Browsing Category

ଆଞ୍ଚଳିକ

ଷ୍ଟାର୍ଟଅପ୍ ଓଡିଶା ଅଭିଯାନ ଅଧୀନରେ ସଚେତନତା କାର୍ଯ୍ୟକ୍ରମ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ଫୁଲବାଣୀରେ ଷ୍ଟାର୍ଟଅପ୍ ଓଡିଶା ଅଭିଯାନ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜିତ ହୋଇଅଛି l ଏହି କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ ଓଡିଶା ଦଳ ସହଯୋଗରେ ନୂତନ ଉଦ୍ଭାବନ, ବଣ୍ଟନ ଏବଂ ପରିବର୍ତ୍ତନ

ଶିଶୁଦିବସପାଳନ ଏବଂ ନଗରରେ ଘୋଷ ସଞ୍ଚଳନ…

ଛତ୍ରପୁର : ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ଶିଶୁ ଦିବସ ପାଳନ ସହିତ ନଗରରେ ଘୋଷବାଦ୍ୟ ସହିତ ସଞ୍ଚଳନ ଅନୁଷ୍ଠିତ ହୋଇଥିଲା। ଆଜି ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫୋଟଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହିତ ପ୍ରଧାନାଚାର୍ଯ୍ଯ ଶ୍ରୀ ରବୀନ୍ଦ୍ରନାଥ ଦାଶ

ଡି ଏଲ ଏସ ପକ୍ଷରୁ ମାନବ ଶୃଙ୍ଖଳ ପଦଯାତ୍ରା…

ଫୁଲବାଣୀ:୧୪/୧୧ ନଭେମ୍ବର ୧୪ ସାରା ଦେଶରେ ଶିଶୁ ଦିବସ ଭାବରେ ପାଳନ କରାଯାଏ ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ବାର୍ଷିକୀ ପାଳନ କରିବାକୁ ଏହି ଦିନ ବିଦ୍ୟାଳୟ, ଶିକ୍ଷାନୁଷ୍ଠାନ ତଥା ପିଲାମାନଙ୍କ ପାଇଁ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ

ସାଇବର ଅପରାଧ ରୋକିବା ସମ୍ବନ୍ଧ ରେ ସଚେତନତା କରାଇଲେ ସ୍ତୁଡେଣ୍ଟ ପୋଲିସ କେଡେଟ ଛାତ୍ର ଛାତ୍ରୀ…

ଛତ୍ରପୁର : ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପବିତ୍ର ଶିଶୁ ଦିବସ ଅବସର ରେ ସ୍ଟଡେଣ୍ଟ ପୋଲିସ କେଡେଟ(ଏସପିସି )ମାନଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ

ସମବାୟ ବିଭାଗ ପକ୍ଷରୁ ସଚେତନତା ରଥର ଶୁଭାରମ୍ଭ

ଛତ୍ରପୁର ; ଓଡିଶା ସରକାରଙ୍କ ସମବାୟ ବିଭାଗ ପକ୍ଷରୁ ୭୦ ତମ ସର୍ବଭାରତୀୟ ସମବାୟ ସପ୍ତାହ ୨୦୨୩ ପାଳନ ଅବସରରେ ସଚେତନତା ରଥ ଶୁଭାରମ୍ଭ ହୋଇଯାଇଛି । ଏନେଇ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସମବାୟ ବିଭାଗର ୩ ଟି ସଚେତନତା ରଥକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି

ସୁରଭି’ କୁଇଜ୍‌ ପ୍ରତିଯୋଗିତାରେ ଫୁଲବାଣୀ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟ ଛାତ୍ରୀ ସମୀକ୍ଷାଙ୍କ କୃତିତ୍ବ…

ଫୁଲବାଣୀ: ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ କ୍ଲଷ୍ଟରସ୍ତରୀୟ, ବ୍ଲକସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ମିଲେଟ୍‌ ଓ କଳା ଉତ୍ସବର କୁଇଜ୍‌ ପ୍ରତିଯୋଗିତାରେ ଫୁଲବାଣୀ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ସମୀକ୍ଷା ପ୍ରଧାନ ପ୍ରଥମ ସ୍ଥାନ

ନିର୍ବାଚିତ ଜନ ପ୍ରତିନିଧି ଙ୍କୁ ଅଣଦେଖା ମାଲକାନଗିରି ବ୍ଲକ କାର୍ଯ୍ୟଳୟରେ ତାଲା ପକାଇବା ସହ ବିକ୍ଷୋଭ…

ମାଲକାନଗିରି, ୧୩।୧୧ ଆଜି ମାଲକାନଗିରି ସଦର ବ୍ଲକ କାର୍ଯ୍ୟଳୟରେ ତାଲା ପକାଇବା ସହ ବିକ୍ଷୋଭ କରିଛନ୍ତି ନିର୍ବାଚିତ ଜନ ପ୍ରତିନିଧି ମାନେ । ସୂଚନା ଅନୁଯାୟୀ ମାଲକାନଗିରି ବ୍ଲକରେ ଥିବା କିଛି ଜନ ପ୍ରତିନିଧିଙ୍କୁ ଅଣଦେଖା କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଅବଗତ ନ କରିବା,

ସମବାୟ ସପ୍ତାହ ପାଳନ ଉପଲକ୍ଷେରେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତି ଯୋଗିତା ଅନୁଷ୍ଠିତ…

ମାଲକାନଗିରି, ୧୩।୧୧ ଆସନ୍ତା ନଭେମ୍ବର ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟାନ୍ତ ସମବାୟ ସପ୍ତାହ ପାଳନ ଉପଲକ୍ଷେ ସମବାୟ ନିବନ୍ଧକ, ମାଲକାନଗିରି ତରଫରୁ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛିା ଏହି ପ୍ରତିଯୋଗିତାରେ ଅଷ୍ଟମ ଶ୍ରେଣୀରୁ ବିଭିନ୍ନ

ସ୍ବର୍ଗତ ଦୟାନିଧି ମଲିକଙ୍କ କୁଇ ଲିପିକୁ ସାର୍ବଜନୀନ କୁଇଲିପି ଭାବେ ଘୋଷଣା

ବାଲିଗୁଡା : ନିଖିଳ ଉତ୍କଳ କୁଇ ସମାଜ ୟୁନିଅନ ଘୁ. ଉଦୟଗିରି ଆନୁକୂଲ୍ୟରେ ହଦଗଡ଼ ଶାଖା ଟିକାବାଲିର ଆବାହକତ୍ଵରେ କୁଇ ସମାଜ ଟିକାବାଲି କାର୍ଯ୍ୟାଳୟ ଠାରେ କୁଇ ଭାଷା , ସାହିତ୍ୟ , ଲିପି , ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସମ୍ବନ୍ଧେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ

ଶହୀଦଙ୍କୁ ଭୁଲିଗଲେ ଆଶାୟୀ ବିଧାୟକ ପ୍ରାର୍ଥୀ

ନିମାପଡ଼ା : ଅର୍ଥ ଓ ବାହୁବଳରେ ନୂଆ ନୂଆ ନେତା ସାଜିଥିବା କିଛି ବ୍ୟକ୍ତିଙ୍କର ଏବେ ନିମାପଡା ନିର୍ବାଚନ ମଣ୍ଡଳୀ ଉପରେ ନଜର ରହିଚି । ବିଧାୟକ ହେବା ପାଇଁ ଏମାନେ ଅର୍ଥଠୁ ଆରମ୍ଭ କରି ନିଜର କଳ, ବଳ ଓ କୌଶଳ ସବୁକିଛି ଲଗାଇ ଦେଇଛନ୍ତି ଏହି ଆଶାୟୀ ନେତାମାନେ । ହେଲେ କିଛିଦିନ ତଳେ ନିମାପଡା