Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଯନ୍ତ୍ରୀ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଜଣେ ମୃତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରୁ ମାଧପୁର ପର୍ଯ୍ୟନ୍ତ ଚାଲିଥିବା ପୂର୍ତ୍ତ ବିଭାଗ କାର୍ଯ୍ୟ ପାଇଁ ଅନେକ ଦୁର୍ଘଟଣା ଘଟିଛି । ବିଭାଗୀୟ ଅଧିକାରୀ କିମ୍ବା ଠିକାଦାର ବେଫିକର ରହି ଦିନ ରାତି କାମ କରୁଥିବା ଦେଖୁବାକୁ ମିଳିଛି ଗତକାଲି ସନ୍ଧ୍ୟା ବେଳେ ଦୁତିମେଣ୍ଡି ମଲିକସାହି!-->!-->!-->…
୧୫ବର୍ଷପରେ ପୁଣି ସମୁଦ୍ର ମଝିରେ ଟ୍ରଲର : ଫିସିଂ ମାଫିଆଙ୍କର ଵନବିଭାଗ ଟିମ୍ ଉପରେ ଆକ୍ରମଣ
ରାଜନଗର : କେନ୍ଦ୍ରପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ବିପଦ ସଙ୍କୁଳ ଅବସ୍ଥାରେ କର୍ମ କରିଚାଲୁଛନ୍ତି ବନକର୍ମଚାରୀ। କେତେବେଳେ ଯେ କଣ ଘଟିଵ ଆକଳନ କରିବା କଷ୍ଟ ହୋଇପଡୁଛି। ସମୁଦ୍ର ମଝିରେ ଟ୍ରଲର ମାଫିଆଙ୍କ ଆକ୍ରମଣର ପ୍ରତିଆକ୍ରମଣ କରି ଟ୍ରଲର!-->…
ଶିକ୍ଷାବିକାଶ ସମିତିର ଉଚ୍ଚସ୍ତରୀୟ ଅଧିକାରୀଙ୍କ ଛତ୍ରପୁର ଶିଶୁ ମନ୍ଦିର ପରିଦର୍ଶନ
ଛତ୍ରପୁର : ଛତ୍ରପୁର ସହରାଞ୍ଚଳ ର ଶ୍ରୀରାମନଗର ଠାରେ ଅବସ୍ଥାପିତ ସରସ୍ବତୀ ଶିଶୁ / ବିଦ୍ୟାମନ୍ଦିର ପରିଦର୍ଶନରେ ଶିକ୍ଷାବିକାଶ ସମିତି ଓଡ଼ିଶା, ଉଚ୍ଚସ୍ତରୀୟ ଅଧିକାରୀ ଆଗମନ କରିଥିଲେ । ପ୍ରାନ୍ତୀୟ ସମିତି ଶିକ୍ଷାବିକାଶ ସମିତି ଓଡିଶାଙ୍କ ସଂଗଠନ ସଂପାଦକ ଶ୍ରୀ କମଳାକାନ୍ତ ମିଶ୍ର ଓ!-->…
ଅଧ୍ୟକ୍ଷଙ୍କୁ ବିଦାୟ ସମ୍ବର୍ଦ୍ଧନା
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କୁ ବିଦାୟ ସମ୍ବର୍ଦ୍ଧନା କଲେଜ ପରିଚାଳନା ପରିଷଦର ସଭାପତିଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ଶ୍ରୀ ମହାନ୍ତି କଲେଜରେ ଦୁଇ ବର୍ଷ ଅଧ୍ୟକ୍ଷ ଦାୟିତ୍ୱ ରହିବା ପରେ!-->…
ପ୍ରଥମ ସ୍ତ୍ରୀଙ୍କୁ ନିର୍ଯ୍ୟାତନା ଅଭିଯୋଗ, ଥାନାରେ ଏତାଲା
ହିଞ୍ଜିଳିକାଟୁ : ପ୍ରଥମ ସ୍ତ୍ରୀଙ୍କୁ ନିର୍ଯ୍ୟାତନା ଦେଉଥିବା ନେଇ ମହିଳା ଜଣଙ୍କ ସ୍ୱାମୀଙ୍କ ନାମରେ ଅଭିଯୋଗ କରିଛନ୍ତି । ଏଭଳି ଏକ ଘଟଣା ହିଞ୍ଜିଳି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୨୬୨/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର!-->…
କାର୍ ପଛପଟକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍
ହିଞ୍ଜିଳିକାଟୁ : ମଙ୍ଗଳବାର ଅପରାହ୍ନରେ ୫୯ନଂ ଜାତୀୟ ରାଜପଥ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ମାଣିକନଗର ଛକ ନିକଟରେ ଏକ କାର(ଜିଜେ୧୯ଏଏଫ ୬୨୫୮) ପଛପଟକୁ ଏକ ଯାତ୍ରୀବାହୀ ବସ୍ (ଓଆର୦୭ଏଏ ୪୯୮୯)ର ଧକ୍କା ଘଟିଛି । ଦୁର୍ଘଟଣାରେ କେହି ଗୁରୁତର ଆହତ ହୋଇନଥିବା ବେଳେ ବସରେ!-->…
ସୁନିଲ କୁମାର ସାହୁଙ୍କୁ “ବ୍ରହ୍ମପୁର ଜୋନ୍ ମିଡ଼ିଆ ସେଣ୍ଟର୍”ର ସଂଯୋଜକ ଭାବେ ଦାୟୀତ୍ୱ
ବ୍ରହ୍ମପୁର : ଆଗାମୀ ସାଧାରଣ ନିର୍ବାଚନ - ୨୦୨୪ (ଉଭୟ ଲୋକସଭା ଓ ବିଧାନସଭା) ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ଓଡ଼ିଶା ପ୍ରଦେଶ ପକ୍ଷରୁ ରାଜ୍ୟରେ ୮ ଟି ମିଡ଼ିଆ ସେଣ୍ଟର୍ ଗଠନ କରାଯାଇଛି । ଏଥି ମଧ୍ୟରୁ ବ୍ରହ୍ମପୁର, ଆସ୍କା ଏବଂ କନ୍ଧମାଳ ତିନୋଟି ସଂସଦୀୟ କ୍ଷେତ୍ରକୁ!-->…
ଜିଲ୍ଲାସ୍ତରୀୟ ପୋଷଣପକ୍ଷ ଉତ୍ସବ ପାଳିତ
ଫୁଲବାଣୀ : ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ଉତ୍ସଵ ଫୁଲବାଣୀ ଆଇଟିଡିଏ କନଫରେନ୍ସ ହଲ ଠାରେ ପାଳିତ ହୋଇଯାଇଛି l ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସରୋଜ ବାଳା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁର ହଜାରେ ଦିନ ପାଇଁ ଖାଦ୍ୟ ଓ ଯତ୍ନ ସମ୍ଭନ୍ଧରେ ବକ୍ତବ୍ୟ ରଖିଥିଲେ l!-->!-->!-->…
ଗହିରମଥା ଵନକର୍ମଚାରୀଙ୍କ ସଫଳତା, ଟ୍ରଲର ସହ ୧୧ ମତ୍ସ୍ୟଜୀବୀ କୋର୍ଟ ଚାଲାଣ
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଵେଆଇନ ଭାବେ ମାଛ ମାରୁଥିବା ମା ବନଦୁର୍ଗା ନାମକ ଟ୍ରଲର ସହ ୧୧ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ରେଞ୍ଜର ଶ୍ରୀ ପ୍ରଦୋଷ କୁମାର ମହାରଣା ସୂଚନା ଦେଇଛନ୍ତି। ଖଵର ମୁତାବକ!-->…
କନ୍ଧ କୁମ୍ଭାର ସମାଜର ବିଜୟ ଦିବସ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଶିପଡ଼ାରେ କନ୍ଧକୁମ୍ଭାର ସମାଜର ବିଜୟ ଦିବସ ପାଳିତ ହୋଇ ଯାଇଛି l କନ୍ଧ କୁମ୍ଭାରକୁ ଆଦିବାସୀ ମାନ୍ୟତା ମିଳିବା ପରେ କନ୍ଧ କୁମ୍ଭାର ସଙ୍ଘ ପକ୍ଷରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି l ଦୀର୍ଘ 50 ରୁ ଉର୍ଦ୍ଧ୍ବ ବର୍ଷ ଏହି!-->!-->!-->…