Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଗରିବ ବେହାଲ ନେତା ମାଲେ ମାଲ……ନେତାଙ୍କ ସମ୍ପତ୍ତି ବଢୁଛି ଲୋକଙ୍କ ଘଟୁଛି !
ଭୁବନେଶ୍ୱର : ଏବେ ରାଜ୍ୟରେ ଗରିବ ଗୁରୁବା ଠାରୁ ମଧ୍ୟମଶ୍ରେଣୀ ର ପରିବାର ଲୋକେ ମାହାଙ୍ଗା ମାଡ଼ର ଶିକାର ହୋଇଛନ୍ତି। ପ୍ରତେକ ସାମଗ୍ରୀ ରେ ହୁ ହୁ ହୋଇ ଦର ବୃଦ୍ଧି ଚାଲିଛି। ପ୍ରଥମେ ଚାଉଳ ଅଟା ଟମାଟ ଏବେ ପିଆଜ ପନିପରିବା ଦର ଆକାଶ ଛୁଆଁ ହୋଇଛି। ସାଧାରଣ ଲୋକେ ତ୍ରାହି ତ୍ରାହି ଡାକିଲେଣି!-->…
ପ୍ରଶାସନର ଆଢୁଆଳରେ ଆସିକାରେ ଅନଲାଇନ ଜୁଆଖେଳ ବୃଦ୍ଧି !
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଏକ କେନ୍ଦ୍ର ସ୍ଥଳି ଓ ପ୍ରମୁଖ ହେଉଛି ଆସିକା ସହର।ଏଠାରେ ଅନଲାଇନ ରେ ରେ ବର୍ଷ ସାରା ଜୁଆ ଖେଳ ହୁଏ। ଆଇପିଏଲ ହେଉ କି ଟ୍ୱେଣ୍ଟି ଟ୍ୱେଣ୍ଟି କିମ୍ବା ୱାନଡେ କ୍ରିକେଟ ରେ ଅନଲାଇନ ରେ ଲକ୍ଷ ଲକ୍ଷ ଟଙ୍କା ର ବାଜି ଲାଗ। ପୂର୍ବରୁ ଏଠାରେ ଆଇପିଏଲ ରେ ବ୍ୟାଟିଂ!-->…
ବୃନ୍ଦାବନ ସରକାରୀ ବିଦ୍ୟାଳୟରେ ବିଜ୍ଞାନମେଳା ଓ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ…
ହିଂଜିଳିକାଟୁ (୧୧/୧୧) : ହିଂଜିଳିକାଟୁ ବୃନ୍ଦାବନ ସରକାରୀ ବିଦ୍ୟାଳୟରେ ଶନିବାର ବିଜ୍ଞାନ ମେଳା ସହ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିଞିଳିକାଟୁ!-->…
ବୃନ୍ଦାବନ ନାୟକ ବିଦ୍ୟାଳୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ…
ହିଞ୍ଜିଳିକାଟୁ (୧୧/୧୧) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବୃନ୍ଦାବନ ନାୟକ ଈଙ୍ଗଲିସ ମିଡିୟମ ସ୍କୁଲରେ ମାଗଣା ଚକ୍ଷୁ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ହିଞ୍ଜିଳିକାଟୁ ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ଶୁଭ ଉଦ୍ଘାଟନ କରିଥିଲେ। ଅନୁଷ୍ଠିତ ଶିବିର ରେ!-->…
ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ କର୍ମକର୍ତ୍ତା ବୈଠକ…
ସର୍ବନିମ୍ନ ମଜୁରୀ ତଥା ସିଜିନାଲ କର୍ମଚାରୀମାନଙ୍କ ମାସିକ ମଜୁରୀ ବୃଦ୍ଧି, ପତ୍ର ଦର ବୃଦ୍ଧି ଓ କନ୍ୟା ବିବାହ ସହାୟତା ପ୍ରଭୁତି ୧୨ ଦଫା ଦାବି ନେଇ ବିଭିନ୍ନ ଡିଭିଜନରେ ସମାବେଶମାନ ହେବା ପାଇଁ ନିଷ୍ପତ୍ତି ଭୁବନେଶ୍ୱର (୧୧/୧୧) : ଆଜି ଭୁବନେଶ୍ୱର ବିଶ୍ୱନାଥସ୍ଥିତ ଓଡିଶା କେନ୍ଦୁପତ୍ର!-->…
ଆଦିବାସୀ ଓ ଦଳିତଙ୍କ ଅଧିକାର ଦାବୀରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ଓ ସ୍ମାରକ ପତ୍ର ପ୍ରଦାନ…
ଦାରିଙ୍ଗବାଡ଼ି (୧୧/୧୧) : ଦାରିଙ୍ଗବାଡ଼ି ବ୍ଳକ ଆଦିବାସୀ ଓ ଦଳିତ ଜନସାଧାରଣ ଜମି, ଜଳ ଓ ଜଙ୍ଗଲ ସହିତ ବିଭିନ୍ନ ଦାବୀରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ କରି ସ୍ମାରକ ପତ୍ର ତହସିଲଦାର ଶରତ ଶବରଙ୍କୁ ପ୍ରଦାନ କରିଛନ୍ତି । ପ୍ରଥମେ ସାରିଙ୍ଗିଇର୍ପି ଠାରେ ସମସ୍ତେ ଏକତ୍ରିତ ହୋଇ!-->…
ଅବକାରୀ ଓ ପୋଲିସ ଚଢ଼ାଉରେ ୫୦ କେଜି ମହୁଲ ପୋଚ ନଷ୍ଟ..!
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ରାଏବୋଗା ଥାନା ଅଧୀନରେ ଥିବା ଗୋପୁର ନଦି କୂଳରେ ଆଜି ଅବକାରୀ ଓ ରାଏବୋଗା ପୋଲିସଙ୍କ ମିଳିତ ଚଢାଉରେ ୫୦ କେଜି ମହୁଲ ପୋଚ ନଷ୍ଟ କରିଛନ୍ତି | ସୂଚନା ଅନୁଯାୟୀ କୋଣସି ସୂତ୍ରରୁ ଖବର ପାଇଁ ଆଜି ରାଏବଗା ପୋଲିସ ଓ ଅବକାରୀ ପୋଲିସ ଗୋପୂର ନଦି କୂଳକୁ ପହଞ୍ଚି!-->…
ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ…
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ରାଏବୋଗା ଥାନା ଅଧୀନରେ ଥିବା ମଝାପଡ଼ା ପଞ୍ଚାୟତ ଅନ୍ତର୍ଗତ କେନ୍ଦୂମୁଣ୍ଡା ଅଞ୍ଚଳର ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି | ଗତ ତା:୦୯/୧୧/୨୩ ରିଖ ଦିନ ନିଜର ଇକୋ କାର ନମ୍ବର OD 14 W 2082 ରେ ବୀରମିତ୍ରପୁର ପଟୁ ଘର କେନ୍ଦୁମୁଣ୍ଡ!-->…
ଘୁମୁସର ଜିଲ୍ଲା ବିଜେପି ମହିଳାମୋର୍ଚ୍ଚା ଦ୍ୱାରା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କୁଶପୁତ୍ତଳିକା ଦାହ
ବେଗୁନିଆପଡା : ଘୁମୁସର ସାଂଗଠନିକ ଜିଲ୍ଲା ବିଜେପି ମହିଳା ମୋର୍ଚା ଦ୍ୱାରା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଙ୍କ କୁଶପୁତ୍ତଳିକା ଦାହକରାଯାଇଛି ବିହାର ବିଧାନସଭା ରେ ମହିଳା ଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପ୍ରତିବାଦ ରେ ଆଜି ସନ୍ଧ୍ୟା ୭ ଘଟିକା ସମୟରେ ସ୍ଥାନୀୟ ବେଗୁନିଆପଡା ବ୍ଳକ!-->…
ବେଗୁନିଆପଡାଠାରେ ସମାଜସେବୀକା ମୀରାବାଇଦେଓଙ୍କ ଦ୍ବାରା ମାଣ୍ଡିଆ ଦିବସ ପାଳିତ…
ବେଗୁନିଆପଡା : ନଭେମ୍ବର ୧୦ ବିଶ୍ବ ମାଣ୍ଡିଆ ଦିବସ । ଏହାର ପ୍ରଚାର ଓ ପ୍ରସାର ଓ ଜନସଚେତନତା ପାଇଁ ଓଡ଼ିଶା ସମେତ ସାରା ବିଶ୍ବରେ ବିଭିନ୍ନ ସ୍ଥାନରେ ବିଶ୍ଵ ମାଣ୍ଡିଆ ଦିବସ ପାଳନ କରାଯାଉଛି ।କବିସ୍ବର୍ଯ୍ୟନଗର ବିର୍ବାଚନ ମଣ୍ଡଳି ସ୍ଥିତ ବେଗୁନିଆପଡା ବ୍ଳକ ଠାରେ ସମାଜସେବୀକା ଓ ବିଜେପି!-->…