Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିଜେପି ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ ନିମନ୍ତେ ପ୍ରସ୍ତୁତି ବୈଠକ
ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା କ୍ଷେତ୍ର ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ଅଧ୍ୟକ୍ଷତାରେ ଆଜି ସଂଧ୍ୟାରେ ସ୍ଥାନୀୟ!-->…
ମାଁ ମହୁରି କାଳୁଆଙ୍କ ଯାତ୍ରା ଉଦଯାପିତ
ହିଞ୍ଜିଳିକାଟୁ(୨୬/୧୧) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କୋରଡ଼ା ଗ୍ରାମରେ ଗତ ୮ ଦିନ ଧରି ଚାଲିଥିବା ମାଁ ମହୁରି କାଳୁଆଙ୍କ ଯାତ୍ରା ଉଦଯାପିତ ରଵିବାର ହୋଇଯାଇଛି। ରବିବାର ଅସ୍ଥାୟୀ ମନ୍ଦିରରୁ ମା'ଙ୍କୁ ବିଦାୟ ଦିଆଯାଇଛି। ପ୍ରଥମ ଦିବସ ୧୯ ତାରିଖରେ ମା'ଙ୍କୁ ଆବାହନ ପରେ ପ୍ରତି!-->…
ଆସିକା ସରକାରୀ ଚିକିତ୍ସାଳୟ ମୁଖ୍ୟ ଫାଟକ ନିର୍ମାଣଧିନ ବେଳେ ଭୁଶୁଡ଼ି ଜଣେ ମହିଳା ଶ୍ରମିକ ଗୁରୁତର…ଏହାହିଁ 5T…
ବ୍ରହ୍ମପୁର : ୨୬-୧୧ଆସିକା ସରକାରୀ ଚିକିତ୍ସାଳୟ ର ନିର୍ମାଣଧିନ ଗେଟ ରେ କଂକ୍ରିଟ ଢଳେଇ ବେଳେ ଭୁଶୁଡ଼ି ଜଣେ ମହିଳା ଶ୍ରମିକ ଗୁରୁତର। ଆସିକା ତୋଟା ସାହିର ନିଳାଦାସ ବୋଲି ଜଣାପଡିଛି। ଆସିକା ରେ ଫାଇବ ଟି ମଧ୍ୟମରେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ ବିନା ଟେଣ୍ଡେର ରେ ଚାଲିଛି। ଫାଇବ ଟି!-->…
ବହୁମୁଖୀ କଳା ପ୍ରତିଭା ଏଲ .ଶେଷାଦ୍ରୀ ରେଡ୍ଡୀଙ୍କ ଅକାଳ ବିୟୋଗ…
ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ରେଡ୍ଡୀ ସାହି ନିବାସୀ ତଥା ବହୁମୁଖୀ କଳାପ୍ରତିଭାର ଅଧିକାରୀ ରେକିମାଷ୍ଟର ଏଲ. ଶେଷାଦ୍ରୀ ରେଡ୍ଡୀ (୬୨)ଙ୍କର ଶୁକ୍ରବାର ରାତ୍ର ପ୍ରାୟ ୮ଘଣ୍ଟ ସମୟରେ ଅକାଳ ବିୟୋଗ ଘଟିଛି । ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିବା ବେଳେ ଶୁକ୍ରବାର ଦିନ!-->!-->!-->…
ନାଳରେ ବୁଡି ଯୁବକଙ୍କ ମୃତ୍ୟୁ…
ଦେବଗଡ଼,୨୫ା୧୧: ଦେବଗଡ ପୌରାଂଚଳ ୧୧ ନମ୍ବର ୱାର୍ଡର ମହୁଲଢିପାସାହି ନାଳରେ ବୁଡି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଶନିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ସା୍ଥନୀୟ କଚେରିସାହିର କିଶୋର ଚନ୍ଦ୍ର ଦଣ୍ଡିଆ ଓରଫ ଟୁବୁଲୁ (୪୨) ମହୁଲଢିପାସାହି ନାଳକୁ ଗାଧୋଇବାକୁ ଯାଇଥିବା ବେଳେ!-->…
ଦୁର୍ଘଟଣା ରୁ ଅଳ୍ପକେ ବର୍ତିଲେ ଯବାନ ନିଷ୍କ୍ରିୟ କଲେ ସୁରକ୍ଷାବାହିନୀ ଯବାନ…
ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ବିଜାପୁର ଜିଲ୍ଲା ଆୱାପଲ୍ଲୀ ଥାନା ଅନ୍ତର୍ଗତ ବାସାଗୁଡା ସଡ଼କରେ ମାଓବାଦୀ ଦ୍ୱାରା ଖଞ୍ଜାଯାଇଥିବା ଆଇଇଡିକୁ ଉଦ୍ଧାର କରି ସୁରକ୍ଷାବାହିନୀ ଯବାନମାନେ ନିଷ୍କ୍ରିୟ କରିଛନ୍ତି l ମିଳିଥିବା ସୂଚନା ଅନୁଯାଇ ସୁରକ୍ଷାବାହିନୀ ଯବାନମାନଙ୍କୁ!-->!-->!-->…
ଆଦିବାସୀ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଜନସଚେତନତା ଶୋଭାଯାତ୍ରା…
ବାଲିଗୁଡା : ଯୁବ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବା ସହିତ ସେମାନଙ୍କୁ ଏକ ସଚେତନ ଯୁବକ ଯୁବତୀ ଭାବେ ଗଢି ତୋଳିବା ନିମନ୍ତେ ରାଜ୍ୟ ସରକାର ତଥା ଉଚ୍ଚ ଶିକ୍ଷା ବିଭାଗ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଗୁଡିକରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ “#ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା"!-->…
ଅଣ୍ଡର 14 ହକି ଖେଳାଳିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା !
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ବିର୍ସା ମୁଣ୍ଡା ହକି ଇଷ୍ଟାଦୀୟମ ରେ ଚଳିତ ମାସ ୧୭ ତାରିଖ ରୁ ଅଣ୍ଡର 14 ହକି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା !ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ୧୩ ଟି ଜିଲ୍ଲାରୁ ଅଣ୍ଡର 14 ର ଖେଳାଳି ମାନେ ଯୋଗଦେଇଥିଲେ ! ଏହି ମଧ୍ୟରୁ ସୁନ୍ଦରଗଡ଼!-->…
ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା ଆନୁକୁଲ୍ୟରେ ସାନପତ୍ରପାଲି ଗ୍ରାମରେ କୁଟୀର ଶିଳ୍ପ ସମ୍ପର୍କିତ ତାଲିମ…
ସୁନ୍ଦରଗଡ : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ, ସୁନ୍ଦରଗଡ ଦ୍ଵାରା ନୂଆ - ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା ଆନୁକୁଲ୍ୟରେ ସାମାଜିକ ସଚେତନାମୂଳକ କାର୍ଯ୍ୟକ୍ରମରେ ଶୁଭାରମ୍ଭ ହୋଇ ଯାଇଛି। ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ସୁନ୍ଦରଗଡ ଜିଲ୍ଲା ସାନପତ୍ରାପାଲି ଗ୍ରାମରେ କୁଟୀର ଶିଳ୍ପ!-->…
ରାହାସଯାତ୍ରା, ଯୁଗଳ ମୂର୍ତ୍ତିଙ୍କ ସହର ପରିକ୍ରମା…
ଦେବଗଡ଼,୨୫ା୧୧ : ପବିତ୍ର ରାହାସ ପୂର୍ଣ୍ଣିମା ଅବସରରେ ଆୟୋଜିତ ହେବାକୁଥିବା ରାହାସ ଯାତ୍ରା ନିମନ୍ତେ ଆୟୋଜକ ଗୋପୀକିଶୋର ଏସୋସିଏସନ୍ ପକ୍ଷରୁ ଭବ୍ୟ ଶୋଭାଯାତ୍ରା ସମେତ ଅଧିବାସ ଅନୁଷ୍ଠିତ ହୋଇଯାଇଛି । ରାଧାକୃଷ୍ନଙ୍କ ଯୁଗଳ ମୂର୍ତ୍ତି ଙ୍କୁ ଦେବଗଡ ପୌରାଂଚଳ ଭିତିରିଆସାହି ସ୍ଥିତ ପୂଜା!-->…