Browsing Category

ଆଞ୍ଚଳିକ

ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ

ମାଲକାନଗିରି : ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ମାଲକାନଗିରି ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଉପ -ଜିଲ୍ଲାପାଳ, ଦୁର୍ଯ୍ୟଧନ

ଅଟୋ ଧକ୍କାରେ ସ୍କୁଟି ଓ ବାଇକ୍ ଚାଳକ ଗୁରୁତର

ହିଞ୍ଜିଳିକାଟୁ : ୫୯ ନମ୍ବର ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ଖଣ୍ଡରା ଛକ ନିକଟରେ ଏକ ସ୍କୁଟି (ଆରଜେ ୨୨ ଡିଏସ ୦୫୬୮) ଓ ବାଇକ୍ (ଓଡି୦୭ ଏକ୍ସ ୧୩୯୨)କୁ ଯାତ୍ରୀବାହୀ ଅଟୋ ଧକ୍କା ଦେଇଛି। ଦୂର୍ଘଟଣାରେ ବାଇକ୍ ଓ ସ୍କୁଟି ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଲେ ବାଇକ୍ ଚାଳକ

ହିଞ୍ଜିଳି ବିଜେପି ପାଳିଲା କଳାଦିବସ

ହିଞ୍ଜିଳିକାଟୁ : ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଜୁନ ୨୫ ଜରୁରୀ କାଳୀନ ପରିସ୍ଥିତିକୁ ଭାରତୀୟ ଇତିହାସର କଳା ଅଧ୍ୟାୟ ଓ କଳା ଦିବସ ପାଳିତ କରିଛି ଘୁମୁସର ଜିଲ୍ଲା ବିଜେପି। ହିଞ୍ଜିଳିକାଟୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ବୁଧବାର ଭାରତୀୟ ଜନତା ପାର୍ଟି ଜିଲ୍ଲା

ମାଲକାନଗିରିରେ ବିଜେପି ପକ୍ଷରୁ ଦେଶରେ ଜରୁରୀକାଳୀନ ପରିସ୍ଥିତିକୁ ନେଇ ‘ସଂବିଧାନ ହତ୍ୟା ଦିବସ’ ପାଳନ

ମାଲକାନଗିରି : ମାଲକାନଗିରି ସାରା ଭରତ ବର୍ଷରେ ତତ୍କାଳୀନ କଂଗ୍ରେସ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଜରୁରୀକାଳୀନ ଘୋଷଣାର ୫୦ ବର୍ଷ ପୂର୍ତ୍ତିରେ ବିରୋଧ ପ୍ରଦର୍ଶନ । ମାଲକାନଗିରିରେ ବିଜେପି ଦ୍ୱାରା 'ସଂବିଧାନ ହତ୍ୟା ଦିବସ' ପାଳନ: ଜରୁରୀକାଳୀନ ଘୋଷଣାର ୫୦ ବର୍ଷ

୧୦ ଅପରାଧିକଙ୍କ ଘର ସମ୍ମୁଖରେ ଲଟକା ଜାରୀକଲା ହିଞ୍ଜିଳି ପୁଲିସ

ହିଞ୍ଜିଳିକାଟୁ : ଗଞ୍ଜାମ ପୁଲିସ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ରହୁଥିବା ଫେରାର ଦୁର୍ଦ୍ଧାନ୍ତ ଅପରାଧୀଙ୍କ ଘର ସମ୍ମୁଖରେ ଲଟକା ଜାରୀ କରାଯାଇଛି। ମାନ୍ୟବର ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଅପରାଧି ମାନେ କୋର୍ଟରେ ହାଜର ହେଉନାହାନ୍ତି। ଏଣୁ ସେମାନଙ୍କ ନାମରେ ଓ୍ବାରେଣ୍ଟ ଜାରୀ

ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଓ ମହିଳା ନିର୍ଯାତନା ବିରୋଧରେ ଛାତ୍ର ଆନ୍ଦୋଳନ

ଉମରକୋଟ : ଓଡ଼ିଶାର ଗୋପାଳପୁର ବେଳାଭୂମିରେ ଛାତ୍ରୀ ଗଣ ଦୁଷ୍କର୍ମ ଓ ମହିଳା ନିର୍ଯାତନା ବିରୁଦ୍ଧରେ ରାଜ୍ୟ ଵ୍ୟାପୀ ଛାତ୍ର ଆନ୍ଦୋଳନର ଅଂଶ ଭାବରେ ଉମରକୋଟ ଅଞ୍ଚଳର ପେନ୍ଡ୍ରାଣୀ ଉଚ୍ଚ ମାଧ୍ୟମିକ ବିଧ୍ୟାଳୟର ଛାତ୍ରଛାତ୍ରୀମାନେ ଏକତ୍ର ଉପସ୍ଥିତ ହୋଇ ବିଜେପି, ରାଜ୍ୟ ସରକାରଙ୍କ ବିରୋଧରେ

ଆଦାନୀ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର : ସଂଗ୍ରହ ହେଲା ୧୩୦ ରୁ ଉର୍ଦ୍ଧ ୟୁନିଟ ରକ୍ତ

ଛତ୍ରପୁର: ୨୪-୦୬-୨୦୨୫: ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆଜି ଗୋପାଳପୁର ବନ୍ଦର ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଆଦାନୀ ଗୃପ ଚେୟାରମ୍ୟାନ୍ ଶ୍ରୀ ଗୌତମ ଆଦାନୀଙ୍କ ୬୩ ତମ ଜନ୍ମ ଦିବସ ଅବସରରେ ଏହି ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା। ଏଥ‌ିରେ ୧୩୦ରୁ ଉର୍ଦ୍ଧ

ବ୍ରହ୍ମପୁର ଏମକେସିଜିରେ ଉତ୍ତେଜନା : ରୋଗୀ ମୃତ୍ୟୁବରଣକୁ ନେଇ ଉତ୍ତେଜନା

ବ୍ରହ୍ମପୁର : ମୃତ ଯୁବତୀଙ୍କ ଶବ ବ୍ୟବଚ୍ଛେଦକୁ ନେଇ ମଙ୍ଗଳବାର ଏମକେସିଜିରେ ପାଟିତୁଣ୍ଡ ହୋଇଛି। ଘଟଣା ସ୍ଥଳରେ ମେଡିକାଲ ଫାଣ୍ଡି ପୁଲିସ ପହଞ୍ଚି ମୃତ ଯୁବତୀଙ୍କ ପରିବାରକୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପରେ ମୃତ ଯୁବତୀଙ୍କ ଶବ ବ୍ୟବଚ୍ଛେଦ କରିବାକୁ ପରିବାର ପକ୍ଷରୁ ରାଜି

ସରକାରରେ ପୁଣି ଲଜ୍ଜା : ଆଉ ଏକ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ବନ୍ଧାହେଲେ ବିଜେପିର ନେତା…

ବ୍ରହ୍ମପୁର : ରାଜ୍ୟରେ ମହିଳା ଓ ଝିଅମାନଙ୍କ ସୁରକ୍ଷା ଲାଗି ସରକାର ଡିଣ୍ଡିମ ପିଟୁଥିବା ବେଳେ ଗୋଟିକ ପରେ ଗୋଟିଏ ଲଜ୍ଜା ଘଟଣା ଘଟି ଯାଉଛି । ଗୋପାଳପୁର ବେଳାଭୂମି ଘଟଣା ନେଇ ରାଜ୍ୟ ଦେଶ ତଥା ବିଦେଶରେ ବଦାନାମ୍ ହୋଇଛି। କିନ୍ତୁ ରାଜ୍ୟରେ ଏଭଳି ଘଟଣା ଗୋଟିକ ପରେ ଗୋଟିଏ ଘଟିବାରେ ଲାଗିଛି।

ଧରାକୋଟ ଖାରିଗୁମ୍ମା ବର୍ବରତାର ଘଟଣା : ପୀଡିତଙ୍କ ପରିବାରକୁ ଭେଟିଲା ପ୍ରଶାସନ ଓ କଂଗ୍ରେସ ଦଳର ଛଅ ଜଣିଆ ପ୍ରତିନିଧି…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଖାରିଗୁମା ଗ୍ରାମରେ ଗତ ରବିବାର ଅପରାହ୍ନ ରେ ସିଙ୍ଗିପୁର ଗ୍ରାମର ବାବୁଲା ନାୟକ ଓ ବୁଲୁ ନାୟକଙ୍କୁ କେତେକ ବ୍ୟକ୍ତି ଗୋ ଚାଲାଣ ନେଇ ନିର୍ଯାତନା ଦେଇଥିଲେ l ଏହି ଘଟଣା ଜିଲ୍ଲା, ପ୍ରଶାସନର ନଜରକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଏହାରି