Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସାବଧାନ ମାତିଛନ୍ତି ଭଣ୍ଡ ବାବା…
ନିମାପଡା - କେତେକ ଲୋକ ପରିଶ୍ରମ ନ କରି ରାତା ରାତି ବଡ ହେବା ନିଶାରେ ଟଙ୍କା ରୋଜଗାର କରିବା ପାଇଁ ଗଳିଆ ବାଟ ଖୋଜନ୍ତି। ଆମେ ଈଶ୍ୱର ବିଶ୍ୱାସୀ ହେବା ସହିତ ଧର୍ମକୁ ମାନିଥାଉ ଆଉ ସେଇ ଧାର୍ମିକ ଭାବନାକୁ ଖେଳି କେତେକ ଦୁର୍ବୁତ୍ତ ଭଣ୍ଡ ବାବା ହୋଇ ଲୋକ ମାନଙ୍କ ସହିତ ଖେଳିଥାନ୍ତି।ସୂଚନା!-->…
ଶିକ୍ଷକ ଅଭାବ :ପର୍ତ୍ତମାହା ସେବାଶ୍ରମରେ ଶିକ୍ଷକ ଯୋଗାଇ ଦେବାପାଇଁ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ…
ଦାରିଙ୍ଗବାଡ଼ି,୩୦/୧୧, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ପର୍ତ୍ତମାହା ସେବାଶ୍ରମରେ ଶିକ୍ଷକ ଅଭାବ ନେଇ ଆବଶ୍ୟକ ଶିକ୍ଷକ ଯୋଗାଇ ଦେବାପାଇଁ ଗ୍ରାମବାସୀ ଜିଲ୍ଲାପାଲଙ୍କୁ ଲିଖିତ ଅଭିଯୋଗ କଲେ। ସୂଚନା ପର୍ତ୍ତମାହା ସେବାଶ୍ରମରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ଯାଏ ୨୬୮!-->!-->!-->…
ୟୁନିସେଫ ଟିମର ହିଞ୍ଜିଳିକାଟୁ ବ୍ଳକ ପରିଦର୍ଶନ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ର ବିଭିନ୍ନ କ୍ଷେତ୍ର ମଙ୍ଗଳବାର ପରିଦର୍ଶନ କଲେ ୟୁନିସେଫ ଟିମ । ପ୍ରଥମେ ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟ ରେ ୟୁନିସେଫ ଟିମର ମୁଖ୍ୟ କ୍ଷେତ୍ର ଅଧିକାରୀ ୱିଲିଆମ ଜେହାନଲନ ଓ ପାଣି ପରିମଳ ୱାସ ବିଶେଷ ଅଧିକାରୀ ସିପ୍ରା ସକସେନା,ଓମକାର ଖାରେ ପହଞ୍ଚି!-->…
ବିଜ୍ଞାନ ମହାବିଦ୍ୟାଳୟରେ ପ୍ଳାଷ୍ଟିକମୁକ୍ତ ସଚ଼େତନତା ଅଭିଯାନ…
( ସ୍ବଚ୍ଛ ପରିବେଶ ହିଁ ଦେଶ ବିକାଶର ଭିତ୍ତିଭୂମୀ ଅଟେ - ସଭାପତି )
ଆସିକା ତା ୨୯/୧୧ - ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ଏବଂ ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ତଥା ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର ଅଂଶ ବିଶେଷରୂପେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ପ୍ଳାଷ୍ଟିକ!-->!-->!-->!-->!-->…
ବିଶ୍ବ ଏଡସ୍ ଦିବସ-୨୦୨୩ ଅବସରେ ସମ୍ପ୍ରଦାୟକୁ ନେତୃତ୍ବ ଦିଅନ୍ତୁ ଶୀର୍ଷକ ଆଲୋଚନା ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ଵାତି , ଜିଲ୍ଲା ସାସ୍ଥ୍ୟସମିତି, କନ୍ଧମାଳ ଓ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତର ମିଳିତ ସହଯୋଗରେ ବିଶ୍ବ ଏଡସ୍ ଦିବସ-୨୦୨୩ ଅବସରେ ଫୁଲବାଣିସ୍ଥିତ ଚନ୍ଦନନଗର ଠାରେ ସମ୍ପ୍ରଦାୟକୁ ନେତୃତ୍ବ ଦିଅନ୍ତୁ ଶୀର୍ଷକ ଆଲୋଚନା!-->…
ଓଡ଼ିଶା କେନ୍ଦୁପତ୍ର କର୍ମଚାରୀସଂଘର ବିଭିନ୍ନ ଦାବୀ ନେଇ ଭୁବନେଶ୍ଵର ଚାଲ ଆହ୍ଵାନ…
ଦେବଗଡ଼, ୨୯|୧୧ ଦେବଗଡ଼ ବସନ୍ତ ନିବାସ ଠାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଡିଭିଜନ ସ୍ଥରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଡିଭିଜନ ସମ୍ପାଦକ ଭୁପେନ୍ଦ୍ର ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ଦେବଗଡ଼ ଡିଭିଜନର ତିଲେଇବଣି, ରିଆମାଳ, ଦେବଗଡ଼, ବାରକୋଟ, କଣ୍ଡଲ ,!-->!-->!-->…
ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କୁ ୫ ଦଫା ଦାବୀପତ୍ର ପ୍ରଦାନ…
ଦେବଗଡ,୨୯ା୧୧:ରାଜ୍ୟର ସମସ୍ତ ଧାନମଣ୍ଡି ଗୁଡିକୁ ଅବିଳମ୍ବେ ଖୋଲାଯିବା ସହ ଏଗୁଡିକୁ ସବୁଦିନ ଖୋଲା ରଖିବା , ଧାନ କ୍ରୟ ସମୟରେ କଟନୀ ଛଟନୀ ବନ୍ଦ ବନ୍ଦ କରିବା, ଧାନମଣ୍ଡିରେ ମିଲର ମାନଙ୍କ ଦାଦାଗିରି ବନ୍ଦ କରିବା ଓ ମିଲର ମାନଙ୍କ ଅବାଧ ପ୍ରବେଶକୁ ବନ୍ଦ କରିବା ଓ ଧାନକିଣା କ୍ଷେତ୍ରରେ!-->!-->!-->…
କିଶୋର ନ୍ୟାୟ ଅଧିନିୟମ ସମ୍ପର୍କିତ ଜିଲ୍ଲା ସ୍ତରୀୟ କାର୍ମଶାଳା…
ଦେବଗଡ଼, ୨୯|୧୧: ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁମାନଙ୍କ ସୁରକ୍ଷା ଓ ଯତ୍ନ ପାଇଁ କିଶୋର ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ କରିବା ଉଦେଶ୍ୟ ନେଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଡିଏସପି ଏଚଆରପିସି ଅଜୟ ତିର୍କୀଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ଶିଶୁ!-->!-->!-->…
ଶାନ୍ତିଶୃଙ୍ଖଳା ସହ ସରିଲା ଚିକିଟୀ ଉପନିର୍ବାଚନ
ଚିକିଟୀ : ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଦୀର୍ଘ ଦିନ ହେଲା ତିନି ନମ୍ବର ୱାର୍ଡରେ ଖାଲି ଥିବା କାଉନ୍ସିଲର ପଦବୀ ସକାଶେ ଆଜି ପୂର୍ବାହ୍ନରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।ସୂଚନା ପ୍ରକାରେ ଗତ କିଛିଦିନ ତଳେ ଏଠାକାର ତିନି ନମ୍ବର ୱାର୍ଡର କାଉନ୍ସିଲର ଭାବେ ଚିକିଟୀ ବିଧାୟିକା!-->…
ରାଜ୍ୟ ସାମ୍ୱାଦିକ ସଂଘ(ଏସୟୁଜେ, ଓଡ଼ିଶା)ର ବରଗଡ଼ ଶାଖା ଗଠିତ
ବରଗଡ : ସାମ୍ବାଦିକଙ୍କ ଏକତା ଓ ନିରପେକ୍ଷତା ସାମ୍ବାଦିକତା ସମାଜର ଦର୍ପଣ ପରି କାମକରିଥାଏ। ଏଣୁ ସାମ୍ବାଦିକ ମାନେ ସମାଜର ସୂତ୍ରଧାର ଭାବେ ସମାଜକୁ ସବୁବେଳେ ଦର୍ଶନ ଦେଇଥାନ୍ତି। ଆଜି ବରଗଡ ସହରର ହୋଟେଲ ସ୍ୱସ୍ତିକ ସଭାକକ୍ଷରେ ରାଜ୍ୟ ସାମ୍ବାଦିକ ସଂଘ(ଏସୟୁଜେ) ପକ୍ଷରୁ ବରଗଡ ଜିଲ୍ଲା!-->…