Browsing Category

ଆଞ୍ଚଳିକ

ହିଞ୍ଜିଳିକାଟୁ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ, ୧୦ କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ୨୩୦ ଟି ପ୍ରକଳ୍ପର…

ହିଞ୍ଜିଳିକାଟୁ (୨/୧୧) : ହିଞିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନି ଷ୍ଟାଡିୟମ ପରିସରରେ ଗୁରୁବାର ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ହିଞିଳିକାଟୁ ବ୍ଳକ ରେ ୧୦ କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ୨୩୦ ଟି

ଦାରିଙ୍ଗବାଡ଼ି ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଡ୍ରୋନ କ୍ୟାମେରା ପରିଚାଳନା ଶିକ୍ଷା ଓ ତାଲିମ ଶିବିର ଆୟୋଜନ

ଦାରିଙ୍ଗବାଡ଼ି,୨/୧୧ : କନ୍ଧମାଳ ପ୍ରଶାସନ, ସ୍କିଲ ଓଡ଼ିଶାର ଆନୁକୂଲ୍ୟରେ ଦାରିଙ୍ଗବାଡି ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଦିନିକିଆ ଡ୍ରୋନ କ୍ୟାମେରା ପରିଚାଳନା ଶିକ୍ଷା ଓ ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା। ତାଲିମ୍ ଶିବିର ଉଦଘାଟନ କାର୍ଯ୍ୟକ୍ରମ ଶିଳ୍ପ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ

ଗମନା ଗମନ ସୁବିଧାରୁ ବଞ୍ଚିତ ମୁଣ୍ଡାମା ଗ୍ରାମବାସୀ। ଶତାଧିକ ମହିଳା ପୁରୁଷ ରାସ୍ତା ପାଇଁ ଅଣ୍ଟା ଭିଡି଼ଲେ

ଦାରିଙ୍ଗବାଡ଼ି, ୦୨/୧୧ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡା ପଞ୍ଚାୟତ ଅଧିନସ୍ତ ଗଡମା ରାଜସ୍ୱ ଗ୍ରାମର ପଡା ଗ୍ରାମ ମୁଣ୍ଡାମା। ସ୍ବାଧୀନତାର ୭୬ବର୍ଷ ପରେବି ଗମନା ଗମନ ସୁବିଧା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି ଏହିଗ୍ରାମ ବାସୀ। ପାହାଡ଼ ତଳେ ଏହି ଗ୍ରାମ

ପେନ୍‌ସନ୍‌ଭୋଗୀଙ୍କୁ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ସହାୟତା ଆରମ୍ଭ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପ କୋଷାଗାର ଅଧିକାରୀ ସୁଧାକର କହଁର,ତପନ କୁମାର ଦିଗାଳ, ପ୍ରଦୀପ କୁମାର ବେହେରା, ମିନତୀ କୁମାରି ମିଶ୍ର, ଶରତ କୁମାର ପୂଜାରୀ ମୋ ସେବା କେନ୍ଦ୍ରର ଜିଲ୍ଲା ପରିଚାଳକ ଗୋଲକ ବିହାରି ନାୟକଙ୍କ ସମେତ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀ

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା…

ଛତ୍ରପୁର : ୦୨.୧୧.୨୩ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ୦୩ ଅକ୍ଟୋବରରୁ ୫ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ଉପଲକ୍ଷେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ସ୍ଥିତ ସୂଚନା କେନ୍ଦ୍ର ଠାରେ ଯୁକ୍ତ ୨ ଓ ଯୁକ୍ତ ୩ ସ୍ତରରେ ଓଡିଆ ବକ୍ତୃତା ପ୍ରତିଯୋଗିତା

ହନୁମାନ ମନ୍ଦିର ଚୋରି ଘଟଣା, ଜଣେ ଗିରଫ…

ବ୍ରହ୍ମପୁର : ସ୍ଥାନୀୟ ଫାଷ୍ଟ ନିକଟରେ ଥିବା ହନୁମାନ ମନ୍ଦିରରୁ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିବା ଅଭିଯୋଗରେ ବଡ଼ ବଜାର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଜଣକ ହେଲେ ଭଞ୍ଜନଗର ତଥା ସ୍ଥାନୀୟ ବାରିଆବିଲ ସାହିର ରତ୍ନାକର ନାୟକ (୪୧) ।

ଲକ୍ଷାଧିକ ଟଙ୍କାର ଲୁହାରଡ଼ ଚୋରି ଘଟଣା,୫ ଗିରଫ…

ବ୍ରହ୍ମପୁର (୧/୧୦) : ଏକ ଚୋରି ମାମଲାରେ ୫ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡ଼ ବଜାର ଥାନା ଥାନା ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ ଗୁରୁଣ୍ଠିର ସୁନୀଲ ସେଠୀ(୨୪), ଗାଣ୍ଡୁସାହୁ(୨୬), ଶ୍ରୀରଞ୍ଜରାଜପୁରର ମଧୁ ସୂଦନ ସେଠୀ(୨୧), ଲୋଚାପଡାର ଏଲ କାଳୁ ଦାସ(୫୨) ଓ

ବାରୁଦ ଗଦାରେ ଏବେ ନଳବଣ୍ଟା ଗ୍ରାମ ! ଦୀପାବଳୀର ଆଳରେ ବାଣ ପ୍ରସ୍ତୁତି ଚାଲିଛି

ପ୍ରଶାସନ ନିରବ ଦ୍ରଷ୍ଟା ….ବ୍ରହ୍ମପୁର : ଆସିକା ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ ନଳ ବଣ୍ଟା ଗ୍ରାମ ରହିଛି।ନଳବଣ୍ଟା ଗ୍ରାମର ବାଣ ର ଚାହିଦା ରାଜ୍ୟ ସମେତ ରାଜ୍ୟ ବାହାରେ ମଧ୍ୟ ରହିଛି। ଦୀପାବଳୀ ପାଇଁ ଏଠାରେ ଦଶହରା ପୂର୍ବରୁ ନଳବଣ୍ଟା ଗ୍ରାମରେ ଅଧିକାଂଶ ପରିବାର ବାଣ

ମୃତ ପରିବାରକୁ ହୋମଗାର୍ଡ ସଂଘ ଓ ମାନବାଧିକାର ମିସନ ତରଫରୁ ସହାୟତା…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନାର ହୋମଗାର୍ଡ ସଂଘ କର୍ମକର୍ତ୍ତା ପ୍ରବୋଧ କୁମାର ଦିଗାଲଙ୍କର ଅକାଳ ବିୟୋଗ ହୋଇଥିବାରୁ ଆଜି ତାଙ୍କର ଦଶାହ କାର୍ଯ୍ୟ ସ୍ଥାନୀୟ ନାରାୟଣୀ ରୋଡ଼ ରୁଗୁଡିସାହି ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ

ଦୂର୍ଘଟଣାରେ ବାଇକ୍ ଚାଳକ ମୃତ : ଜାତୀୟ ରାଜପଥ ବିଭାଗର ମନମାନିରୁ ବଢୁଛି ଦୁର୍ଘଟଣା

ରାସ୍ତା ନିର୍ମାଣ ବେଳେ ରହୁନି ସାଙ୍କେତିକ ଚିହ୍ନ : ଗୋଟିଏ ମାସରେ ୪୨ଟି ଦୂର୍ଘଟଣାରେ ୯ ମୃତ ୮୬ ଗୁରୁତରହିଞ୍ଜିଳିକାଟୁ : ୫୯ ନଂ ଜାତୀୟ ରାଜପଥ ସଂମ୍ପ୍ରସାରଣ କାର୍ଯ୍ୟ ଦୀର୍ଘ ଦିନ ଧରି ଚାଲୁରହିଛି । ୫୯ନଂ ଜାତୀୟ ରାଜପଥ ଗୋପାଳପୁର ଠାରୁ ରାୟପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ