କନ୍ଧମାଳରେ ସାଂସଦ ଟିକେଟ ସ୍ଥାନୀୟ ଲୋକଙ୍କୁ ଦିଆଯାଉ : ପୌରାଧ୍ୟକ୍ଷା

add-all

ଫୁଲବାଣୀ: ଆଗକୁ ଆସୁଚି ନିର୍ବାଚନ ସମସ୍ତଙ୍କ ନଜର କନ୍ଧମାଳ ଜିଲ୍ଲାର କିଏ କେଉଁ ଦଳର ନେତା ପାଇବେ ଟିକେଟ ସମସ୍ତେ ଅଛନ୍ତି ଲବିରେ l କିଏ ଧନ ବଳ ତ କିଏ ଜନସମ୍ପର୍କ ସମସ୍ତେ ଉପସ୍ଥାପନ କରୁଛନ୍ତି ନିଜର ହାଇ କମାଣ୍ଡଙ୍କ ନିକଟରେ l ଏହି ପରିପ୍ରେକ୍ଷୀରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ
ଆଗାମୀ ଲୋକସଭା ନିର୍ବାଚନରେ ସବୁ ଦଳ ପକ୍ଷରୁ ସ୍ଥାନୀୟ ନେତାଙ୍କୁ ଚୟନ କରି ଲୋକସଭା ଆସନ ପାଇଁ ଦଳୀୟ ଟିକେଟ ଦେବା ପାଇଁ ପୌରାଧ୍ଯକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ମତ ପ୍ରକାଶ କରିଛନ୍ତି। ତାଙ୍କର କହିବା ଅନୁଯାୟୀ ଗତ କିଛି ବର୍ଷ ହେଲାଣି ବାହାର ଅଞ୍ଚଳର ଧନୀ ନେତା ମାନଙ୍କୁ ଅଣା ଜାଇ ବିଜେଡି ଦଳ ଟିକେଟ ଦେଉଛି ଆଉ ଟିକେଟ ପାଇ ଜିତୁଛନ୍ତି ଜିତିବା ପରେ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ପ୍ରତିନିଧି ରଖୁଛନ୍ତି । ଫଳରେ ଲୋକେ ସେମାନଙ୍କ ଦୁଃଖ ଜଣାଇ ପାରୁନାହାନ୍ତି ବୋଲି ପୌରାଧ୍ଯକ୍ଷା ଶ୍ରୀମତୀ ମହାନ୍ତି କହିଛନ୍ତି l ସବୁ ଦଳ ପକ୍ଷରୁ ଲୋକସଭା ପ୍ରାର୍ଥୀ ଦେବାବେଳେ ସ୍ଥାନୀୟ ଲୋକଙ୍କୁ ଦେବା ପାଇଁ ସେ କହିଥିଲେ । ସେ ଜଣେ ବିଜେପିର ଆଗଧାଡିର ନେତ୍ରୀ ସମାଜସେବୀ, ସଂଗଠିକା ), ଏଣୁ ସେ ଟିକେଟ ପାଇଁ ଆଶାୟୀ ଥିବା କହିଛନ୍ତି ତାଙ୍କୁ ଟିକେଟ ମିଳିଲେ ସେ ବିଜ ୟି ହେବେ ବୋଲି ଦୃଢତାର ସହ କହିଛନ୍ତି।

ad-week
Leave A Reply

Your email address will not be published.