Browsing Category

ଆଞ୍ଚଳିକ

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଆ ସାହିତ୍ୟ ପ୍ରତିଯୋଗିତା…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ନୂଆ-ଓଓଡିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି ଅବସର ରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଜାନକୀ ପ୍ରଧାନ ଏବଂ ମୁଖ୍ୟ ବକ୍ତା ଭାବେ ଅଜିତ

ଧର୍ମସାହିରେ ନାନାଦି ସମସ୍ୟା ନେଇ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କଲେ ସ୍ଥାନୀୟ ବାସିନ୍ଦା…

ଦାରିଙ୍ଗବାଡ଼ି ୧୬/୧ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପଞ୍ଚାୟତ ମହକୁମା ସ୍ଥିତ ଧର୍ମସାହି ବାସିନ୍ଦା ମହିଳା ଓ ପୁରୁଷ ଆଜି ମିଳିତ ଭାବେ ଆଜି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓ ଗଦାଧର ପାତ୍ରଙ୍କୁ ଧର୍ମସହିର ଉତ୍କଟ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ସହିତ ସାହିରେ ଷ୍ଟ୍ରିଟ

ଧୂଳିଧୂସର ଚାଦର ଭିତରେ ଉମରକୋଟ ସହର : ସାଧାରଣ ଜନତା ଅଣନିଶ୍ୱାସୀ,ପ୍ରଶାସନ ନିରବଦ୍ରଷ୍ଟା…

ଉମରକୋଟ : ସରକାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରୁଛନ୍ତି | 5 ଟି ସଚିବ ବିଭିନ୍ନ ଅଞ୍ଚଳ ଗସ୍ତକରି କୋଟି କୋଟି ଟଙ୍କାର ପ୍ରକଳ୍ପରେ ଖର୍ଚ୍ଚ କରୁଛନ୍ତି, କିନ୍ତୁ ଦୁଃଖର ବିଷୟ ମାତ୍ର ୨ କିଲୋମିଟର ରାସ୍ତାର ଖର୍ଚ୍ଚ ସରକାର ପାଖରେ ନାହିଁ |ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲାର ଉମରକୋଟ

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉତ୍ସବ ଅବସରରେ ପ୍ରତିଯୋଗୀତା ଉଦଘାଟିତ…

ମାଲକାନଗିରି (୧୬/୦୧) : ଆଜି ମାଲକାନଗିରି ମହାବିଦ୍ୟାଳୟ ସଭାଗୃହରେ ନୂଆ-ଓ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଆ ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧୀୟ ପ୍ରତିଯୋଗୀତା ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ରଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ନୋଡାଲ

ଗଜପତିରେ ୨୮ଟି ବିଦ୍ୟାଳୟ ଉଦଘାଟିତ…

ଆର ଉଦୟଗିରି : ମୋହନା , ଚତୁର୍ଥ ପର୍ଯ୍ୟାୟ ୫ଟି ରୂପାନ୍ତରିତ ମାଧ୍ୟମରେ ଗଜପତି ଜ଼ିଲ୍ଲା ରେ ୨୮ଟି ବିଦ୍ୟାଳୟ କୁ ଭରଚୁଆଲ୍ ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏଥି ଉପଲକ୍ଷେ ମୋହନା ବ୍ଲକ ଆଲିଗଣ୍ଡା ଗ୍ରାମ ସ୍ଥିତ ସିଏନ୍. ନିର୍ମଳା ବାଳିକା ହାଇସ୍କୁଲ ଠାରେ

ବଡ଼ନାଉକୋଣା କୃଷି ସମବାୟ ସମିତି ପକ୍ଷରୁ ଧାନମଣ୍ଡି ଉଦଘାଟନ…

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ ଵଡନାଉକଣା କୃଷି ସମବାୟ ସମିତି ପକ୍ଷରୁ ଚଳିତ ୨୦୨୩_୨୦୨୪ ବର୍ଷ ପାଇଁ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ସାହୁଙ୍କ ଦ୍ୱାରା ଧାନମଣ୍ଡି ଉଦ୍ଘାଟନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ କଟକ

୨୦ତମ ରାଜ୍ୟ ସ୍ତରୀୟ ରାଧାକୃଷ୍ନ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ବଲାଙ୍ଗିରକୁ ପରାସ୍ତ କରି ସମ୍ବଲପୁର…

ଦେବଗଡ଼,୧୫ା୧: ରିଆମାଳ ବ୍ଲକ କଂଟାବାହାଳ ଗ୍ରାମ ପଂଚାୟତ ସଦର ମହକୁମାରେ ରାଧାକୃଷ୍ନ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ୨୦ତମ ରାଜ୍ୟ ସ୍ତରୀୟ ରାଧାକୃଷ୍ନ କ୍ରିକେଟ ପ୍ରତିଯୋଗିତା ସୋମବାର ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ବଲାଙ୍ଗିରର ବିସିଏକୁ ୯

ଦେବଗଡ଼ର କଣ୍ଢଳ ଠାରେ ଭାଜପା ର ‘କାନ୍ଥ ଲିଖନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ…

ଆଶା ଭରସାର ଚିହ୍ନ ପଦ୍ମ, ମୋଦିଙ୍କ ଚିହ୍ନ ପଦ୍ମ - ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼,୧୫।୧:ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀଙ୍କ ଅଧିକ ଆସ୍ଥାଭାଜନ ହେବା ଲକ୍ଷ୍ୟରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦେବଗଡ଼ ଜିଲ୍ଲା ବାରକୋଟ

କେନ୍ଦ୍ରମନ୍ତ୍ରୀଙ୍କ ମନ୍ଦିର ଦର୍ଶନ ଓ ସ୍ୱଛତା ଶ୍ରମଦାନ

ଦେବଗଡ଼,୧୫ା୧ : ପବିତ୍ର ମକର ସଂକ୍ରାନ୍ତି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦେବଗଡ ସ୍ଥିତ ଗୋପାଳଜୀଉ ମନ୍ଦିରରେ ଠାକୁର ଦର୍ଶନ କରିବାସହ ହାତରେ ଝାଡୁ ଓ ୱାଇପର ଧରି ସ୍ୱଛତା ଶ୍ରମଦାନ କରିଛନ୍ତି । ଆଜି ସକାଳେ ମନ୍ତ୍ରୀ ଶ୍ରୀ