Browsing Category

ଆଞ୍ଚଳିକ

ନବୀନଙ୍କ ଯୁଗ ଶେଷ ପାଣ୍ଡିଆନଙ୍କ ଯୁଗ ଆରମ୍ଭ.. !

ଗଞ୍ଜାମ ଗସ୍ତ ବେଳେ ଦୟନୀୟ ଅବସ୍ଥା ରେ ନେତା ମାନଙ୍କୁ ଦେଖିବାକୁ ମିଳିଥିଲା…! ବ୍ରହ୍ମପୁର : ଫାଇଭ ଟି ଅଧକ୍ଷ ଭି.କେ ପାଣ୍ଡିଆନ ବିଜେଡ଼ି ର ମଙ୍ଗଧରିବା ପରେ ଗଞ୍ଜାମ ଜିଲ୍ଲାର ତାରାତାରିଣୀଙ୍କ ପୀଠକୁ ଆସିଥିଲେ। ନେତା ଆସିଛନ୍ତି ମା ତାରାତାରିଣୀ ଙ୍କ ଆଶୀର୍ବାଦ ଭିକ୍ଷା ନେବା ପାଇଁ।

ପୋଖରୀ ପାଣିରେ ବୁଡି ବୃଦ୍ଧା ମୃତ…

ହିଞ୍ଜିଳିକାଟୁ : ମଙ୍ଗଳବାର ଭୋରରେ ହିଞ୍ଜିଳି ଥାନା ଆଡପଡା ଗ୍ରାମ ପୋଖରୀ ପାଣିରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକା ଜଣଙ୍କ ହେଲେ ଆଡପଡା ଗ୍ରାମର ପଙ୍କଜ ପ୍ରଧାନ (୫୩) । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ

ସୁଇମିଂ ପୁଲକୁ ବୁଲି ଦେଖିଲେ ଗଞ୍ଜାମ ଜିଲ୍ଲା କ୍ରୀଡା ଅଧିକାରୀ

ଛତ୍ରପୁର : ଛତ୍ରପୁର ସର୍କିଟ ହାଉସ ଭିତରେ ଥିବା ସୁଇମିଂ ପୁଲ କୁ ବୁଲି ଦେଖିଲେ ଗଞ୍ଜାମ ଜିଲ୍ଲା କ୍ରୀଡା ଅଧିକାରୀ ସନ୍ତୋଷ କୁମାର ସାହୁ l ସୁଇମିଂ ପୁଲ କୁ ସ୍ଵଛ ଓ ସୁନ୍ଦର ରଖିବା ସହିତ ଏହାର ଉଚିତ ବ୍ୟବହାର କରିବା ପାଇଁ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ l ଏହା

ଗଞ୍ଜାମ ଜିଲ୍ଲାର ଚାଷୀଙ୍କୁ ସଶକ୍ତ କରୁଛି ଟାଟା ଷ୍ଟିଲ ଫାଉଣ୍ଡେସନ…

ଜଳବାୟୁ ସହନଶୀଳତା ଏବଂ ସ୍ଥାୟୀ କୃଷି ଅଭ୍ୟାସକୁ ଦେଉଛି ପ୍ରୋତ୍ସାହନ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ନନ୍ଦିକା ଗାଁର ଚାଷୀ ସୁବାସ ଚନ୍ଦ୍ର ପ୍ରଧାନଙ୍କ ପାଇଁ ପ୍ରାକୃତିକ ବିପର୍ଯ୍ୟୟ କୌଣସି ଚିରନ୍ତନ ଅଭିଶାପଠାରୁ କମ୍ ନଥିଲା। ବର୍ଷକୁ ବର୍ଷ ତାହା ତାଙ୍କର ଠିଆ ହୋଇଥିବା ଫସଲକୁ କୌଣସି

ଫୁଲବାଣୀ ପ୍ରେସ କ୍ଲବ ତରଫରୁ ମାଗଣା ଶୀତ ବସ୍ତ୍ର ପ୍ରଦାନ…

ଫୁଲବାଣୀ -କନ୍ଧମାଳ ରେ ଏବେ ଶୀତର ପ୍ରକୋପ ଧୀରେ ଧୀରେ ବଢୁ ଥିବାରୁ ଗରିବ ଲୋକେ ଏବେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l କି ବୁଢା କି ପିଲା ସମସ୍ତେ ଏବେ ନିଆଁ ଜାଳି ନିଆଁ ପାଖରେ ବସୁଛନ୍ତି l ବିଶେଷ କରି ବୁଢା ବୁଢୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି

ମା ମାଟିଆ ମଙ୍ଗଳା ଯୁବପରିଷଦର ବୋଇର ବନ୍ଦାଣ…

ରାଜନଗର,27.11.2023: ଐତିହ ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରବା ଲାଗି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରାହ୍ମଣୀ ତଟରେ ନୌବାଣିଜ୍ୟର ଗାଥା । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ ମା ମାଟିଆ ମଙ୍ଗଳା ଯୁବ ପରିଷଦ (କ୍ଳବ) ବାରଗାଁ ଆନୁକୂଲ୍ୟରେ,

ତୈଳିକ ବୈଶ୍ୟ ସମାଜର ବୋଇତ ବନ୍ଦାଣ ଉତ୍ସବ…

ଛତ୍ରପୁର : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏଥିପାଇଁ ଗାଁଠୁ ସହର ଚଳଚଞ୍ଚଳ ହୋଇ ଉଠିଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ଠାରେ ଓଡିଶାର ନୈା ବାଣିଜ୍ୟ ପରମ୍ପରା ଏବଂ ସାଧବ ପୁଅ ମାନଙ୍କର ବୋଇତ ଯାତ୍ରାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ଅବସରରେ

ଗଞ୍ଜାମ ଜିଲ୍ଲାସ୍ତରୀୟ ଦିନିକିଆ କବାଡି ପ୍ରତିଯୋଗିତା : ନାଉଳି ବିଜେତା…

ଛତ୍ରପୁର : ଛତ୍ରପୁରବ୍ଲକ ଅନ୍ତର୍ଗତ କରାତଳୀ ଗ୍ରାମରେ କେ. କେ କ୍ଳବ ପକ୍ଷରୁ ରୁ ଗଞ୍ଜାମ ଜିଲ୍ଲା ସ୍ତରୀୟ ଦିନିକିଆ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରୁ 16ଟି ଦଳ ଅଂଶଗ୍ରହଣ କରିଥିଲେ।ଫାଇଲନାଲ ମ୍ୟାଚ ରେ ରଙ୍ଗେଈଲୁଣ୍ଡାବ୍ଲକ ର ପଞ୍ଚମା

ନାରାୟଣୀ ମନ୍ଦିର ନିକଟରୁ ମୃତ ଦେହ ଉଦ୍ଧାର…

ଫୁଲବାଣୀ : ଆଜି ପବିତ୍ର କାର୍ତିକ ପୁର୍ଣିମାରେ ଫୁଲବାଣୀ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସହରର ନାରାୟଣୀ ମନ୍ଦିର ନିକଟରେ ଏକ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।ଯାହା ସୂଚନା ରହିଛି ମୃତକ ଜଣକ ହେଉଛନ୍ତି ବୈକୁଣ୍ଠ ମେହେର, ପିତା-ଅଭିମନ୍ୟୁ ମେହେର ବୟସ- ୪୬, ଘର -

ଡିଏଲଏସ ପକ୍ଷରୁ ସାମ୍ବିଧାନିକ ଦିବସ ପାଳିତ

ଫୁଲବାଣୀ : ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଫୁଲବାଣୀ ନବୋଦୟ ବିଦ୍ୟାଳୟ ପରିସରରେ ସମ୍ବିଧାନ ଦିଵସ ପାଳନ କରାଯାଇଥିଲା lଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଦୌରାଜଜ୍ ସତ୍ୟ ପୀର