Browsing Category

ଆଞ୍ଚଳିକ

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ୨୦୨୪ର ଶୁଭଉଦଘାଟନ…

ଦାରିଙ୍ଗବାଡ଼ି,୧୧/୧ : ଦାରିଙ୍ଗବାଡ଼ି ଶୀତ ମହୋତ୍ସବ- ୨୦୨୪ର ଶୁଭ ଉଦଘାଟନ ହୋଇଛି। ଏହି ମହୋତ୍ସବ ଆସନ୍ତା ୧୩ ଯାଏ ଚାଲୁରହିବ। ଏହାକୁ ଶୀତ ମହୋତ୍ସବ-୨୦୨୪ କମିଟିର ସଭାପତି ତଥା ଉପ - ବାଚସ୍ପତି ସାଲୁଗା ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ହସ୍ତ ,ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ

ଜାତୀୟ ଯୁବ ଦିବସରେ ଭାରତ ପାଇଁ କ୍ରାନ୍ତିର ସଂକଳ୍ପ : “ଯୁବ ସମାଜ ସଚେତନ ହୋଇ ଭାରତକୁ କର୍କଟ ମୁକ୍ତ କରନ୍ତୁ…

ବ୍ରହ୍ମପୁର : ୧୬୧ ତମ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଯଥା ଜାତୀୟ ଯୁବ ଦିବସ ଅବସରରେ "ଯୁବ ସମାଜ ସଚେତନ ହୋଇ ଭାରତକୁ କର୍କଟ ମୁକ୍ତ କରନ୍ତୁ" ଏହି ବାର୍ତ୍ତା ଯୁବ ସମାଜକୁ ସଂକଳ୍ପ ନେବା ପାଇଁ ବ୍ରହ୍ମାନଗରସ୍ଥିତ କ୍ରାନ୍ତି ଅନୁଷ୍ଠାନ ଉଦ୍ୟମରେ ଏମ. କେ.ସି.ଜି. ମେଡିକାଲ କଲେଜ ଠାରୁ

ବେଳାଭୂମି ମହୋତ୍ସବକୁ ରାଜନୈତିକ ରଙ୍ଗ ଦିଆ ନ ଯାଉ : ପୀତବାସ ପଣ୍ଡା

ବ୍ରହ୍ମପୁର: ଚଳିତ ବର୍ଷ ଡେରିରେ ହେଲେ ମଧ୍ୟ ସରକାର ଓ ପ୍ରଶାସନ ଗୋପାଳପୁର ମହୋତ୍ସବ ଆୟୋଜନ କରିବାକୁ ଯେଉଁ ଉଦ୍ୟମ କରିଛି ତାକୁ ରାଜନୈତିକ ରଙ୍ଗ ନ ଦେବା ପାଇଁ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ତଥା ରାଜ୍ୟ ଆଇନଜୀବି ପରିଷଦର ସଦସ୍ୟ ଶ୍ରୀ ପୀତବାସ ପଣ୍ଡା ଆହ୍ୱାନ ଦେଇଛନ୍ତି ।

ନାବାଳିକାଙ୍କୁ ଅପହରଣ ଘଟଣା, ୨୬ ଦିନ ପରେ ନାବାଳିକା ଉଦ୍ଧାର, ଅପହରଣକାରୀ ଫେରାର

ହିଞ୍ଜିଳିକାଟୁ, ୧୧/୧ : ଗତ ୧୪ ତାରିଖରେ ହିଞ୍ଜିଳି ଥାନା ଅଞ୍ଚଳର ଏକ ଗ୍ରାମର ଜୈନିକା ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ଅପହରଣ କରି ନେଇଥିଲେ। ଘଟଣା ନେଇ ନାବାଳିକାଙ୍କ ପରିବାର ଲୋକେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ - ୯୫୭/୨୩

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କଲେ ଜିଲ୍ଲା ଆଦିବାସୀ ମହାସଂଘ

ମାଲକାନଗିରି, ୧୧।୧ : ମାଲକାନଗିରି ଜିଲ୍ଲାର ଅନୁସୂଚିତ ଜାତି ଜନଜାତିଙ୍କ ବିକାଶ ପାଇଁ ବହୁମୁଖୀ ଯୋଜନା ପ୍ରଣୟନ କରି ବିକାଶ ଧାରାକୁ ଆଗେଇ ନେଇଥିବା ସହ ସ୍ଵତନ୍ତ୍ର ସହୟାତ ଯୋଗାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧକ୍ଷ ଭି କାର୍ତ୍ତିକ ପାଣ୍ଡିୟାନଙ୍କୁ ଧନ୍ୟବାଦ ଜଣାଇଲେ

ତୁଳସୀଗ୍ରାମଠାରେ ବି.ଏସ.ଏଫ କ୍ୟାମ୍ପ ପକ୍ଷରୁ ନାଗରିକ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ…

ମାଲକାନଗିରି, ୧୧।୧ : ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ଗ୍ରାମଠାରେ ତୁଳସୀ ବି.ଏସ.ଏଫ କ୍ୟାମ୍ପ ୨ୟ ବାଟାଲିୟନ ପକ୍ଷରୁ ଆଜି ଏକ ନାଗରିକ ଭେଟ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏଥିରେ ବି.ଏସ.ଏଫ ଡି.ଆଇ.ଜି ଶୈଳେନ୍ଦ୍ର କୁମାର ସିହ୍ନା , ବି.ଏସ.ଏଫ କମାଣ୍ଡେଂଟ

ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ ରେ ପୁଣିଥରେ ରାଷ୍ଟ୍ରପତି ପୁରସ୍କାର…

ଚିକିଟୀ : ଚିକିଟୀ ବିଜ୍ଞାପିତ ଅଞ୍ଚଳ ନିଜର ସ୍ଵଛତା କ୍ଷେତ୍ରରେ ଗତ ସ୍ୱଚ୍ଛ ସର୍ବେକ୍ଷଣରେ ପୁରସ୍କୃତ ହୋଇଥିଲା। ସେହିପରି ୨୦୨୩ ରେ ମଧ୍ୟ ସର୍ବଭାରତ ସ୍ତରରେ ପୂର୍ବଭାରତର ପ୍ରlୟ ୧୫୦୦୦ କେଟାଗୋରୀ ମଧ୍ୟରୁ ସ୍ୱଚ୍ଛ ସର୍ବକ୍ଷଣ କ୍ଷେତ୍ରରେ ପୁରସ୍କୃତ ହୋଇଥିବା ସୂଚନା ପ୍ରକାଶ ପାଇଛି।

ଗଞ୍ଜେଇ ସହ କାର ଜବତ : ଜଣେ ଗିରଫ…

ବାଲିଗୁଡା : କନ୍ଧମାଳ ରୁ ବରଗଡ କୁ ଏକ ଡଷ୍ଟର କାର ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ହାବୁଡରେ ପଡି ଜଣେ ଗିରଫ ହୋଇଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ କାରରୁ ଦୁଇ ବସ୍ତା ଗଞ୍ଜେଇ ଜବତ ହୋଇଛି । ଘଟଣା ରୁ ପ୍ରକାଶ ଯେ ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଫାଣ୍ଡି

ଗୁଣି ଗାରେଡ଼ିକୁ ନେଇ ଜଣଙ୍କୁ ହତ୍ୟା ଘଟଣାରେ ଦୁଇ ଭାଇ ଗିରଫ…

ମାଲକାନଗିରି, ୧୧।୧ ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ ତଣ୍ଡାପାଲ୍ଲୀ ଗ୍ରାମର ଗ୍ରାମର ଲକ୍ଷ୍ମା କବାସୀଙ୍କୁ ଗୁଣିଗାରେଡି କରୁଥିବା ଅଭିଯୋଗରେ ନେଇ ତାଙ୍କ ଗଳା କାଟି ହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ତଣ୍ଡପାଲୀ ଗ୍ରାମର ମୁରା ପଡିଆମୀଙ୍କ ସ୍ତ୍ରୀ ଓ ମା

ମୋହନା ବ୍ଲକର କୁଇ କନ୍ଧ ଆଦିବାସୀଙ୍କ ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ…

ଆର ଉଦୟଗିରି : ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ହାଇସ୍କୁଲ ପଡିଆ ମଧ୍ୟରେ ବହୁ ଆଡମ୍ବର ସହ ଦଶମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ପୁର୍ବତନ ସାଂସଦ ତଥା ବର୍ତ୍ତମାନର ରାଜ୍ୟ ସରକାର ଆଦିବାସୀ ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ ମୁଖ୍ୟ ଅତିଥି ଭାବେ