Browsing Category

ଆଞ୍ଚଳିକ

ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ମାଲକାନଗିରି ତା୧୭.୦୩.୨୦୨୪ ମାଲକାନଗିରି ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ପୋଲିସ କାର୍ଯ୍ୟାଳୟ ସଭା ଗୃହରେ ଏକ ମେଗା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି l ଏହି ଶିବିରକୁ ମାଲକାନଗିରି ଜିଲ୍ଲା ପୋଲିସ ଅଧୀକ୍ଷକ ନୀତେଶ ୱାଧୱାନୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉଦଘାଟନ

ବାଲିଗୁଡା ନିର୍ବାଚନ ମଣ୍ଡଳୀ : ବାଜିଲା ନିର୍ବାଚନ ବିଗୁଲ ସଂଖ୍ୟାଲଘୁ ଭୋଟରଙ୍କ ଉପରେ ବିଜେଡି ଓ କଂଗ୍ରେସର ନଜର

ବାଲିଗୁଡା, ୨୦୨୪ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନୀ ବିଗୁଲ ବାଜି ସାରିଛି । ବାଲିଗୁଡା ବିଧାନସଭା କ୍ଷେତ୍ରଟି ମେ ୨୦ ରେ ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ଏବେ ବିଭିନ୍ନ ଦଳ ସେମାନଙ୍କ ରଣନୀତି ର ପେଢି ଖୋଲିବେ । କେଉଁ ବର୍ଗ ର ଲୋକଙ୍କୁ କିଭଳି ନିଜ ଭୋଟ ବ୍ୟାଙ୍କ ଭାବେ ଆପଣାଇବ

କେରିଅର କାଉନସେଲିଂ ଉପରେ ଆଲୋଚନାଚକ୍ର

ଫୁଲବାଣୀ :କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ସୁଧାକିରଣ ମହାବିଦ୍ୟାଳୟ ପରିସରରେ କେରୀଅର କାଉନସେଲିଂ ଉପରେ ଆଧାରିତ ଏକ ବୈଠକ ଶ୍ୟାମ ସୁନ୍ଦର ଡାଙ୍ଗୁଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ବକ୍ତା ଭାବେ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି

କ୍ଵା୍କ ଡାକ୍ତରଙ୍କ ଭୃଣହତ୍ୟା ମହଙ୍ଗା ପଡିଲା

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ପରଚିପାରା ପଞ୍ଚାୟତ ଅନ୍ତର୍ଗତ ପରଚିପାରା ଡିଏନକେ ଗ୍ରାମର ଜଣେ କ୍ୱାକ, ଜଣେ ମହିଳାଙ୍କୁ ଗର୍ଭପାତ କରି ମହିଳାଙ୍କ ଭୃଣ ହତ୍ୟା କରିବାରୁ ଅଭିଯୁକ୍ତଙ୍କୁ ସ୍ଥାନୀୟ ପୋଲିସ ଗିରଫ କରି କୋର୍ଟ ଚାଲନ କରିଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ,

ମର୍ଣ୍ଣିଙ୍ଗ କ୍ଳବ୍ ରାତ୍ରୀ କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଉଦଘାଟନୀ ମ୍ୟାଚ୍ ରେ ଜନତା ଏକାଦଶ କୁ ହରାଇ ଋତୁଭିକ ଫରାରି ମୁମ୍ବାଇ ଦଳ ବିଜୟୀ ହିଞ୍ଜିଳିକାଟୁ ୧୬ / ୩ : ହିଞ୍ଜିଳିକାଟୁ ମର୍ଣ୍ଣିଙ୍ଗ କ୍ରିକେଟ କ୍ଲବ ଆନୁକୁଲ୍ୟରେ ହିଞ୍ଜିଳିକାଟୁ ପୌରପରିଷଦ ମିନି ଷ୍ଟାଡିୟମ ପରିସରରେ ରାତ୍ରୀ କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଘାଟିତ

ଥାଲାସେମିଆ ପିଲାମାନଙ୍କୁ ରକ୍ତ ଦେବାକୁ ଅଣ୍ଟା ଭିଡ଼ିଲେ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ।

ରାଜନଗର : ରାଜନଗର ଗ୍ରୀଷ୍ମ ଋତୁ ର ସମୟ ରେ ପ୍ରାୟ ସମସ୍ତ ରକ୍ତ ଭଣ୍ଡାର ରେ ଅଭାବ ଦେଖାଯାଇଥାଏ । ଏବେ ତ ପୁଣି ନିର୍ବାଚନ ର ସମୟ। ନା ଅଛି ରକ୍ତଦାନ ଶିବିର ନା ଅଛି ଅନ୍ୟାନ୍ୟ ବିଭାଗର ରକ୍ତଦାନ କାର୍ଯ୍ୟକ୍ରମ। ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ରେ ଥିବା ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ

ଜିଲ୍ଲା କ୍ୟାମେରାମ୍ୟାନ ସଂଘର ବୈଠକ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା କ୍ୟାମେରାମ୍ୟାନ ସଂଘର ଆଜି ସ୍ଥାନୀୟ ପ୍ରଦକ୍ଷିଣ ଗୃହ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଜିଲ୍ଲାର ସମସ୍ତ ଷ୍ଟୁଡିଓ ମାଲିକ ଏବଂ ଜିଲ୍ଲାର ଫ୍ରିଲେନ୍ସର କ୍ୟାମେରା ମ୍ୟାନ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ କ୍ୟାମେରାମ୍ୟାନ

ବି.ଏସ୍.ଏଲ୍ କମ୍ପାନୀ ଗେଟ୍ ସମ୍ମୁଖ ରେ ଜର୍ଜଙ୍କ ବିକ୍ଷୋଭ ପ୍ରଦର୍ଶନ…

ସମସ୍ୟାର ସମାଧାନ ନ ହେଲେ ସ୍ଥିତି ଭୟଭହ ହେବ :ଜର୍ଜ ତିର୍କୀ ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ପୌରାଞ୍ଚଳ ସ୍ଥିତ ଵିଶ୍ରା ଷ୍ଟୋନ କମ୍ପାନୀ ଲିମିଟେଡ ବି ଏସ୍ଏଲ୍ କମ୍ପାନୀରେ କାର୍ଯ୍ୟରତ ଥିବା ଶ୍ରମିକଙ୍କ କମ୍ପାନୀ ଗେଟ୍ ସମ୍ମୁଖରେ ଆଜି ପୁନର୍ବାର ବିକ୍ଷୋଭ

ନୂତନ ଜ଼ିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟଭାର ଗ୍ରହଣ…

ଉମରକୋଟ ସ : ପ୍ର ( ୧୬/୦୩/୨୦୨୪) ନବରଙ୍ଗପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ୧୫/୦୩/୨୦୨୪ ରିଖରେ ନୂତନ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଛତ୍ରପତି ସାହୁ ଯୋଗ ଦେଇଛନ୍ତି।ଏହା ପୂର୍ବରେ ଶ୍ରୀ ସାହୁ ବଡଗଡ଼ ଜ଼ିଲ୍ଲା ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ପଦରେ କାର୍ଯ୍ୟରତ ଥାଇ

ଟିକେଟ ଆଶାୟୀ ଏବେ ଗୋଦି ମିଡ଼ିଆ କୁ କରିଛନ୍ତି ଢାଲ …!

କିଛି ଅର୍ଥ ପାଇଁ ଅନାମଧେୟ ବ୍ୟକ୍ତିଙ୍କ ନାମ ଖବର ସିରନାମା ରେ ଚର୍ଚ୍ଚା….. ବ୍ରହ୍ମପୁର: ୧୬-୩ ଆଜି ନିର୍ବାଚନ ତିଥି ବାହାରିବ ହେଲେ ବିଜେଡ଼ି ବିଜେପି ମେଣ୍ଟ ର ରହସ୍ୟ ଉନ୍ମୋଚନ ହୋଇନାହିଁ। ଏବେ ଗଞ୍ଜାମ ଜିଲ୍ଲାରେ କେତେକ ବାଲି, ମଦ, ଜମି, ମାଫିଆ ମାନେ ଗୋଦିମିଡ଼ିଆ କୁ ଢାଲ କରି ନିଜ