Browsing Category

ଆଞ୍ଚଳିକ

ଆସିକାର ମୁଖ୍ୟରାସ୍ତା କାମ କଚ୍ଛପ ଗତିରେ ଲୋକେ ହନ୍ତସନ୍ତ…

ଉନ୍ନୟନ ନାମରେ ହରିଲୁଟ ସହର ବାସୀ ଜଳକା….ଵ୍ରହ୍ମପୁର : ଆସିକା ସହର ର ମୁଖ୍ୟ ରାସ୍ତା ଏକ ସପ୍ତାହ ହେଲା ବସ୍ତି ରେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଆସିକାସହରକୁ ସୁନ୍ଦରୀକରଣ ନାମରେ ଉନ୍ନୟନ କାର୍ଯ୍ୟକ୍ରମ ନାମରେ କଂକ୍ରିଟ ରାସ୍ତା ଉପରେ ଫେବର ରୋଡ଼ ନିର୍ମାଣ…

ନିରୀହ ଲୋକଙ୍କୁ ଗିରଫର ପ୍ରତିବାଦ ନେଇ ସାମ୍ବାଦିକ ସମ୍ମିଳନୀ…

ଫୁଲବାଣୀ: ଏକ କଲରାପତ୍ରିଆ ବାଘ ଛାଲ ମାମଲାରେ ଏସଟିଏଫ୍ ଟିମ୍ କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୁଦ୍ରୁକୁମ୍ପା ନିକଟ ନୂଆସାହିର ଭିନ୍ନକ୍ଷମ ଗୌତମ ବେହେରାକୁ ବିନା ଦୋଷରେ ନାଟକୀୟ ଭଙ୍ଗିରେ ଗିରଫ କରି ବୌଦ୍ଧ ପଠାଇଥିବା ନେଇ ପୁଅ ହେରା ଓ ଝିଅ ମମତା ବେହେରା, ଦଣ୍ଡପାଣି ବେହେରା ଓ…

ନୟାଗଡ଼ ଜିଲ୍ଲାରେ ବହୁ ସରକାରୀ ବାବୁ କୋଳି ଖାଇ ମଞ୍ଜି ପୋତି ଛନ୍ତି….

ନୟାଗଡ଼ : ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ୯ଟି ଶାଖା ଜିଲ୍ଲାରେ କାମ କରୁଛି । ଏହି ଶାଖା ଗୁଡିକରେ ଥିବା ଅନେକ ଅଧିକାରୀ ବହୁଦିନ ଧରି ଗାଦି ମାଡ଼ି ବସିଥିବାର ଅଭିଯୋଗ ହୋଇଛି । ସମବାୟ ଓ ସରକାରଙ୍କ ନିୟମ ଅନୁସାରେ କୌଣସି କର୍ମଚାରୀ ୩ବର୍ଷ ରୁ ଅଧିକ ଗୋଟିଏ ସ୍ଥାନରେ…

ଜିଲ୍ଲା ଉପଭୋକ୍ତା ଆୟଗ ଖାରଜ କରିଲେ ବକେୟା ବିଦ୍ୟୁତ୍ ଦେୟ ଆଦାୟ ନୋଟିସ୍…

ଦୈନିକ ୧୦୦/- ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଲେ ବିଦ୍ୟୁତ୍ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ବ୍ରହ୍ମପୁର : ଉପଭୋକ୍ତା ଙ୍କ ପରିସରରେ ଥିବା ମିଟର ରୁ ମାସିକ ରିଡିଂ ନନେଇ ବକେୟା ବିଦ୍ୟୁତ୍ ଦେୟ ୧୫ ଦିନରେ ପୈଠ କର ନଚେତ୍ ବିଦ୍ୟୁତ୍ ବିଚ୍ଛିନ୍ନ କରିଯିବା ନୋଟିସ୍ କୁ ଗଞ୍ଜାମ…

ଋଷିମାଳ ମହାବିଦ୍ୟାଳୟର ନୂଆ-ଓ, ଓଡ଼ିଆ ଭାଷା ସାହିତ୍ୟର ଉଦଯାପନୀ ସମାରୋହ…

ଦାରିଙ୍ଗବାଡ଼ି, ୨୪/୧ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ ନୂଆ-ଓ, ଯୁବ ଓଡିଶା ଓ ନବୀନ ଓଡ଼ିଶାର ଉଦଯାପନୀ ତଥା ପୁରୁସ୍କାର ବିତରଣ ଉତ୍ସବ ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଥା…

ସମୁଦ୍ର ପତନଠାରୁ ପାଞ୍ଚହଜାର ଫୁଟ ଉଚ୍ଚତାରେ ବଣ୍ଡାଘାଟିରେ ଷ୍ଟ୍ରବେରୀ ଚାଷ…

ମାଲକାନଗିରି : ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡ଼ା ବଣ୍ଡା ଘାଟିରେ ଷ୍ଟ୍ରବେରୀ ଫଳୁଥିବା ଦେଖିବାକୁ ମିଳିଛି। ସମୁଦ୍ର ପତନ ଠାରୁ ପାଞ୍ଚହଜାର ଫୁଟ ଉଚ୍ଚତାରେ ବଣ୍ଡାଘାଟି ଅବସ୍ଥିତ ଥିବାରୁ ସର୍ବଦା ଏଠାରେ ଥଣ୍ଡା ତାପମାତ୍ରା ଅଧିକ ରହିଥାଏ ଫଳରେ ଏଠାରେ ଷ୍ଟ୍ରବେରୀ ଚାଷର କରିବା ପାଇଁ…

ମୋ ଓଡିଶା ସାହିତ୍ୟ ପ୍ରତିଯୋଗିତାର ଉଦଯାପନୀ ଓ ପାଠଚକ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ ମୋ ଓଡିଶା ସାହିତ୍ୟ ପ୍ରତଯୋଗିତା ଓ ଜଗନ୍ନାଥ ସଂସ୍କୃତି ର ଉଦଯାପନୀ ଉତ୍ସବ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି, ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଧରାକୋଟ ର ରାଷ୍ଟ୍ରପତି…

ଖେଳହେଲା କାଳ: ବାଲି ଚାଲାଣ ଦ୍ଵାରା ସୃଷ୍ଟି ଗାତରେ ପଡ଼ି ନାବାଳକର ମୃତ୍ୟୁ

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ ଅନ୍ତର୍ଗତ ଗୌଡ଼ପୁଟ ଗୋଲାସାହିରେ ବାଲି ଗାତରେ ପଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଛି ଏବଂ ଦୁଇଜଣ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।ମୃତ ନାବାଳକ ଜଣକ ଗୌଡ଼ପୁଟ ଗୋଲାସାହିର ଲଡୁ ପାତ୍ରଙ୍କ ପୁଅ ସାଇରାମ ପାତ୍ର। ସୂଚନା ଅନୁଯାୟୀ ସାଇରାମ ଓ ତାର…

କେନାଲ ରେ ଭାସୁଛି ବୃଦ୍ଧଙ୍କ ମୃତ ଦେହ…

ମାଲକାନଗିରି : ଆଜି ସକାଳ ୭ଟା ସମୟରେ ମାଲକାନଗିରି ମୁଖ୍ୟ କେନାଲରେ ଏକ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି । କିଛି ବ୍ୟକ୍ତି ଶୌଚ କରୁଥିବା ସମୟରେ କେନାଲ ମଧ୍ୟରେ ଏକ ଶବ ରହିଥିବା ଦେଖି ନିକଟସ୍ଥ ବସ୍ତିରେ ଖବର ଦେଇଥିଲେ । ଘଟଣା ପ୍ରଘଟ ହେବା ପରେ କେନାଲ ନିକଟରେ ଲୋକାରଣ୍ୟ ହେଇ…

ଦୁଇ ଫେରାର ଆସାମୀ ୱାରେଣ୍ଟି ବଳରେ ଗିରଫ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ପୁଲିସ ମଙ୍ଗଳବାର ଦୁଇ ଜଣ ଫେରାର ଆସାମୀକୁ ୱାରେଣ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ୨୦୦୮ କନ୍ଧମାଳ ଦଙ୍ଗା ମାମଲାରେ ସମ୍ପୃକ୍ତ ରହିଥିବା ଅଭିଯୋଗରେ ଦୁର୍ଗାପଙ୍ଗା ଗ୍ରାମର ନରସିଂହ ବଣିଆ…