Browsing Category

ଆଞ୍ଚଳିକ

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଥାନା ଅନ୍ତର୍ଗତ ଦଳକି କୁତ୍ରା ରାସ୍ତାରେ ଏକ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିବାରୁ ମୃତ୍ୟୁ ମୁଖରୁ ଅଳ୍ପକେ ଭର୍ତି ଯାଇଛନ୍ତି ଚାଳକ | ସୂଚନା ମୁତାବକ ଦଲକି ପଞ୍ଚାୟତ ଅନ୍ତର୍ଗତ ବଜାର ଦାଣ୍ଡ ରାସ୍ତା ପାର୍ଶ୍ବରେ ଥିବା ଧାନ ବିଲରେ ଗତ କାଲି

ସୁନ୍ଦରଗଡ଼ ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ…

ସୁନ୍ଦରଗଡ : ଆଜି ସୁନ୍ଦରଗଡ ବିଜେଡିର ମିଶ୍ରଣ ପର୍ବରେ ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଲେ ଆଠ ଶହ କର୍ମୀ । ଆଗାମୀ ବିଧାନ ସଭା ଓ ଲୋକସଭା ନିର୍ବାଚନ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ବିଜୁ ଜନତା ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ବିଜେଡି ସଭାପତି ବିନୟ

ଏଟିଏମ କାର୍ଡ କାର୍ଯ୍ୟକ୍ଷମ କରିବା ଆଳରେ ମୋବାଇଲ ମାଗି ଫୋନ ପେ’ରେ ନେଇଗଲେ ୧୨ ଶହ ଟଙ୍କା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡିରେ ଜଣେ ଯୁବକ ଏଟିଏମ କାର୍ଡ କାର୍ଯ୍ୟକ୍ଷମ କରିବାକୁ ଯାଇଥିବା ବେଳେ ଠକାମୀର ଶିକାର ହୋଇଛନ୍ତି। ଠକାମୀର ଶିକାର ହୋଇଥିବା ମହେଶ୍ୱର ଦଳବେହେରାଙ୍କ ଘର ସିମନବାଡି ପଞ୍ଚାୟତ ଦଡିବାଡି ସାହିରେ। ତାଙ୍କର

ବିଜେଡି କନ୍ଧମାଳ ଜିଲ୍ଲା ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି…

ଫୁଲବାଣୀ : ବିଜୁ ଜନତା ଦଳ କନ୍ଧମାଳ ପକ୍ଷରୁ ଓଡ଼ିଶାର ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ମହେଶ୍ଵର ମହାନ୍ତିଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା l ପ୍ରକାଶ ଥାଉ କି ସେ ଜଣେ ଦକ୍ଷ ସଂଗଠକ ଥିଲେ ।ଗତ ୧୯୯୫ ମସିହାରୁ ମହେଶ୍ବର

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ, ଅଳ୍ପକେ ଭର୍ତିଲେ ଚାଳକ !

ବୀରମିତ୍ରପୁର - ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଥାନା ଅନ୍ତର୍ଗତ ଦଳକି କୁତ୍ରା ରାସ୍ତାରେ ଏକ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିବାରୁ ମୃତ୍ୟୁ ମୁଖରୁ ଅଳ୍ପକେ ଭର୍ତି ଯାଇଛନ୍ତି ଚାଳକ ! ସୂଚନା ମୁତାବକ ଦଲକି ପଞ୍ଚାୟତ ଅନ୍ତର୍ଗତ ବଜାର ଦାଣ୍ଡ ରାସ୍ତା ପାର୍ଶ୍ବରେ ଥିବା ଧାନ ବିଲରେ ଗତ

‘ଆମ ଓଡିଶା ନବୀନ ଓଡିଶା’ର ବିକାଶ ଠାରୁ ବହୁ ଦୂରରେ ପରମପଙ୍ଗା ପଞ୍ଚାୟତର ତିନୋଟି ଗ୍ରାମ

ବାଲିଗୁଡା : ସଂସୃତିର ପ୍ରସାର ଓ ଆଧୁନିକ ଭିର୍ତ୍ତି ଭୂମିର ଉନ୍ନତି ଗାଁ ଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଅନେକ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ । ନା ଅଛି ରାସ୍ତା, ନା ପାନୀୟ

କନ୍ଧମାଳ ଜିଲ୍ଲା ଫୁଲବାଣୀ ରେଳପଥ ସଂଯୋଗକୁ କେନ୍ଦ୍ର ସରକାରଙ୍କ ପ୍ରତ୍ୟାଖାନର ପ୍ରତିବାଦ…

ଫୁଲବାଣୀ : ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳ ଓଡିଶା ପକ୍ଷରୁ ସାଧାରଣ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରା, ଓ ବି ସି ସଭାପତି ରମେଶ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ମହା ମହିମ ରାଷ୍ଟ୍ରପତି,ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ କନ୍ଧମାଳ ଜିଲ୍ଲାର

ନାବାଳିକାଙ୍କୁ ଅପହରଣ ସହ ଦୁର୍ଷ୍କମ, ଅପହରଣକାରୀ ଜେଲ ଗଲେ…

ହିଞ୍ଜିଳିକାଟୁ (୭ା୧୧) : ହିଞ୍ଜିଳି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ବଳପୂର୍ବକ ଅପହରଣ କରିବା ସହ ବିବାହ ପ୍ରଲୋଭନ ଦେଖାଇ ଦୁର୍ଷ୍କମ କରିବା ଅଭିଯୋଗରେ ହିଞ୍ଜିଳି ପୁଲିସ ଅପହରଣକାରୀ ଯୁବକଙ୍କୁ ସୋମବାର ରାତିରେ ଗିରଫ କରିଛି । ଗିରଫ ଅପହରଣକାରୀ ଜଣଙ୍କ ହେଲେ

କୁଆଁରମୁଣ୍ଡା ଝରାଘାଟରୁ ଉଦ୍ଧାରହେଲା ନାବାଳକର ମରଶରୀର…

ରାଉରକେଲା(କୁଆଁରମୁଣ୍ଡା)- ଗତ ପାଞ୍ଚ ତାରିଖ ରବିବାର ଦିନ ରାଉରକେଲା ଗୋପବନ୍ଧୁପାଲି ଅଂଚଳର ଉପେନ୍ଦ୍ର ସ ଙ୍କ ୧୦ବର୍ଷ ର ପୁଅ ରବି କୁମାର ସ ସାଙ୍ଗମାନଙ୍କ ସହ ଧୋବିଘାଟ କୋଏଲ ନଦୀ କୁ ଗାଧୋଇବା ପାଇଁ ଯାଇଥିଲା । ଭାଗ୍ୟର ବିଡମ୍ବନା ରବି କୁମାର ଗାଧୋଇଲା ବେଳେ ହଠାତ ଗୋଡ ଖସି ନଦୀର

ବ୍ରାହ୍ମଣୀଗାଁରେ କଂଗ୍ରେସ ଦଳର କର୍ମୀ ସମ୍ମିଳନୀ

ଦାରିଙ୍ଗବାଡି, ୭/୧୧, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଜିଲା ପରିସଦ ୧୧ନଂ ଜୋନ୍‌ ବ୍ରାହ୍ମଣୀଗାଁ ସ୍ଥିତ ଆରଏମପି ପରିସରରେ କଂଗ୍ରେସ ଦଳ ପକ୍ଷରୁ କର୍ମୀ ସମ୍ମିଳନୀ କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ଅମୀରଚାନ୍ଦ ନାୟକଙ୍କ ନେତୃତ୍ୱ ଓ ଜିଲା ମହିଳା ସଭାନେତ୍ରୀଙ୍କ ସହଯୋଗ କ୍ରମେ