର : ବରିଷ୍ଠ ସାମ୍ୱାଦିକ ତଥା କଳିଙ୍ଗ ଟିଭିର ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକଙ୍କ ସାମ୍ୱାଦିକତା ଜୀବନୀକୁ ନେଇ ତାଙ୍କ ଦ୍ୱାରା ରଚିତ ପୁସ୍ତକ “ପ୍ରକାଶ ଅନୁଭୂତି ପ୍ରକାଶ”ର ଶ୍ରଦ୍ଧା ସମର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସରକାରୀ ଆଇଟିଆଇ ପ୍ରେକ୍ଷାଳୟରେ!-->…
ବିଜେପି ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ବୈଠକ ସହ ସମ୍ୱର୍ଦ୍ଧନା ସଭା
ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏକ "ନିର୍ବାଚନ ପ୍ରସ୍ତୁତି ବୈଠକ ସହ ସମ୍ୱର୍ଦ୍ଧନା ସଭା" ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ନେତୃତ୍ବରେ ସ୍ଥାନୀୟ ଆସ୍କାରୋଡ଼ ହରିଡ଼ାଖଣ୍ଡି ଛକ!-->…