Browsing Category

ଆଞ୍ଚଳିକ

ଏସ୍‌ୟୁଜେର ସୁନ୍ଦରଗଡ଼ ଜିଲ୍ଲା ଶାଖାର କମିଟି ଗଠିତ

ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ସାମ୍ବାଦିକମାନଙ୍କ ସମସ୍ତ ସୁବ୍ୟବସ୍ଥା ଦିଗରେ ଧ୍ୟାନ ଦିଆଯିବ ରାଉରକେଲା -୧୯/୧୧ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବିଜୁ କଲ୍ୟାଣ ମଣ୍ଡପଠାରେ ରବିବାର ଦିନ ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ)ର ଆହ୍ବାନ କ୍ରମେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ…

ପୋଖରୀ ପାଣିରେ ବୁଡି ୨ଭଉଣୀ ମୃତ…

ହିଞ୍ଜିଳିକାଟୁ : ରବିବାର ସକାଳେ ହିଞ୍ଜିଳି ଥାନା କିର୍ତ୍ତୀପୁର ଗ୍ରାମ ପୋଖରୀ ପାଣିରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକା ମାନେ ହେଲେ କବିସୂର୍ଯ୍ୟନଗର ଥାନା ଜରଡ ଗ୍ରାମର ଅବକାଶ ରାଉତଙ୍କ କନ୍ୟା ରୋଷନୀ ରାଉତ (୧୦) ଓ ସାନ ଝିଅ ସନ୍ଧ୍ୟାରାଣୀ ରାଉତ (୭) । ପ୍ରକାଶ ଯେ, ଜରଡ ଗ୍ରାମର…

ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ ପରିଚାଳନା ସକାଶେ ଷ୍ଟାଫ୍ ମୁତୟନ ଦିଗରେ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ…

ଛତ୍ରପୁର ତା. ୧୮.୧୧.୨୦୨୩ ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ଆବଶ୍ୟକ ହେବାକୁ ଥିବା ଭୋଟ ସଂଗ୍ରହ ଅଧିକାରୀ ଓ କର୍ମଚାରୀଙ୍କ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଓସ୍ଵାନ ହଲ ଠାରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଓସ୍ଵାନ…

କାନ୍‌ଭାସ୍‌ରେ ଭିତରକନିକା’ ଚିତ୍ରକଳା ଉତ୍ସବ ସମାପ୍ତ…

ରାଜନଗର -, ୧୯/୧୧:କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵନଖଣ୍ଡ ଅଧିନସ୍ଥ ଜାତୀୟ ଉଦ୍ୟାନ ଅଭୟାରଣ୍ୟ ଭିତରକନିକାର ଅପରୂପ ସୌନ୍ଦର୍ଯ୍ୟକୁ ନେଇ ଏକ ଚିତ୍ରକଳା ଉତ୍ସବ ‘କାନ୍‌ଭାସ୍‌ରେ ଭିତରକନିକା’ ଗତକାଲି ଠାରୁ ଆରମ୍ଭ ଆଜି ଶେଷ ହୋଇଛି। ଏହା ଦୁଇ ଦିନ ଧରି ଚାଲିଥିଲା । କେନ୍ଦ୍ରପଡ଼ା…

ଘରେଥିବା ଜାଳେଣି କାଠ ଗଦାରୁ ୧୨ଫୁଟର ଅହିରାଜକୁ ଉଦ୍ଧାର କଲା ବନଵିଭାଗ…

ରାଜନଗର -19.11.023କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ କୃଷ୍ଣନଗର ପଞ୍ଚାୟତ ପିଞ୍ଛାପାଟିଆ ଗ୍ରାମର ମାଧବ ମଣ୍ଡଳ ଜାଳେଣି ପାଇଁ ଗୋଟିଏ ଘରେ କାଠ କୁଟା ରଖିଥିଲେ। କାଠ ପାଇଁ ଯିବାରୁ ଗୋଟିଏ ଵଡ ସାପ ଦେଖି ଡରି ପଳାଇ ଆସିଥିଲେ ଏବଂ ଵନଵିଭାଗକୁ ଖବର ଦେଇଥିଲେ। ଖବର ପାଇ କନିକା…

ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଭାଜପା ପକ୍ଷରୁ ତିଲେଇବଣି ବ୍ଲକ କାର୍ଯ୍ୟାଳୟ ଘେରାଉ…

ଦେବଗଡ଼:ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ନଭେମ୍ବର ୧୪ ତାରିଖରୁ ବିଜେପି ପକ୍ଷରୁ ସମଗ୍ର ରାଜ୍ୟରେ ଚାଲିଥିବା ବ୍ଲକ, ଏନ୍‌ଏସି ଓ ପୌର ପରିଷଦ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଅନ୍ତିମ ଦିବସରେ ଦେବଗଡ ଜିଲାର ତିଲେଇବଣି…

ଜିଲ୍ଲା ସମବାୟ ବିଭାଗ ପକ୍ଷରୁ ୭୦ତମ ସର୍ବଭାରତୀୟ ସମବାୟ ସପ୍ତାହ ମହୋତ୍ସବ ପାଳିତ

ଫୁଲବାଣୀ : ଗାନ୍ଧୀ ସ୍ମୃତି ଭବନ ଠାରେ ଜିଲା ସମବାୟ ବିଭାଗ ଓ ଜିଲା ସମବାୟ ସଂଘ ପକ୍ଷରୁ ୭୦ ତମ ସର୍ବ ଭାରତୀୟ ସମବାୟ ସପ୍ତାହ ୨୦୨୩ ପାଳନ ସମବାୟ ସଂଘର ସଭାନେତ୍ରୀ ସୁପ୍ରଭା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରଦନ ମଲିକ…

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

ବାଲିଗୁଡା : ଆଦିବସୀ ବହୁଳ କନ୍ଧମାଳ ଜିଲାରେ କର୍ମନିଯୁକ୍ତି ଅଭାବ ରହିଛି। ଯାଦ୍ବାରା ବହୁ ଯୁବକ ଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଆଉ କେତେକ ଶିକ୍ଷିତ ଯୁବକ ଏବେ କର୍ମନିଯୁକ୍ତି ଅଭାବରୁ ସବୁଜ ଜହର କୁହାଯାଉଥିବା ବେଆଇନ ଗଞ୍ଜେଇ ଚାଷକୁ ଆପଣାଇଛନ୍ତି। ରୋଜଗାରର ପନ୍ଥା…

ପଞ୍ଚାୟତରେ ସରପଞ୍ଚକୁ ତାଲା : ପୋଲିସ ଓ ତହସିଲଦାରଙ୍କ ହସ୍ତକ୍ଷେପରେ ତାଲା ଖୋଲିଲା

ଦାରିଙ୍ଗବାଡ଼ି,୧୮/୧୧, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ସ୍ୟାଙ୍ଗବାଲି ଗ୍ରାମ ପଞ୍ଚାୟତରେ ଭତା ହିତାଧିକାରୀଙ୍କୁ ନିୟମିତ ଓ ଠିକ ଭାବେ ଭତା ପ୍ରଦାନ କରାଯାଉ ନଥିବାରୁ ସମସ୍ତ ଭତା ହିତାଧିକାରୀ ମାନେ ଆଜି ସରପଞ୍ଚ ଆନ୍ଦ୍ରୀୟ ପ୍ରଧାନଙ୍କୁ ଅପରାହ୍ନରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ…