Browsing Category

ଆଞ୍ଚଳିକ

ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ…

ଛତ୍ରପୁର : ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ାଉତ୍ସବ ଛତ୍ରପୁର ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମଟିକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ମହାବିଦ୍ୟାଳୟର କ୍ରୀଡା ସଂସଦର ସଭାପତି ଡଃ ପ୍ରମୋଦ କୁମାର ତ୍ରିପାଠୀ ଉଦଘାଟନ କରି ବିଭିନ୍ନ କ୍ରୀଡ଼ା

ଦୀପାବଳି ପୂର୍ବରୁ ପିତୃପୁରୁଷଙ୍କ ସ୍ମୃତିରେ ମଶାଣୀ ସଫେଇ

ଛତ୍ରପୁର : ତେଣୁ କାହାର ବି ମୃତ୍ୟୁ ଘଟିଲେ, ସେହି ସମୟରେ ସମସ୍ତେ ଅପରିଷ୍କାର ତଥା ଅନାବନା ଗଛଲତାରେ ପରିପୂର୍ଣ୍ଣ ହୋଇପଡିଥିବା ଗାଁ ମଶାଣୀକୁ ହିଁ ମନେ ପକାଇଥାନ୍ତି। ତେଣୁ ଏହି ମଶାଣି କିପରି ପରିଷ୍କାର ରହିବ, ସେ କଥା ଛତ୍ରପୁରର ଯୁବ ସମାଜସେବୀ ଏନ. ଗିରିଧର ରାଓ ଓ ଏସଡ଼ିଜେଏମ୍ କୋର୍ଟର

ବାର ଘଣ୍ଟିଆ କନ୍ଧମାଳ ବନ୍ଦର ପ୍ରଭାବ : ଦୋକାନ ବଜାର ସ୍କୁଲ କଲେଜ ସବୁ ବନ୍ଦ…

ଫୁଲବାଣୀ : କନ୍ଧମାଳ ବିକାଶ ପରିଷଦ ପକ୍ଷରୁ କନ୍ଧମାଳ ବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ,ଫୁଲବାଣୀ ସଦର ମହକୁମାକୁ ରେଳ ସଂଯୋଗ ନକରି ତଞ୍ଚକତା କରି କେବଳ ଚକାପାଦ ଦେଇ ପୁଣି ଖୋର୍ଦ୍ଧା ବଲାଙ୍ଗୀର ରେଳଲାଇନ ସହ ସଂଯୋଗ କରୁଥିବା ରୁ ତାର ପୁନଃ ବିଚାର କରି ପୁନଃ ଫୁଲବାଣୀକୁ ରେଳ ସଂଯୋଗ

ଅଭିନଵ ଢ଼ଙ୍ଗରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ କଂଗ୍ରେସ ତରଫରୁ ପ୍ରତିବାଦ

ମାଲକାନଗିରି : ଆଜି ରାଜ୍ୟ କଂଗ୍ରେସର ନିର୍ଦ୍ଦେଶ ଅନୁଯାୟୀ ଆଜି ମାଲକାନଗିରି ଜିଲ୍ଲା କଂଗ୍ରେସ ଦଲ ତରଫରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସଂକୀର୍ତନ ମାଧ୍ୟମରେ ପ୍ରତିବାଦ ଜଣାଇଛନ୍ତି । ଆଜିର ଏହି ପ୍ରତିବାଦ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ରଙ୍କ

ବଣ୍ଡାଘାଟି ଅଞ୍ଚଳରେ ଜାତୀୟ ଆଇନସେବା ଦିବସ ପାଳିତ…

ମାଲକାନଗିରି (୯।୧୧) : ଜାତୀୟ ଆଇନ ସେବା ଦିବସ ଉପଲକ୍ଷେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ଠାରେ ଜାତୀୟ ଆଇନ ସେବା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛିା ମାଲକାନଗିରି ଜିଲ୍ଲା ଜର୍ଜ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷା ଅଜନ୍ତା ଷଡଙ୍ଗିଙ୍କ ନିର୍ଦେଶ କ୍ରମେ

ଛତ୍ରପୁରଠାରେ ଜାତୀୟ ଆଇନ ସେବା ଦିବସ ପାଳିତ

ଛତ୍ରପୁର : ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି । ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ମନୋରଞ୍ଜନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏସଡିଜେଏମ

ଦୁଇ କାର ମୁହାଁମୁଁହି ଧକ୍କା ଅଳ୍ପକେ ବର୍ତ୍ତିଲେ ଚାଳକ !

ରାଉରକେଲା : ସୁନ୍ଦରଗଡ ଜିଲ୍ଲା ରାଏବୋଗା ଥାନା ଅନ୍ତର୍ଗତ ଝମନକିରା ରାସ୍ତାରେ ଦୁଇଟି କାର ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଉକ୍ତ ରାସ୍ତାରେ ବୀରମିତ୍ରପୁର ପଟୁ କେନ୍ଦୁମୁଣ୍ଡା ଫେରୁଥିବା ଗୋଟିଏ ଇକୋ କାର ଯାହାର ନମ୍ବର (ଓଡ଼ି - ୧୪ ଦବ୍ଲ୍ୟୁ - ୨୦୮୨) ଓ ବିପରୀତ

ଜାତୀୟ ଆଇନ ସେବା ଦିବସ ପାଳିତ…

ଫୁଲବାଣୀ : ଜାତୀୟ ଆଇନ ସେବା ଦିବସ ପାଳନ ଉପଲକ୍ଷେ ଆଜି ଏକ ଶୋଭାଯାତ୍ରା ସିଭିଲ୍ କୋର୍ଟ ପରିସର ମଧ୍ୟରୁ ବାହାରି ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାକୁ ପାରିବାରିକ ଅଦାଲତ ବିଚାରପତି ଶ୍ରୀ ଦେବଦର୍ ଦାସ ମହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ବାହାରିବା

ପୁରି ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଓ ଚାରିଦ୍ବାର ଖଲିବା ଦାବି ନେଇ ଏକାଠି ହେଲେ ଯୁବ କଂଗ୍ରେସ…

ଟିକିରି : ପୁରୀ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ଏବଂ ଚାରିଦ୍ୱାର ଖୋଲିବା ଦାବିରେ ଯୁବ କଂଗ୍ରେସ ପକ୍ଷରୁ ଟିକିରି ଜଗନ୍ନାଥ ମନ୍ଦିର ଠାରେ କାଶିପୁର ବ୍ଲକ ର ଯୁବ କଂଗ୍ରେସ ସଭାପତି ଏବଂ ରାୟଗଡ଼ା ଜିଲ୍ଲା ଯୁବ କଂଗ୍ରେସ ସଭାପତି ସମେତ କଂଗ୍ରେସ ଦଳର ସମସ୍ତ କର୍ମ କର୍ତ୍ତା ଯୋଗଦେଇ ଶ୍ରୀ