Browsing Category

ଆଞ୍ଚଳିକ

ରାଜ୍ୟପାଳଙ୍କ ଦିନିକିଆ ଦେବଗଡ ଜିଲା ଗସ୍ତ ଓ ବିଭିନ୍ନ ଯୋଜନାର ସମୀକ୍ଷା

ଦେବଗଡ଼,୪ା୩ ଓଡିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାଶ ଆଜି ଦିନିକିଆ ଦେବଗଡ ଜିଲା ଗସ୍ତରେ ଆସି ସରକାରଙ୍କ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ଦାୟିତ୍ୱ ଗ୍ରହଣର ୩ ମାସ ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲା ପରିଦର୍ଶନ କରିବାସହ ସରକାରୀ ଯୋଜନାର ତଦାରଖ କରିଥିବା କହିଛନ୍ତି ରାଜ୍ୟପାଳ ମହୋଦୟ ।

ସର୍ଚ ଅପରେସନ ବେଳେ ଯବାନଙ୍କ ଦ୍ଵାରା ୧ ଲକ୍ଷ ଇନାମି ମହିଳା ମାଓବାଦୀ ଗିରଫ

ମାଲକାନଗିରି : ଛତିଶଗଡର ବିଜାପୁରରେ ଜଣେ ୧ ଲକ୍ଷ ଇନାମି ମହିଳା ମାଓବାଦୀକୁ ସର୍ଚ ଅପରେସନ ବେଳେ ଯବାନ ମାନେ ଗିରଫ କରିଛନ୍ତି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର କୋବ୍ରା ୨୦୪ ଏବଂ କେରିପୁ ୧୫୧ବାଟାଲିଆନର ଯବାନ ମାନେ ମିଳିତ ଭାବେ ଜରପାଲୀ

ବିଶିଷ୍ଟ ସମାଜସେବୀଙ୍କ ମାତୃ ବିୟୋଗ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅଗ୍ରଣୀ ସ୍ବେଚ୍ଛାସେବୀ ସ୍ଵାତୀ ଅନୁଷ୍ଠାନର ସମ୍ପାଦକ ଇ. ହରି ଶଙ୍କର ରାଉତଙ୍କ ମାତାଙ୍କ ର ୮୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସୂଚନା ପ୍ରକାରେ ଆଜି ହଠାତ ତାଙ୍କର ଦେହ ଖରାପ ହେବାରୁ ସ୍ଥାନୀୟ ଉଦୟଗିରି ଡାକ୍ତରଖାନା ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।

ନିସର୍ତ୍ତରେ ଖବର ପ୍ରକାଶ ପରେ : ଆସିକାରେ ବେଆଇନ ବାଲି ଧରପଗଡ଼

ଵ୍ରହ୍ମପୁର: ଆସିକା ତହସିଲ ଅଧୀନରେ ଥିବା ନିରାଳ ବଡନଦୀ ମଧ୍ୟରୁ ବେଆଇନ ବାଲି ଚଲାଣ ଅଭିଯୋଗ ରେ ୦୫ ଗାଡ଼ିରୁ ପ୍ରାୟ ଏକ ଲକ୍ଷ ଜୋରିମାନା ଆଦାୟ ହୋଇଥିବା ତହସିଲ ପକ୍ଷରୁ ସୂଚନା ମିଳିଛି l ଆଜି ଆସିକା ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ଙ୍କ ନେତୃତ୍ୱ ରେ ଅତିରିକ୍ତ ତହସିଲଦାର ଦେବୀ

ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେଡି କାର୍ଯ୍ୟାଳୟ ଉଦଘାଟିତ

ହିଞ୍ଜିଳିକାଟୁ : ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ସକାଶେ ବିଜେଡି ପକ୍ଷରୁ ଏକ କେନ୍ଦ୍ରୀୟ କାର୍ଯ୍ୟାଳୟ ସୋମବାର ହିଞ୍ଜିଳିକାଟୁ ପୌରାଞ୍ଚଳରେ ଉଦଘାଟିତ ହୋଇଯାଇଛି।‌ କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ

ମା’ରାମଚଣ୍ଡୀ ମହୋତ୍ସବ-୨୦୨୪

ଛତ୍ରପୁର : ସାଂସ୍କୃତିକ ବିଦ୍ଭବ ମଧ୍ୟରେ ଗତକାଲି ମଧ୍ୟରାତ୍ରୀରେ ମା'ରାମଚଣ୍ଡୀ ମହୋତ୍ସବ-୨୦୨୪ ସମାହିତ ହୋଇଯାଇଛି । ଛତ୍ରପୁର ଉପକଣ୍ଠସ୍ଥ ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତର ନୀଳାଦ୍ରିପୁର ଗ୍ରାମ ଧଡାପାହାଡ ଶିଖରରେ ଅବସ୍ଥାନ କରିଥିବା ମା' ରାମଚଣ୍ଡୀ ପୀଠ ପୁରାଣ ଓ ପ୍ରସିଦ୍ଧ ଅଟେ ।

ଦେବଗଡ଼ ଜିଲ୍ଳା ର ଚାଷୀମାନଙ୍କ ସକାଶେ 2 ଲକ୍ଷ ଟଙ୍କାର ଦୁର୍ଘଟଣା ଜନିତ ମୃତ୍ୟୁ ବୀମା

ଦେବଗଡ଼,୪|୨ ଦେବଗଡ ଜିଲା ମୁଖ୍ୟତଃ କୃଷି ଓ କୃଷକଙ୍କର ଆୟ ମଧ୍ୟରେ ସିମିତ ଅଟେ । ଜିଲ୍ଲା ର କୃଷକ ମାନଙ୍କ ସକାସେ ଦେଵଗଡ଼ ଜଣାଶୁଣା ସମାଜସେବୀ ତଥା ଆଇନଜୀବୀ ପ୍ରଭାସ ଚନ୍ଦ୍ର ମିଶ୍ରଙ୍କର ପ୍ରତ୍ୟକ୍ଷ ପୃଷ୍ଟ ପୋଶକତା ରେ ଜିଲ୍ଳାର ପଞ୍ଜିକୃତ ଚାଷୀମାନଙ୍କ ନିମନ୍ତେ ଦେଓଗଡ଼ କୃଷକ କଲ୍ୟାଣ ଟ୍ରଷ୍ଟ

ରାଜ୍ୟପାଳଙ୍କୁ ଭେଟିଲେ ଉପାଧ୍ୟକ୍ଷ ଓ କାଉନସିଲର : ପୌର ପରିଷଦ ଦୁର୍ନୀତିର କ୍ରାଇମ ବ୍ରାଂଚ ତଦନ୍ତ ପାଇଁ ନିବେଦନ

ଦେବଗଡ଼ : ଇ.ଓ.ଡବ୍ଲୁ(କ୍ରାଇମ ବ୍ରାଂଚ)ଦ୍ୱାରା ଦେବଗଡ ପୌର ପରିଷଦରେ ହୋଇଥିବା ଦୁର୍ନୀତିର ତଦନ୍ତ ନିମନ୍ତେ ସୋମବାର ଦେବଗଡ ପୌର ପରିଷଦର ଉପାଧ୍ୟକ୍ଷଙ୍କ ସମେତ ୬ ଜଣ (ଉପାଧ୍ୟକ୍ଷଙ୍କ ସମେତ)କାଉନଶିଲର ଆଦି ମହାମହିମ ରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି । ଆଜି ମହାମହିମ ରାଜ୍ୟପାଳ ରଘୁବର

ବୃକ୍ଷପ୍ରେମୀ ଜଳସମ୍ପଦ ବିଭାଗର କର୍ମଚାରୀ ଧନେଶ୍ବର ସେଠୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ରାଜନଗର : ଗଛ, ଗଛ, ଗଛ , ଆଉ ସବୁ ଅଟେ ପଛ , ଏହି ବାର୍ତ୍ତା ଧନେଶ୍ୱର ସେଠୀଙ୍କ ପକ୍ଷେ ସମ୍ଭବ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର ସରକାରଙ୍କର ଜଳସମ୍ପଦ ଵିଭାଗର ମହାକାଳପଡା ବ୍ଲକରେ ଧନେଶ୍ବର କାର୍ଯ୍ୟ କରୁଥିଲେ ସତ ,କିନ୍ତୁ ନିଶାଥିଲା ତାଙ୍କର ବୃକ୍ଷ ଲଗାଇବା ଓ ତାର ଯତ୍ନ ନେବା। ଯେଉଁ

ଶ୍ରୀ ଶ୍ରୀ କାମେଶ୍ୱର ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

ରାଜନଗର : ଆଗକୁ ଆସୁଛି ମହା ଶିବରାତ୍ରୀ ଜାଗର ସେଥିବା ପାଇଁ ଚଳଚଞ୍ଚଳ ହୋଇଉଠୁଛି ବିଭିନ୍ନ ଶୈବପୀଠ। ଏହି ଜାଗରପୂଜାରେ ଦେବ ଦେବ ମହାଦେବଙ୍କୁ ନୂତନ ମନ୍ଦିରରେ ପୂଜାକରିବା ପାଇଁ ଲାରି ପଡିଛନ୍ତି ସାରା ଗାଁ ଲୋକେ। ଶ୍ରୀ ଶ୍ରୀ କାମେଶ୍ୱର ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ଉତ୍ସବ