Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କୋମଣ୍ଡ ଶିଳ୍ପ ତାଲିମ କେନ୍ଦ୍ରରେ ପୁଣି ଚାଲିଲା ବୁଲଡୋଜର : ଅଧାରେ ଅଟକିଲା ଉଚ୍ଛେଦ ପ୍ରକ୍ରିୟା
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅନ୍ତର୍ଗତ କୋମଣ୍ଡ ରାଜସ୍ଵ ଅଞ୍ଚଳରେ ଥିବା କୋମଣ୍ଡ ଶିଳ୍ପ ତାଲିମ କେନ୍ଦ୍ର ଓ ପଲିଟେକନିକ୍ ରେ ସରକାରୀ ଜାଗା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଅଧାରେ ଅଟକିଛି।ଅବଶିଷ୍ଟ ଜବରଦଖଲ ଆସନ୍ତା ମେ ୪ ତାରିଖରେ ପୁନଃ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା!-->…
ସେତୁ ଓ ଜନମନ ଯୋଜନା କାର୍ଯ୍ୟର ଅନୁଧ୍ୟାନ : ଜିଲାପାଳଙ୍କ ଉପାନ୍ତ ଅଞ୍ଚଳ ଗ୍ରସ୍ତ ନାରିଙ୍ଗଝୋଲାକୁ ଏକ ଆଦର୍ଶ ଗ୍ରାମ…
ମାଲକାନଗିରି : ମାଲକାନଗିରି ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳ କୋରୁକୋଣ୍ଡା ବ୍ଲକର ନାକାମାମୁଡ଼ି ଗ୍ରାମ ପଞ୍ଚାୟତରେ ବିକାଶର ଗତିକୁ ତ୍ୱରାନ୍ୱିତ କରିବା ଏବଂ ଚାଲିଥିବା ପ୍ରକଳ୍ପ ଗୁଡିକର ସଠିକ୍ ଅନୁଧ୍ୟାନ ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏକ ସ୍ୱତନ୍ତ୍ର ପରିଦର୍ଶନ କରିଛନ୍ତି।!-->…
ଜନଗଣନା କାର୍ଯ୍ୟକ୍ରମରେ ହେଉଥିବା ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଜିଲ୍ଲା ପ୍ରାଥମିକ ଶିକ୍ଷକ…
ମାଲକାନଗିରି : ମାଲକାନଗିରି ଆଦ୍ୟ ତା 23/04/26/ରିଖ ମାଲକାନଗିରି ଜିଲ୍ଲା ଜନଗଣନା କାର୍ଯ୍ୟକ୍ରମରେ ସମ୍ମୁଖୀନ ହେଉଥିବା କିଛି ସମସ୍ୟା ଉପରେ ଜିଲ୍ଲା ପ୍ରାଥମିକ ସଂଘର ସଭାପତି ଶ୍ରୀ ତାରକ ମଣ୍ଡଳ ଓ ରାଜ୍ୟ ସଂଘ ଉପସଭାପତି ଶ୍ରୀ ରଂଜିତ କୁମାର ନାୟକଙ୍କ ତତ୍ୱାବଧାନରେ ଜିଲ୍ଲାପାଳ!-->…
ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନାର ଲାଇନପଡା ଫାଣ୍ଡି କୁସୁମେଣ୍ଡି ଗ୍ରାମପଞ୍ଚାୟତର ବୁଡ଼େଡି ଠାରେ ଚଳିତ ମାସ ୧୮ ତାରିଖରେ ଘଟିଥିବା ଗୁଳିକାଣ୍ଡରେ ନାବାଳକ ବିଭୁତି କହଁର(୧୬)ଙ୍କ ମୃତ ଘଟିଥିଲା I ଉକ୍ତ ଗୁଳିକାଣ୍ଡରେ ଦୁଇଜଣ ସମ୍ପୃକ୍ତ ଥିବା!-->…
ଘର ଢିଙ୍କି କୁମ୍ଭୀର: ବ୍ରହ୍ମପୁର ସୁଧୀର ପାତ୍ର ହତ୍ୟାକାଣ୍ଡ ପଛରେ ନିଜ ପୁତୁରା ଓ ଝିଆରୀ, ମୋଟ ୯ ଜଣଙ୍କୁ ଗିରଫ କରିଛି…
ବ୍ରହ୍ମପୁର: ବ୍ରହ୍ମପୁରର ବହୁଚର୍ଚ୍ଚିତ ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ପୁଲିସ। ଏହି ନାରକୀୟ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ପଛରେ କୌଣସି ବାହାର ଲୋକ ନୁହଁନ୍ତି, ବରଂ ସୁଧୀରଙ୍କ ନିଜ ପରିବାରର ସଦସ୍ୟ ଥିବା ଜଣାପଡିଛି। ପୁଲିସର ସୂଚନା ଅନୁସାରେ, ସୁଧୀରଙ୍କ!-->…
ନୂତନ ୩୩କେଭି ଫିଡର ସହ ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ କରିଲା ଟିପିଏସ୍ଓଡିଏଲ୍
ପ୍ରାୟ ୮ହଜାରରୁ ଉର୍ଦ୍ଧ୍ବ ଉପଭୋକ୍ତା ଉପକୃତ
ବ୍ରହ୍ମପୁର, ଅପ୍ରେଲ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ କରିଛି। ଏହି କ୍ରମରେ ନୂତନ ୩୩କେଭି ଫିଡର ଲାଇନ ପ୍ରତିଷ୍ଠା ହେବା ସହ କାର୍ଯ୍ୟକ୍ଷମ!-->!-->!-->!-->!-->…
ଦୁର୍ଘଟଣା ପରେ ଗାର୍ଡୱାଲରେ ଝୁଲିଲା ହାଇୱା
ବାଲିଗୁଡା(୨୩/୦୪): ଭାରସାମ୍ୟ ହରାଇ ଗାର୍ଡୱାଲ ରେ ଝୁଲିଲା ଚିପ୍ସ ବୋଝେଇ ହାଇୱା l ଗୁରୁବାର ଅପରାହ୍ନ ରେ ବାଲିଗୁଡା ଥାନା ୪୧ ନଂ. ରାଜ୍ୟ ରାଜପଥ ର ମୁଖ୍ୟ ରାସ୍ତା ର ଗଟାଙ୍ଗୀ ନିକଟରେ ଘଟିଛି ଦୁର୍ଘଟଣା l ତେବେ ଦୁର୍ଘଟଣା ରେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତିଲେ ହାଇୱା ଡ୍ରାଇଭର l ତେବେ!-->…
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ୨୨କନ୍ୟାଙ୍କ ବିବାହ ସମ୍ପନ୍ନ କଲେ ଜିଲ୍ଲା ପ୍ରଶାସନ
ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୨୨ ଜଣ କନ୍ୟାଙ୍କର ବିବାହ ସମ୍ପନ୍ନ ନୟାଗଡ଼ ଜିଲ୍ଲା ପ୍ରଶାସନ ଦ୍ଵାରା ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଆଡମ୍ବର ସହକାରେ କରାଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଆସିଥିବା ୨୨ ଜଣ ଆର୍ଥିକ!-->…
Kcc ବ୍ୟାଙ୍କରେ କୋଟିଏରୁ ଉର୍ଦ୍ଧ ଟଙ୍କା ହଡପ କରି ନିଲମ୍ବିତ ହେଲେ ଶାଖା ପରିଚାଳକ
ମାଲକାନଗିରି : ମାଲକାନଗିରି KCC ବ୍ୟାଙ୍କ୍ ର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଶୁବେନ୍ଦୁ ଖରା ୧ କୋଟି ୭ଲକ୍ଷ ୭୫ ହଜାର ଟଙ୍କା ହଡପ କରିଥିବା ନେଇ ମାଲକାନଗିରି ଥାନାରେ ଅଭିଯୋଗ ହୋଇଛି। ପୋଟେରୁ ଓ ମାଲକାନଗିରି ଲ୍ୟାମ୍ପ ରେ ହିତାଧିକାରୀ ମାନେ ଋଣ ଖାତା ଓ ସେଭିଙ୍ଗ ଏକାଉଣ୍ଟ ରେ ଟଙ୍କା ଜମା!-->…
ଗଣମlଧ୍ୟମ ପ୍ରତିନିଧିଙ୍କ ପିତୃ ବିୟୋଗ…
କୋଷାଗୁମୁଡା:- 22/04/26ବସନ୍ତ ପେଗଡ଼ ) କୋଷlଗୁମୁଡା ବ୍ଲକ ସଦରର ବରିଷ୍ଠ କଂଗ୍ରେସ କର୍ମୀ ରମେଶ ଚନ୍ଦ୍ର ପାତ୍ର ଜଗଦଲପୁର ସ୍ଥିତ ଡିମରାପlଲ ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି lସେ ଜଣେ ଅଞ୍ଚଳର ଜଣାଶୁଣା ସମାଜସେବୀ ଏବଂ ଗଣମାଧ୍ୟମ ପ୍ରତିନିଧି ନରେନ୍ଦ୍ର ପାତ୍ରଙ୍କ ପିତା!-->!-->!-->…