Browsing Category

ଆଞ୍ଚଳିକ

ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର କ୍ରୀଡା ଉତ୍ସବ ୨୦୨୩ -୨୪…

ଛତ୍ରପୁର : ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର କ୍ରୀଡା ଉତ୍ସବ ୨୦୨୩ -୨୪ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ.ସୁମିତା ମିଶ୍ରଙ୍କ ଅଧ୍ୟକ୍ଷଟାରେ ସ୍ଥାନୀୟ ଷ୍ଟାଡିଅମ ପରିସର ରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବରେ ଛତ୍ରପୁର ବିଧାୟକ ସୁବାସ

ମିସାଇଲ ମ୍ୟାନ ଡ଼ଃ ଏପିଜେ ଅବଦୁଲ କଲାମଙ୍କୁ ଛତ୍ରପୁରଠାରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଛତ୍ରପୁର : ରାଧେଶ୍ୟାମ ଫାଉଣ୍ଡେସନ୍ ଏଣ୍ଡ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ସଭାପତି ତଥା ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର ଙ୍କ ପୌରହିତ୍ୟରେ ମିଶାଇଲ ମ୍ୟାନ, ଭାରତ ରତ୍ନ ପ୍ରାପ୍ତ ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଡ଼ଃ ଏ. ପି. ଜେ. ଅବଦୁଲ କାଲାମଙ୍କ ୯୨ ତମ ଜନ୍ମ ବାର୍ଷିକୀ ମହା

ସାମାଜିକ ସଂଗଠନ, ଜାଗ୍ରତ କନ୍ଧମାଳ ଓଡିଶା ର କାର୍ଯ୍ୟକାରିଣୀ ବୈଠକ

ଫୁଲବାଣୀ : ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳ ଓଡିଶାର କାର୍ଯ୍ୟକାରିଣୀ ବୈଠକ ସଭାପତି ଅରୁଣ ନାୟକ ଙ୍କ ସଭାପତିତ୍ବରେ ଜିଲ୍ଲା ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଉପସଭାପତି ପ୍ରେମାନନ୍ଦ ମାଝୀ, ସାଧାରଣ ସମ୍ପାଦକ ସତ୍ୟନାରାୟଣ ବେହେରା ସହ ସମ୍ପାଦକ ସୋମନାଥ ନାୟକ,

ଟିବି ତଥା ଯକ୍ଷ୍ମା ରୋଗକୁ ନିୟନ୍ତ୍ରଣ କରିବା ଉପରେ କର୍ମଶାଳା ଅନୁଷ୍ଠିତ…

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆଜି ଟିବି ତଥା ଯକ୍ଷ୍ମା ରୋଗକୁ ନିୟନ୍ତ୍ରଣ କରିବା ଦିଗରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଦରରେ ଥିବା ରକ୍ତ ଭଣ୍ଡାରର ସଭା ଗୃହରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଏଡିପିଏଚଓ ଧନେଶ୍ଵର ମହାପାତ୍ର ଅଧ୍ୟକ୍ଷତା

ହିଞ୍ଜିଳିକାଟୁ ପୌରପାଳିକା ଦ୍ଵାରା ସଚେତନତା କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ (୧୪/୧୦) : ହିଞ୍ଜିଳିକାଟୁ ସୁସ୍ଥ ଓଡିଶା ଗଠନ ପାଇଁ ନିଜ ଅଞ୍ଚଳ, ନିଜ ସହରକୁ ସ୍ୱଚ୍ଛ ରଖିବା ପ୍ରତ୍ୟେକ ନାଗରିକଙ୍କର ମୌଳିକ କର୍ତ୍ତବ୍ୟ ହେବା ଦରକାର ଏହି ପରିପେକ୍ଷିରେ ହିଞ୍ଜିଳିକାଟୁ ପୌରପାଳିକା ପରିମଳ ବିଭାଗର କର୍ମଚାରୀ ଓ ସ୍ୱଚ୍ଛସାଥିଙ୍କ ଦ୍ଵାରା ହିଞ୍ଜିଳିକାଟୁ

ଏକ ସୁସ୍ଥ ଭବିଷ୍ୟତ ପାଇଁ ଅଣ୍ଡା ସମ୍ବନ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ…

ଫୁଲବାଣୀ : ଜିଲ୍ଳା ସ୍ତରୀୟ ବିଶ୍ଵ ଅଣ୍ଡା ଦିବସ ୨୦୨୩ ଫୁଲବାଣୀ ସ୍ଥିତ ଆର ସେ ଟି ଠାରେ ପାଳିତ ହୋଇଯାଇଛି l ଏହି ଅବସରରେ ଉତ୍କଳ ବାଳାଶ୍ରମ କେନ୍ଦୁପଦର ଏବଂ ଗୁଡାରୀ ସ୍ଥିତ ସାଧନ ଅନାଥାଶ୍ରମ ଠାରେ ଅନ୍ତେବାସୀଙ୍କୁ ସିଝା ଅଣ୍ଡା, ଚକୋଲେଟ୍ ଏବଂ ଟିଫିନ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବଣ୍ଟନ

ପରମ୍ପରା ଆଳରେ ଦଶହରା ମାମୁଲିରେ ସମସ୍ତେ ବ୍ୟସ୍ତ…..

ବ୍ରହ୍ମପୁର: ୧୩-୧୦ ଗଞ୍ଜାମ ଜିଲ୍ଲାରେ ଘରେ ଘରେ ଛୋଟ ରୁ ବଡ଼ ପରିବାର ରେ ଦଶହରା ର ମାହୋଲ ଏବେ ଠାରୁ ଚଳ ଚଞ୍ଚଳ ହୋଇ ଉଠିଛି। ଦଶହରା କୁ ପରମ୍ପରା ର ଆଳ କରି ଛୋଟ ରୁ ବଡ଼ ଅଧିକାରୀ,ସରକାରୀ ବେସରକାରୀ କର୍ମଚାରୀ,ଗୋଦି ମିଡ଼ିଆ ଙ୍କ ପାଇଁ ଦଶହରା ମାମୁଲି ଏକ ଢାଲ ସଦୃଶ୍ୟ ହୋଇଛି। ବିଭିନ୍ନ

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ୨୦ ହଜାର ଟଙ୍କା ଜୋରିମାନା

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୮ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ସାକ୍ଷୀ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ବିଜୟ ଦିଗାଲକୁ ଦୋଷୀ ସାବ୍ୟସ୍ତ କରି ୨୦

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ପାଇଁ ପ୍ରସ୍ତୁତି ବୈଠକ

ଫୁଲବାଣୀ : ଆସନ୍ତା ନଭେମ୍ବର ମାସ ଦ୍ଵିତୀୟ ପକ୍ଷାନ୍ତରେ ଦୁଇ ଦିନ ଧରି ଫୁଲବାଣୀ କରୋନେସନ ପଡିଆ ଠାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହେବା ପାଇଁ ନିଷ୍ପତି ନିଆଯାଇଛି l ଏଥି ନିମନ୍ତେ ଜିଲ୍ଲପାଳ ଙ୍କ ସଦ୍ଭାବନା ସଭାଗୃହରେ କନ୍ଧମାଳ ଜିଲ୍ଲାପାଳ ଆଶିଷ୍ ଇଶ୍ୱର

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ସାରଙ୍ଗଗଡ ସ୍ଥିତ ରମା ଆଳୟ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କନ୍ଧମାଳ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାରି ଗୋଟି ବ୍ଲକ ଓ ବାଲିଗୁଡା ବିଜ୍ଞାପିତ