Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଅଲ ଓଡିଶା ରାତ୍ରି ହାଙ୍ଗାମା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବାଣପୁର ଚମ୍ପିୟାନ
ନୟାଗଡ଼ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ମହୋତ୍ସବ ପଡ଼ିଆରେ ରାଜସୁନାଖଳା ସ୍ପୋର୍ଟ୍ସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଏକ ଦିବସୀୟ ରାତ୍ରି ହାଙ୍ଗାମା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ!-->…
ଡ୍ରେନ ନାହିଁ, ରାସ୍ତା ଉଚ୍ଚା: ରାଇଘର କୋଦୁଭାଟା ସାହିରେ କାଳବୈଶାଖୀ ବର୍ଷାରେ ଜଳବନ୍ଦୀ ଅବସ୍ଥା, ବଢୁଛି ଜନ ଅସନ୍ତୋଷ
ଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ଅନ୍ତର୍ଗତ କୋଦୁଭାଟା ସାହିରେ ଚାଲିଥିବା ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଦୁର୍ଦ୍ଦଶାର କାରଣ ସାଜିଛି। ରାସ୍ତା ନିର୍ମାଣ ସମୟରେ ପାଣି ନିଷ୍କାସନ ପାଇଁ ଡ୍ରେନ ବ୍ୟବସ୍ଥା କରାଯାଇ ନଥିବାରୁ!-->!-->!-->…
କୋଟପାଡ଼ରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି : ୫୮ଟି ଅଭିଯୋଗ ମଧ୍ୟରୁ ୭ଟିର ତୁରନ୍ତ ସମାଧାନ
କୋଟପାଡ଼ (ବସନ୍ତ ପେଗଡ଼): କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ସଭାଗୃହ ପରିସରରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଏବଂ ଆରକ୍ଷୀ ଅଧିକ୍ଷକ (SP) ରୋହିତ ବର୍ମା ଏଥିରେ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ!-->!-->!-->…
ଜୟପୁର ସହରରେ ଗୁଣାତ୍ମକ ବିଜୁଳି ଯୋଗାଣ ନିମନ୍ତେ ଟିପିଏସ୍ଓଡିଏଲର ପଦକ୍ଷେପ
ବର୍ଦ୍ଧିତ ବିଜୁଳି ଚାହିଦା ସମୟରେ ଭରସାଯୋଗ୍ୟ ବିଜୁଳି ସେବା
ଝଡ଼ ପ୍ରଭାବିତ ଭିତ୍ତିଭୂମିର ତୁରନ୍ତ ପୁନରୁଦ୍ଧାର
ତ୍ରୁଟି ପରିଚାଳନା ନିମନ୍ତେ ଅତ୍ୟାଧୁନିକ ସ୍କାଡା ଟେକ୍ନୋଲୋଜି
ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ ହେଉଛି ଉନ୍ନତ ବିଜୁଳି ଭିତ୍ତିଭୂମିଜୟପୁର : ବିଦ୍ୟୁତ!-->!-->!-->!-->!-->!-->!-->!-->!-->!-->…
ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରଙ୍ଗଣିପାଟଣା ଓ ସରଧାପୁର ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ (PEO) ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ଅବସର ଗ୍ରହଣ ଅବସରରେ ବ୍ଲକ ସଭାଗୃହଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଗ୍ରାମପଞ୍ଚାୟତ ଅଧିକାରୀଙ୍କ!-->…
ଭୁଲ ବୁଝାମଣା ପାଇଁ ଦୁଇପକ୍ଷ ମଧ୍ୟରେ ଗଣ୍ଡଗୋଳ: ୨ଗିରଫ ଓ କୋର୍ଟ ଚାଲାଣ
ନୟାଗଡ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋରପିଠା ହରିଜନ ସାହିରେ ଭୁଲ ବୁଝାମଣା ପାଇଁ ଦୁଇ ପଡୋଶୀ ମଧ୍ୟରେ ମାରପିଟ୍ ଘଟଣାରେ ଓଡ଼ଗାଁ ପୋଲିସ ୨ ମାମଲା ରୁଜୁ କରି ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ସେମାନେ ହେଲେ ରାବଣ ଓରଫ ଲକ୍ଷଣ ନାୟକ ଓ!-->…
ମାଲକାନଗିରିରେ ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ୨୦ ଦିନିଆ ଗ୍ରୀଷ୍ମ ଶିକ୍ଷାଶିବିର, ଜୁନ୍ ୧ ରୁ ଆରମ୍ଭ
ମାଲକାନଗିରି : ଶିକ୍ଷା ବିଭାଗ ମାସିକ ସମୀକ୍ଷା ବୈଠକରେ ଜିଲ୍ଲାପାଳ ମାଲକାନଗିରିଙ୍କ ଉପଦେଶ ଓ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ମାଲକାନଗିରି ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୨୦ ଦିନିଆ ବିଦ୍ୟାଳୟ ସ୍ତରୀୟ!-->…
ଭଞ୍ଜନଗର ରେ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି
ଭଞ୍ଜନଗର : ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ୍ ଭି , ଗଞ୍ଜାମ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସମୀର କୁମାର ଜେନା, ଉପ!-->…
ସ୍ବାମୀ ସହ ଆସି ମହାନଦୀକୁ ଡେଇଁଲେ ନବବିବାହିତା
ସୋନପୁର :ମହାନଦୀ ସେତୁ ଉପରୁ ଡେଇଁ ମହିଳା ଗୁରୁତର l ସୋନପୁର ମହାନଦୀ ସେତୁ ଉପରୁ ଆଜି ଜଣେ ମହିଳା ମହାନଦୀ ଗର୍ଭକୁ ଡେଇଁ ଜୀବ ହାରିବା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି l ଆଜି ସକାଳେ ଜଣେ ଦମ୍ପତ୍ତି ଏକ ମୋଟର ସାଇକେଲ ରେ ଆସି ବ୍ରିଜ ଉପରେ ଅଟକି ଥିଲେ l ଉଭୟେ କିଛି ସମୟ ଫଟୋ ଉଠେଇଥିଲେ!-->…
ନିଖିଳ ଉତ୍କଳ କଳାନିକେତନର ନବମ ରାଷ୍ଟ୍ରୀୟ ନାଟକ ଓ ନୃତ୍ୟ ମହୋତ୍ସବ
ପୁରୀ : ପୁରୀ ଗ୍ରାଣ୍ଡ ରୋଡ଼ ସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର 'କ' ପ୍ରେକ୍ଷାଳୟ ପରିସରରେ ନିଖିଳ ଉତ୍କଳ କଳାନିକେତନ ପକ୍ଷରୁ ଦୁଇ ଦିନିଆ ନବମ ରାଷ୍ଟ୍ରୀୟ ନାଟକ ଓ ନୃତ୍ୟ ମହୋତ୍ସବ (ଷ୍ଟାର କାଳଚୁରାଲ ଫେଷ୍ଟିଭାଲ ) ମହାସମାରୋହରେ ଶନିବାର ଉଦଘାଟିତ ହୋଇଯାଇଛି। ଜାତୀୟ ସ୍ତରର ପ୍ରଥିତଯଶା ମଞ୍ଚ!-->…