Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଡ଼ଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ସନ୍ଥକବି ଭୀମଭୋଇ ସମ୍ମାନ…
ଫୁଲବାଣୀ : କନ୍ଧମାଳର ବିଶିଷ୍ଠ କବି, ସୁସାହିତ୍ୟିକ, ଗବେଷକ, ସଂଗଠକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ଗଞ୍ଜାମର ବାଲିପଦର ସ୍ଥିତ ଭୀମଭୋଇ ସାହିତ୍ୟ ଓ ସଂସ୍କୃତି ପରିଷଦ ତରଫରୁ ସନ୍ଥକବି ସାରସ୍ୱତ କାବ୍ୟ ପ୍ରତିଭା ସମ୍ମାନରେ ସମ୍ମାନୀତ ହୋଇଛନ୍ତି l ଅନୁଷ୍ଠାନ ଦ୍ୱାରା ଆୟୋଜିତ ଆଞ୍ଚଳିକ!-->…
୧୦ଲକ୍ଷ ଟଙ୍କାର ବେଆଇନ ବାଣ ଜବତ ୪ ଗିରଫ…
ବ୍ରହ୍ମପୁର : ଆଜି ବ୍ରହ୍ମପୁର ବଡ଼ ବଜାର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ବାଣ ଚୋରା ଚାଲାଣ ଓ ଗଛିତ ଥିବା ଗୁପ୍ତ ଗୋଦାମ କୁ ଠାବ କରିଛି। ଏକ ଅଟୋ ରେ ବେଆଇନ ବାଣ ଚାଲାଣ ବେଳେ ପୋଲିସ ହାତରେ ଧରା ପଡ଼ିଥିଲା। ଜେରା ବେଳେ ଏହି ଗୁପ୍ତ ଗୋଦାମ ର ସୁରାକ ପାଇ ତାହା ଉପରେ ଚଢ଼ାଉ!-->…
ମହିଳାଙ୍କ ଆତ୍ମହତ୍ୟା…
ହିଞ୍ଜିଳିକାଟୁ : ସୋମବାର ହିଞ୍ଜିଳି ଥାନା ଶାସନଆମ୍ବଗାଁରେ ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ଜଣଙ୍କ ହେଲେ ସଂପୃକ୍ତ ଗ୍ରାମ ସ୍କୁଲ ସାହିର ମଧୁ ବେହେରା (୫୨) । ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୩୦/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ!-->…
ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ପ୍ରଦାନରେ ବିଳମ୍ବ ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି : ତୁରନ୍ତ ପ୍ରଦାନ ପାଇଁ ଦାବୀ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ଶ୍ରୀରାମପୁର ପଞ୍ଚାୟତ ରେ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ପ୍ରଦାନରେ ବିଳମ୍ବ ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇଛି l ଶ୍ରୀରାମପୁର ଗ୍ରାମ ପଞ୍ଚାୟତ ର ହିତାଧିକାରୀଙ୍କୁ ଶବ ସତ୍କାର ପାଇଁ ସଙ୍ଗେ ସଙ୍ଗେ ମିଳୁନି ସରକାରୀ!-->…
ଦାରିଙ୍ଗବାଡ଼ିଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ…
ଦାରିଙ୍ଗବାଡ଼ି, ୦୬/୧୧ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସ୍ଥିତ ମିନି ଷ୍ଟାଡିୟମ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଭରଚୁଆଲ ମାଧ୍ୟମରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି. କେ.ପଣ୍ଡିଆନ କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକରେ!-->…
ଆସିକା ଏନ.ଏ.ସି ରେ ଦୁର୍ନୀତି ଚରମ ସୀମାରେ.. !ଉନ୍ନୟନ କାର୍ଯ୍ୟ ନାମରେ ହରିଲୁଟ…!!
ପ୍ରଶାସନ ଏଠାରେ ଜଳକା.. ନା ମାଲ ଖାଇ ଚୁପ...!
କନ୍ଧମାଳ ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନଭେମ୍ବର ୮ତାରିଖରେ ଶୋଭାଯାତ୍ରା ପାଇଁ ନିଷ୍ପତ୍ତି…
ଫୁଲବାଣୀ :ଏଫସିଆଇ ଦେବ ମଣ୍ଡପଠାରେ ଜିଲା ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଭାପତି କମଳାକାନ୍ତ ପାଣ୍ଡେଙ୍କ ସଭାପତିତ୍ୱରେ ଆଗାମୀ ୮ତାରିଖରେ ଆନ୍ଦୋଳନ ପାଇଁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅଶୋକ ପରିଡା ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇ କମିଟି ପକ୍ଷରୁ ନିଆଯାଇଥିବା!-->!-->!-->…
ଭୋଟର ପଞ୍ଜିକରଣ ପର୍ଯ୍ୟବେକ୍ଷକ ଡଃ. ବିଜୟକେତନ ଉପାଧ୍ୟାୟଙ୍କ କନ୍ଧମାଳ ଗସ୍ତ…
ଫୁଲବାଣୀ : ଆଗାମୀ ସାଧାରଣ ନିର୍ବାଚନରେ ଅଧିକ ସଂଖ୍ୟାରେ ଯୋଗ୍ୟ ମତଦାତାମାନଙ୍କୁ ଭୋଟଦାନ ପ୍ରକ୍ରିୟାରେ ସାମିଲ କରିବା ଲକ୍ଷ୍ୟ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶ କ୍ରମେ ଭୋଟର ପଞ୍ଜିକରଣ ପର୍ଯ୍ୟବେକ୍ଷକ ଡଃ. ବିଜୟ କେତନ ଉପାଧ୍ୟାୟ(ଭା.ପ୍ର.ସେ), ସଚିବ, ରାଜସ୍ଵ!-->…
ଜିଲ୍ଲାସ୍ତରୀୟ, ମିଲେଟ୍ ପ୍ରସ୍ତୁତି ଖାଦ୍ୟ ପ୍ରତିଯୋଗିତା…
ଫୁଲବାଣୀ : “ମିଲେଟ ମିଶନ କନ୍ଧମାଳ” ଫୁଲବାଣୀ ତା. ୦୫.୧୧.୨୦୨୩ ରିଖରେ, ମିଲଟ ମିଶନ କନ୍ଧମାଳ, ଆନୁକୂଲ୍ୟରେ ଆର୍ଥିକ, ବର୍ଷ ୨୦୨୩-୨୪ କୁ ଭାରତ ସରକାର, ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ -୨୦୨୩ କୁ ପାଳନ କରୁଥିବା ବେଳେ ଓଡିଶା ସରକାର ମଧ୍ୟ “ମିଲେଟ୍ ମିଶନ୍” ମାଧ୍ୟମରେ ବିଭିନ୍ନ!-->…
ବିଶ୍ୱ ସୁନାମୀ ସଚେତନତା ଦିବସ ଅବସରରେ ଉପୁଲାପୁଟି ବାତ୍ୟା ଆଶ୍ରୟସ୍ଥଳୀ ଠାରେ ମକ ଡ୍ରିଲ
ଛତ୍ରପୁର : ନଭେମ୍ବର ୫ ବିଶ୍ୱ ସୁନାମୀ ସଚେତନତା ଦିବସ ପାଳନ ଅବସରରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଏବଂ ଛତ୍ରପୁର ବ୍ଲକ ପକ୍ଷରୁ କାଳୀପଲ୍ଲୀ ଗ୍ରାମ ପଂଚାୟତ ର ଉପୁଲାପୁଟି ବାତ୍ୟା ଆଶ୍ରୟ ସ୍ଥଳୀ ପରିସରରେ ସୁନାମୀ ସମ୍ପର୍କିତ ନେଇ ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି, ଏହା ସହିତ!-->…