Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ନକଲି ଶିକ୍ଷାଗତ ପ୍ରମାଣ ପତ୍ର ଦେଇ ଲ୍ୟାମ୍ପ ସି.ଏସ୍.ରେ ଚାକିରି କରୁଥିବା ଅଭିଯୋଗ : ମୋକଦ୍ଦମା ରୁଜ୍ଜୁ…
ଦାରିଙ୍ଗବାଡ଼ି (୨୨/୧୧) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଲ୍ୟାମ୍ପ ସି.ଏସ୍.ରେ କାର୍ଯ୍ୟରତ ଜଣେ ଏମ୍.ଡି. ଓ ଆଉ ଜଣେ ବିକ୍ରେତା ନକଲି ଶିକ୍ଷାଗତ ପ୍ରମାଣ ପତ୍ର ଦେଇ ଚାକିରି କରୁଥିବା ନେଇ ଦାରିଙ୍ଗବାଡ଼ି ଲ୍ୟାମ୍ପ ସମବାୟ ସମିତିର ନିର୍ବାଚିତ ପ୍ରେସିଡେଣ୍ଟ ଲିଲିମା ପ୍ରଧାନ!-->…
ମାତୃ ମୃତ୍ୟୁହାର କମାଇବାରେ ଆନୁଷ୍ଠାନିକ ପ୍ରସବର ଭୂମିକା ଶୀର୍ଷକ ଆଲୋଚନା ଚକ୍ର…
ଫୁଲବାଣୀ- ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲରେ ସେବା ମଧ୍ୟରେ ମାତୃ ଓ ଶିଶୁ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଶିଶୁ ଓ ମାତୃ ମୃତ୍ୟୁହାର କମାଇବାରେ ଆନୁଷ୍ଠାନିକ ପ୍ରସବର ମହତ୍ଵ ଯଥେଷ୍ଟ ଅଧିକ । ଜନ ସଚେତନତା ସୃଷ୍ଟି କରାଇ ଉପାନ୍ତ ଅଂଚଳ ଗୁଡିକରେ ସମସ୍ତ ଗର୍ଭବତୀଙ୍କୁ ଘରୋଇ!-->…
ମାଲକାନଗିରି ମୁଖ୍ୟଚିକିତ୍ସାଳୟରେ ଉଦଘାଟିତ ହେଲା୧୦ ଟି ୧୦୮ ଆମ୍ବୁଲାନ୍ସ…
ମାଲକାନଗିରି : ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ମାଲକାନଗିରି ମୁଖ୍ୟଚିକିତ୍ସାଳୟରେ ଉଦ୍ଘାଟିତ ହେଲା ୧୦ ଟି ୧୦୮ ଆମ୍ବୁଲାନ୍ସ । ଆଜି ଏହି ଉଦ୍ଘାଟନ ସମାରହରେ ମାଲକାନଗିରି ଜିଲ୍ଲା ବି ଜେ ଡି ଉପାଧକ୍ଷ ଜିଲ୍ଲା ପରିଷଦ ପତିତ ପାବନ ବୈଦ୍ୟ ଓ ମୁଖ୍ୟଚିକିତ୍ସାଳୟର ସମସ୍ତ ଅଧିକାର!-->!-->!-->…
ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ତମ ଜୟନ୍ତୀ ପାଳିତ…
ମାଲକାନଗିରି, ୨୨.୧୧.୨୩: ଇଂରେଜ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରି ବଣ ପାହାଡ ଘେରା ଅଭିଭକ୍ତ କୋରାପୁଟରୁ ସ୍ଵାଧୀନତା ସଂଗ୍ରାମ ର ତୁରୀବାଦ କରିଥିବା ମହାନ୍ ଦେଶଭକ୍ତ ସ୍ଵାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ତମ ଜନ୍ମ ଜୟନ୍ତୀ ମାଲକାନଗିରି ମହିଳା ଉଚ୍ଚ ମାଧ୍ୟମିକ!-->!-->!-->…
ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ ତମ ଜୟନ୍ତୀ ମଣ୍ଡଳ କାରାଗାର ବ୍ରହ୍ମପୁର ଠାରେ ପାଳିତ…
ବ୍ରହ୍ମପୁର :ତା.୨୨.୧୧.୨୩ ଇଂରେଜ ଶାସନ ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ବଣ ପାହାଡ ଘେରା ଅବିଭକ୍ତ କୋରାପୁଟରୁ ସ୍ବାଧୀନତା ସଂଗ୍ରାମର ତୂରୀନାଦ କରିଥିବା ମହାନ ଦେଶଭକ୍ତ ସ୍ବାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ ତମ ଜନ୍ମ ଜୟନ୍ତୀ ଦିବସ ବ୍ରହ୍ମପୁର ମଣ୍ଡଳ କାରାଗାର ପରିସରରେ!-->…
ଖୁଲାମ ଖୁଲା ଚାଲିଛି ଗୁଟକା ତମ୍ବାଖୁ ବେପାର:ସାଲିସ ନା ଟେର ପାଉନି ପ୍ରଶାସନ…
ବ୍ରହ୍ମପୁର : ୨୨-୧୧ ଗଞ୍ଜାମ ଜିଲ୍ଲାରେ କୋଣ ଅନୁକୋଣରେ ଗୁଟଖା ଓ ତମ୍ବାଖୁ ବେପାର ଖୁଲାମ ଖୁଲା ଚାଲିଛି। ଆମ ଦେଶରେ ତମ୍ବାଖୁ ଓ ଗୁଟଖା ସେବନ କରି କର୍କଟ ରୋଗ ରେ ଅନାୟାସରେ ମୃତ୍ୟୁ ବରଣ ଘଟଣା ବଢ଼ିବା ଯୋଗୁଁ ଏହା ପାଇଁ ସରକାର କିଛି ନିୟମ କରିଛନ୍ତି। ୨୦୦୩ ମସିହାରେ ଭାରତ ସରକାର ଏକ ଆଇନ!-->…
ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ସିଡିଏମଙ୍କୁ ସ୍ମାରକପତ୍ର ପ୍ରଦାନ…
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଆଠ ଲକ୍ଷ ଲୋକ ସ୍ୱାସ୍ଥ୍ୟ ସେବା ପାଇବାକୁ ଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି।ହେଲେ ଜିଲା ମୁଖ୍ୟ ଚିକିତ୍ସାଳୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାରେ ସୁଧାର ଆସୁନାହିଁ।ମୁଖ୍ୟ ଚିକିତ୍ସାଳୟରେ ୬୦ଭାଗ ଡାକ୍ତର ପଦବୀ ଖାଲି ପଡିଥିବା ବେଳେ!-->!-->!-->…
ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଧ୍ୟାଳୟ, କଳା ଓ ବାଣିଜ୍ୟ ବିଭାଗର ଛାତ୍ରୀବାସ ହେବ କେବେ ?
ଉମରକୋଟ (୨୨/୧୧/୨୦୨୩) ରାଇଘର ବ୍ଲକ ସଦର କଳା ଓ ବାଣିଜ୍ୟ ବିଭାଗ ପଞ୍ଚାୟତ ସମିତି କଲେଜଟି ସନ ୧୯୯୭ ମସି୍ୟାରେ ସ୍ଥାପିତ ହେବା ପରେ ମାତ୍ର ୬୪ ଜଣ ଛାତ୍ର ଛାତ୍ରୀ ନେଇ ଆରମ୍ଭ ହେଇ ଆଜି ୨୦୨୩ ମସି୍ୟାରେ ଛାତ୍ରୀ ଓ ଛାତ୍ର ସଂଖା ବର୍ତ୍ତମାନ ୭୯୩ ଜଣ ଅଛନ୍ତି l ଏହା ଭିତରୁ କଳା ବିଭାଗ ରେ ୬୪୭!-->…
ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…
ଫୁଲବାଣୀ : ବିଜୁ ଜନତା ଦଳର କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଵିଜୟ ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଳକ ସଭାପତି ଏବଂ ପୌରପରିଷଦର ନଗର ସଭାପତିଙ୍କୁ ନେଇ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରଶିକ୍ଷଣ ଶିବିର!-->!-->!-->…
ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ କ଼଼ଇଁଛଙ୍କ ସୁରକ୍ଷା ପାଇଁ ସଚେତନତା ଶିବିର ଅନୁଷ୍ଠିତ…
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵନଖଣ୍ଡ ଅଧିନସ୍ଥ ଗହୀରମଥା(ବନ୍ୟ ପ୍ରାଣୀ) ଵନାଞ୍ଚଳଙ୍କ ସାମୁଦ୍ରିକ ଅଭୟାରଣ୍ୟରେ ଅଣ୍ଡା ଦେଵାକୁ ଆସିଥିବା କ଼଼ଇଁଛଙ୍କ ସୁରକ୍ଷା ନିମନ୍ତେ ଆଜି ସଚେତନତା ଶିବିର ଗହିରମଥା ବନାଞ୍ଚଳଙ୍କ କାର୍ଯ୍ୟାଳୟ ଶାସନପେଟା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି!-->…