Browsing Category

ଆଞ୍ଚଳିକ

ମୋହନଦାସ କରମଚାନ୍ଦ ଶିକ୍ଷାନିକେତନର ୧୬ତମ ବାର୍ଷିକ ଉତ୍ସବ

ଫୁଲବାଣୀ : ମୋହନଦାସ କରମଚାନ୍ଦ ଶିକ୍ଷାନିକେତନର ୧୬ତମ ବାର୍ଷିକ ଉତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଥିବା ସୃଜନଶୀଳ ମନୋଭାବର ବିକାଶରେ ଅଭିଭାବକ ଓ

ତ୍ରିଦେବ ନଗର ବସ୍ତିର ଉନ୍ନତି ନିମନ୍ତେ ସହଯୋଗର ହାତ ବଢ଼େଇଲେ ଏସଡିସି ଅଧ୍ୟକ୍ଷ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରଦନ ମଲ୍ଲିକଙ୍କ ଉପସ୍ଥିତରେ ତ୍ରିଦେବ ନଗର ବସ୍ତିର ଧର୍ମ ମଣ୍ଡପ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକ ଟିକୁ ତ୍ରିଦେବ ନଗର ବସ୍ତିର କମିଟି ସମ୍ପାଦକ ଚନ୍ଦ୍ରମଣି ଦେହୁରୀ ପରିଚାଳନା କରିଥିଲେ l

“ଆଶ୍ବସ୍ତି ହେବେ ନଦୀକୂଳିଆ ବାସିନ୍ଦା” : ୪୯ବର୍ଷ ପରେ ଏଵେ ଭିତରକନିକା ନଦୀ ନାଳକୁ ଵ଼଼ଉଳା କୁମ୍ଭୀର…

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଅଞ୍ଚଳର ନଦୀ ନାଳ ନିକଟରେ ଵସବାସ କରୁଥିବା ଲୋକମାନଙ୍କୁ ଏଵେ ଆଶ୍ବସ୍ତି ମିଳିଛି। ଦୀର୍ଘ ୪୯ ବର୍ଷ ପରେ ଏଵେ ଭିତରକନିକା ନଦୀ ନାଳରେ ବ଼଼ଉଳା କୁମ୍ଭୀର ନ ଛାଡିବାକୁ ଏ ନେଇ ରାଜନଗର ବନଖଣ୍ଡ

ଛତ୍ରପୁର କଂଗ୍ରେସ ପକ୍ଷରୁ ବିଜେପି ଓ ବିଜେଡିର କଲେ ବାହାଘର

ଛତ୍ରପୁର : ବିଜେଡ଼ି ଓ ବିଜେପି ଦଳ ଦୀର୍ଘ ୨୪ ବର୍ଷ ଭିତିରିଆ ସମ୍ପର୍କରେ ରହି ଲୋକଙ୍କୁ ଭୁଁଆ ବୁଲାଉଥିଲେ, ଉପରେ ଉପରେ ପରସ୍ପରକୁ ବିରୋଧ କରି ଭିତରେ ଏକ ହୋଇ ଦୁହେଁ ମିଶି ଓଡ଼ିଶାକୁ ଲୁଟି ଯେଉଁ ଅଭିନୟ ଚଲାଇ ଥିଲେ ଏହାକୁ ଆଜି ଛତ୍ରପୁର କଂଗ୍ରେସ ପକ୍ଷରୁବିଜେପି-ବିଜେଡ଼ି ବିବାହ କରାଇ

୧ରୁ ମା’ ରାମଚଣ୍ଡୀ ମହୋତ୍ସବ ୨୦୨୪

ଛତ୍ରପୁର : ଗଞ୍ଜାମ ଜ଼ିଲ୍ଲା ଛତ୍ରପୁର ଉପକଣ୍ଠ ନୀଳାଦ୍ରିପୁର ନିକଟ ରାମଚଣ୍ଡୀ ପୀଠ ରେ ମା ରାମଚଣ୍ଡୀ ମହୋତ୍ସବ ୨୦୨୪ ମାର୍ଚ୍ଚ ୧ ରୁ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏସମ୍ପର୍କରେ ମା ରାମଚଣ୍ଡୀ ଟ୍ରଷ୍ଟ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ରବିବାର ଏକ ସାମ୍ବାଦିକ ସମ୍ମିଳନୀ ରେ

୩୯ତମ ବାର୍ଷିକ ଉତ୍ସବ ସହ ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଆରମ୍ଭ

ବାଲିଗୁଡା : କନ୍ଧମାଳ ଜିଲ୍ଲାର ଜଳେଶପଟ୍ଟା ସ୍ଥିତ ପ୍ରସିଦ୍ଧ ଜଳେଶ୍ଵର ଶୈବପୀଠ ଶଙ୍କରଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ପରିସରରେ ୩୯ତମ ବାର୍ଷିକ ଉତ୍ସବ ସହ ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଓ ଅଷ୍ଟପ୍ରହରି ନାମଯଜ୍ଞ ଆରମ୍ଭ ହୋଇଯାଇଛି । ଏହା ମାଘ ଶୁକ୍ଳ ତ୍ରୋୟଦୋଶୀ ଠାରୁ ଆରମ୍ଭ ହୋଇ

ବାଲିଗୁଡ଼ା ଏନ୍ଏସିରେ ହିତାଧିକାରୀଙ୍କୁ ଆବାସ କାର୍ଯ୍ୟାଦେଶ ବଣ୍ଟନ

ବାଲିଗୁଡ଼ା : ସହରାଞ୍ଚଳରେ ସମସ୍ତଙ୍କ ପାଇଁ ଗୃହ ନୀତି ଓଡ଼ିଶା ପକ୍ଷରୁ ଲାଗୁ ହେବା ପରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ସଭାଗୃହ ଠାରେ ହିତାଧିକାରୀଙ୍କୁ ଆବାସ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଏହି ଅବସରରେ ଉପଜିଲ୍ଲାପାଳ ତଥା ଏନ୍ଏସି କାର୍ଯ୍ୟନିର୍ବାହୀ

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା କଲ୍ୟାଣ ମଣ୍ଡପ, ପରିସରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କନ୍ଧମାଳ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କନ୍ଧମାଳ ଜିଲ୍ଲାର ନିର୍ମାଣ ଜିଲ୍ଲାର ନିର୍ମାଣ ଶ୍ରମିକମାନଙ୍କୁ ନେଇ ଏକ ସହାୟତା ରାଶି ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଫୁଲବାଣୀ ବିଧାୟକ

ଏନୱାଇକେ ପକ୍ଷରୁ ଭୋଟର ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ : ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହ ଠାରେ ଭୋଟର ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ଯକ୍ରମକୁ ମୁଖ୍ୟ ଅତିଥି ଭାବରେ ବି ଏ ସି ନର୍ସିଂ କଲେଜର ଅଧ୍ୟାପକ ମିତlଞ୍ଜଳି ରଥ ଯୋଗ ଦେଇଥିବା ବେଳେ

ବଦଳି ପାଇଁ ଚିଠି ଲେଖିଲେ ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ

ନୟାଗଡ଼ : ନୟାଗଡ଼ ସହରରେ ବ୍ୟାପୁଥିବା କଲେଜ ଅଧ୍ୟାପକ ଓ ଅଧ୍ୟାପିକା ଙ୍କ ଅଶ୍ଳୀଳ ଭିଡିଓ କୁ ନେଇ ଏବେ ସବୁଠାରେ ଚର୍ଚ୍ଚା । ଛକ ବଜାର ସବୁଠାରେ ଏହି ଚର୍ଚ୍ଚା ଶୁଣିବାକୁ ମିଳୁଛି । ଲୋକଲଜ୍ୟା ରୁ ବର୍ତ୍ତିବାକୁ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଏହି ବରିଷ୍ଠ ଅଧ୍ୟାପକ ଜଣକ ଛୁଟିରେ