Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ ଦୁଇ ଆହତ
ଚିକିଟୀ : କେ ନୂଆଗାଁ ଥାନା ଅଧିନସ୍ତ ଶ୍ରlଗୁଣା ଖୋଲ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କାରେ ଜଣେ ମୃତ ହୋଇଥବା ବେଳେ ଅନ୍ୟ ଦୁଇ ଜଣ ଗୁରୁତ୍ତର ଆହତ ହୋଇଛନ୍ତି। ସୂଚନା ମୁତାବକ ଆଜି ସନ୍ଧ୍ୟା ସାତଟା ବେଳେ ଚିକିଟୀ ପଟରୁ ଦିଗପହଣ୍ଡି ଥାନା ବମକେଇ ଗ୍ରାମର ଅମନ ନାଇକ ନାମକ!-->…
ସୁଗୁଡାରେ ବିଜେପି ପକ୍ଷରୁ ନାରୀଶକ୍ତି ବନ୍ଦନ କାର୍ଯ୍ୟକ୍ରମ
ଦେବଗଡ଼ : ତିଲେଇବଣି ବ୍ଲକ ଅନ୍ତର୍ଗତ ସୁଗୁଡା ଗ୍ରାମ ପଂଚାୟତ ସଦର ମହକୁମା ଆମ୍ବତୋଟାରେ ତିଲେଇବଣି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମର ମହିଳା ମାନଙ୍କୁ ନେଇ ବିଜେପି ପକ୍ଷରୁ ଆଜି ଏକ ମଣ୍ଡଳ ସ୍ତରୀୟ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେପି ମଣ୍ଡଳ ସଭାପତି ଯୋଗେଶ!-->…
ଚାଷୀମାନଙ୍କୁ ଲଗାଣବର୍ଷାରେ ହୋଇଥିବା କ୍ଷୟକ୍ଷତିର କ୍ଷତିପୁରଣ ଦାବୀ
ଦେବଗଡ : ଅଦିନିଆ ତଥା ଲଗାଣ ବର୍ଷାରେ ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ଅର୍ଥକାରୀ ତରଭୁଜ, ସୂର୍ଯ୍ୟମୁଖି, ପିଆଜ ଓ ଓ ଡାଲି ଜାତୀୟ ଫସଲ ନଷ୍ଟ ହୋଇଛି । ଏଣୁ ଗରିବ ଚାଷୀଙ୍କୁ ଏହାର କ୍ଷତିପୁରଣ ପ୍ରଦାନ ଦାବୀରେ ଦେବଗଡ ଜିଲା କଂଗ୍ରେସ କମିଟୀ ପକ୍ଷରୁ ଜିଲା ମୂଖ୍ୟ କୃଷି ଅଧିକାରୀଙ୍କୁ ଏକ!-->…
ନୂତନ ଟ୍ରାନ୍ସଫର୍ମର ସଂଯୋଗ ଦାବୀରେ କଂଗ୍ରେସ ପକ୍ଷରୁ ଟିପିଡବ୍ଲୁଓଡିଏଲ କାର୍ଯ୍ୟାଳୟ ଘେରାଉ
ଦେବଗଡ଼,୨୨ା୩ : ତିଲେଇବଣି ବ୍ଲକ ଦୁଧିଆନାଳୀ ଗ୍ରାମ ପଂଚାୟତର ମୁଣ୍ଡଗୋହୀରା ଓ ଡିମିରିକୁଦା ଗ୍ରାମ ପଂଚାୟତର ପୋହଳାମରା ଗ୍ରାମରେ ଥିବା ବିଦ୍ୟୁତ ଟ୍ରାନ୍ସସଫର୍ମର ପୋଡି ଯାଇଥିବାରୁ କିଛିଦିନ ହେଲା ସମ୍ପୃକ୍ତ ଗ୍ରାମ ଦ୍ୱୟ ଅନ୍ଧକାରରେ ରହିଛି । ଏଣୁ ଉଭୟ ଗ୍ରାମରେ ତୁରନ୍ତ ନୂତନ ବିଦ୍ୟୁତ!-->…
ଆସିକା ରେ ବିଦ୍ରହ ର ସ୍ୱର ତେଜିଲା….!
ନୂଆଁ ମୁହଁ ନ ଦେଲେ ଜଣେ ଆଶାୟୀ ସ୍ୱାଧୀନ ପାର୍ଥୀ ହେବେ…..!
ହରସିଂପୁରରେ ସାଇମନ୍ଦିର ପ୍ରତିଷ୍ଠା ମହୋତ୍ସବ
ଝଙ୍କଡ଼ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ, ମୂଳିସିଂହ ପଞ୍ଚାୟତ ଅଧୀନ ହରସିଂପୁର୍ ଗ୍ରାମର, ପୂଣ୍ୟତୋୟା ହଂଶୁଆ ନଦୀ ର ତଟଦେଶରେ ବାବା ସାଇନାଥ ଙ୍କ ମନ୍ଦିରପ୍ରତିଷ୍ଠା ଓ ବିଗ୍ରହ ପ୍ରତିଷ୍ଠା ଉପଲକ୍ଷେ ଗତ ମାର୍ଚ୍ଚ ୧୮ ତାରିଖରୁ ଶୁଭାରମ୍ଭ ହୋଇଥିବା, ମହାନ୍ ଆଧ୍ୟାତ୍ମିକ!-->…
ବ୍ୟାଙ୍କ ଋଣ ଯୋଗାଇଦେବା ନା’ରେ ବୃଦ୍ଧାଙ୍କ ଠାରୁ ଠକେଇ
୧୪ ଦିନ ପରେ ୨ ଗିରଫ, ୨୦ ହଜାର ଟଙ୍କା ସମେତ ବାଇକ ଓ ୪ଭରି ଓଜନର ସୁନା ଜବତ
ହିଞ୍ଜିଳିକାଟୁ : ବିନା ସୁଧରେ ସାଢେ ୩ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ଯୋଗାଇଦେବା ନା’ରେ ବୃଦ୍ଧାଙ୍କ ଠାରୁ ଲୁଟି ନେଇଥିଲେ ୨୨ ହଜାର ଟଙ୍କା ସମେତ ୪ଭରି ଓଜନର ସୁନା ଅଳଙ୍କାର । ଘଟଣାର ୧୪ ଦିନ ପରେ ହିଞ୍ଜିଳି!-->!-->!-->…
ବିବାହିତା ମହିଳାଙ୍କୁ ଦୁର୍ଷ୍କମ ସହ ହତ୍ୟା ଧମକ, ଜଣେ ଅଟକ
ହିଞ୍ଜିଳିକାଟୁ : ପୁଲିସ ଭୟରେ ଘରେ ଆଶ୍ରୟ ନେବା ଓ ପରେ ସୁଯୋଗ ଉଣ୍ଡି ମହିଳାଙ୍କୁ ବଳପୂର୍ବକ ଦୁର୍ଷ୍କମ କରିବା ଘଟଣା ପ୍ରଘଟ କଲେ ମହିଳାଙ୍କ ସମେତ ସ୍ୱାମୀ ଓ ୨ ପୁଅଙ୍କୁ ହତ୍ୟା ଧମକ ଦେବା ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ଏଭଳି ଏକ ଘଟଣା ହିଞ୍ଜିଳି ଥାନା ଅଞ୍ଚଳରେ!-->…
ତାଳିପକା କାମକୁ ଲୋକଙ୍କ ବିରୋଧ…..ନିମ୍ନ ମାନର ରାସ୍ତା ଯୋଗୁଁ ଲୋକେ ହଟହଟା …!
ଉମରକୋଟ : ରାଜ୍ୟ ସରକାର ଆଗାମୀ ସାଧରଣ ନିର୍ବାଚନକୁ ଆଖି ଆଗରେରେ ରଖି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଏବଂ ମରାମତି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ସମାପନ କରିବାକୁ ନିର୍ଦ୍ଦେଶ କରିଛନ୍ତି। ଏହାର ସୁଯୋଗ ନେଇ ଠିକାଦାର, ଏବଂ ଯନ୍ତ୍ରୀ ମାନେ ରାସ୍ତା ମରାମତି କାର୍ଯ୍ୟରେ ଥୋକ ପାଲିସ!-->…
ଫରେଷ୍ଟର ପ୍ରଶାନ୍ତ ସିଂ ଓ ସତ୍ୟଜିତ୍ ପାଣିଙ୍କୁ ମିଳିଲା ଵନସେଵା ସମ୍ମାନ
ରାଜନଗର : କେନ୍ଦ୍ରପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଡାଙ୍ଗମାଳ ଫରେଷ୍ଟର ଶ୍ରୀ ପ୍ରଶାନ୍ତ କୁମାର ସିଂ ଓ ସତ୍ୟଜିତ ପାଣି ଙ୍କୁ ମିଳିଲା ବନ ସେବା ସମ୍ମାନ। ଗତକାଲି ବିଶ୍ଵ ବନ ଦିବସ ୨୦୨୪ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ବନ ବିଭାଗ ପାଇଁ ଶ୍ରୀ ପ୍ରଶାନ୍ତ କୁମାର ସିଂ ଫରେଷ୍ଟର ,!-->…