Browsing Category

ଆଞ୍ଚଳିକ

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

ଫୁଲବାଣୀ : ଗାନ୍ଧି ସ୍ମୃତି ଭବନ, ସଭାଘର, ଫୁଲବାଣୀ ପରିସରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କନ୍ଧମାଳ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାରି ଗୋଟି ବ୍ଲକ ଓ ଫୁଲବାଣୀ ପୌରପରିଷଦ ଅଞ୍ଚଳର ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ ଶିବିର ଅନୁଷ୍ଠିତ

ଭୋଟ ମତଦାନ ସଚେତନତା ଅଭିଯାନ ଅନୁଷ୍ଠିତ

ଫୁଲବାଣୀ :ସ୍ଥାନୀୟ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ଶୁକ୍ରବାର ଦିନ "ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ " ଆନୁକୂଲ୍ୟରେ ସାମାଜିକ କାର୍ଯ୍ୟ ଅଧୀନରେ 'ଭୋଟ ମତଦାନ ସଚେତନତା ଅଭିଯାନ' ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କନ୍ଧମାଳର ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ

ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା

ମାଲକାନଗିରି : ମାଲକାନଗିରି କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ନିକଟରେ ପୁଣି ଥରେ ଘଟିଯାଇଛି ଏକ ବିଭତ୍ସ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗାଦିପୁଟ ଗ୍ରାମ ର ସୁରେଶ ଚନ୍ଦ୍ର ଦୋରା,ବୟସ-୨୬ ବର୍ଷ ନାମକ ଜଣେ ବ୍ୟକ୍ତି, ଯିଏକି ଟାଟା ପାୱାର କମ୍ପାନୀ ରେ

ପୋଲିସ ଭ୍ୟାନ ଦୁର୍ଘଟଣାରେ ଇଂଜିନିୟରିଂ ଛାତ୍ରଙ୍କ ମୃତ୍ୟୁ…

ହିଂଜିଳିକାଟୁ (୧୭ା୧୧): ଗଂଜାମ ଜିଲା ହିଂଜିଳି ଥାନା ରାଜ୍ୟ ରାଜପଥ ନଂ ୩୬ର ଡ଼ି ପାଟପୁର ନିକଟରେ ଗୁରୁବାର ଏକ ପୋଲିସ ଭ୍ୟାନ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଜଣେ ଇଂଜିନିୟର ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଓ ଅନ୍ୟ ଜଣେ ଛାତ୍ର ଗୁରୁତୁର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସପିଟାଲରେ

ରାଜ୍ୟସ୍ତରୀୟ ‘ସୁରଭି’ କୁଇଜ୍‌ ପ୍ରତିଯୋଗିତାରେ ସମୀକ୍ଷା ପୁରସ୍କୃତ…

ଫୁଲବାଣୀ (୧୭/୧୧) : ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ‘ସୁରଭି’ କୁଇଜ୍‌ କାର୍ଯ୍ୟକ୍ରମ ରେ ଫୁଲବାଣୀ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ସମୀକ୍ଷା ପ୍ରଧାନ ଦ୍ବିତୀୟ ସ୍ଥାନ ହାସଲ କରି କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସୂଚନାଯୋଗ୍ୟ,

ଲୋକଙ୍କୁ ସୂଚନା ନଦେଇ ଜଙ୍ଗଲ ଜମି ପାଇଁ ହେଲା ସ୍ଵତନ୍ତ୍ର ଗ୍ରାମସଭା…

ଦାରିଙ୍ଗବାଡି,୧୭/୧୧ : ସାଧାରଣ ଜନତା ଓ ପଞ୍ଚାୟତ ପ୍ରତିନିଧି ଙ୍କୁ ନଜଣେଇ ଅନୁଷ୍ଟିତ ହେଲା ସ୍ଵତନ୍ତ୍ର ଗ୍ରାମସଭା । ଏହାକୁ ନେଇ ନାଏବ ସରପଞ୍ଚ, ୱାର୍ଡ ମେମ୍ବର ଓ ସାଧାରଣ ଲୋକ ଅଭିଯୋଗ କରିଛନ୍ତି । ଓଡ଼ିଶା ସରକାର ଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ମୋ ଜଙ୍ଗଲ ଜମି

ଜଳିଗଲା ଚା’ ଦୋକାନ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ…

ବାଲିଗୁଡ଼ା: ଜଳିଗଲା ଚା ଦୋକାନ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଗଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ନିକଟସ୍ଥ ବୁଡାଗୁଡ଼ା ଯିବା ରାସ୍ତା ଛକ ନିକଟରେ । ଘଟଣା ପ୍ରକାରେ ଗୁରୁବାର

କେଉଟସାହିରେ କାର୍ତ୍ତିକେଶ୍ଵର ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ହିଞ୍ଜିଳିକାଟୁ (୧୭/୧୧) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ କେଉଟସାହିରେ କାର୍ତ୍ତିକେଶ୍ଵର ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏଥିରେ ପୂଜକ ଭାବେ କିଶୋର ଚନ୍ଦ୍ର ପାଠୀ ପୂଜାର୍ଚ୍ଚନା କରିବା ପରେ ଶୁଭ କଳସ ସ୍ଥାପନ କରାଯାଇଥିଲା।ଏଥିରେ କମିଟି ପକ୍ଷରୁ ମଇନା ବେହେରା,

ଚାନ୍ଦପୁର ଗ୍ରାମରେ ରାମଚରିତ ମାନସ କାର୍ଯ୍ୟକ୍ରମ…

ଚିକିଟୀ : ଭାରତୀୟ ଧର୍ମ ଦର୍ଶନେ ରାମଚନ୍ଦ୍ରଙ୍କୁ ମର୍ଯ୍ୟଦା ପରୁଷ ଭାବେ ବିବେଚନା କରାଯାଇଛି।ବାପା-ପୁଅ,ଭାଇ-ଭାଇଙ୍କ ମଧ୍ୟରେ କିଭଳି ସମ୍ପର୍କ ରହିବା ଆବଶ୍ୟକ ଓ ରାଜ କାର୍ଯ୍ୟ କିଭଳି ପାଳନ କରିବା ଉଚିତ ତାଙ୍କ ଚରିତ୍ରରୁ ଅନେକ ଶିକ୍ଷା ମିଳିଥାଏ।ଏଣୁଁ ପ୍ରଭୁ ଶ୍ରୀରାମଙ୍କ ଠାରୁ ଶିକ୍ଷା

ଚିକିଟୀ ପ୍ରେସ କ୍ଲବ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ…

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ପ୍ରେସ କ୍ଳବ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ କ୍ଳବ ସଭାପତି ସୁରେନ୍ଦ୍ର ନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି । କାର୍ଯ୍ୟକ୍ରମକୁ ପ୍ରଥମେ ସମସ୍ତ ଅତିଥି ଙ୍କ ଦ୍ଵାରା ପ୍ରଭୁ ଶ୍ରୀ