Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ପୋଲିସର ଯାନବାହାନ ଯାଞ୍ଚ ବେଳେ ବିଦେଶୀ ମଦ ଜବତ: ତିନି ଗିରଫ…
ବାଲିଗୁଡା, : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ ଥାନା ପକ୍ଷରୁ ଯାନବାହାନ ଯାଞ୍ଚ ବେଳେ ଏକ ଟିୟୁଭି ୩୦୦ ଗାଡିରୁ ପାଖାପାଖି (୨୧ଲି.୯୩୦ମି.ଲି) ୨୨ ଲିଟର ବିଦେଶୀ ମଦ ପୋଲିସ ଜବତ କରି ଚୋରା ଚାଲାଣକାରୀ ତିନି ଜଣଙ୍କୁ ଗିରଫ କରିଛି। ପ୍ରକାଶ ଯେ,!-->!-->!-->…
ମହିଳାମାନଙ୍କ ପାଇଁ ସଂରକ୍ଷଣ ବିଲ୍ ପାରିତ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା…
ବ୍ରହ୍ମପୁର, ୧୧/୧୦ : ସଂସଦ ଓ ସମସ୍ତ ବିଧାନସଭାରେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ବିଲ୍ ପାରିତ ହୋଇଥିବା ବେଳେ ଏହାକୁ ନେଇ ବିଭିନ୍ନ କ୍ଷେତ୍ରରେ ମହିଳା ମାନେ ଖୁସି ଜାହିର କରିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଏହି ଯୁଗାନ୍ତକାରୀ ନିଷ୍ପତ୍ତିକୁ ନେଇ ବିଜେପି ମହିଳା!-->…
ଚିକିଟୀରେ ବିଜେଡିର ବିରାଟ ଜନସମ୍ପର୍କ ପଦଯାତ୍ରା…
ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଚିକିଟୀ ପେଣ୍ଠ ଠାରେ ଏକ ବିରାଟ ପଦଯାତ୍ରା ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।ଏହି ପଦଯାତ୍ରା ସନ୍ଧ୍ୟା ୬ଘଣ୍ଟା ସମୟରେ କରବାଲୁଆ ଠାକୁରାଣୀ ମା ମନ୍ଦିର ଠାରୁ ବାହାରି ମୁଖ୍ୟରାସ୍ତା ହୋଇ ବକ୍ସିବଜାର ରେ!-->…
ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶିଶୁ କନ୍ଯା ଦିବସ ଅବସରରେ ଜିଲ୍ଲାର ୪୮ ଜଣକିଶୋରୀଙ୍କୁ ସମ୍ମାନୀତ କରାଗଲା…
ଛତ୍ରପୁର : ତା.୧୧.୧୦ ସ୍ଥାନୀୟ ଛତ୍ରପୁରସ୍ଥିତ ଓସ୍ବାନ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପ୍ରଶାନ, ୟୁନିସେଫ୍, ଆକ୍ସନ୍ ଏଡ୍ ର ମିଳିତ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ ବୁଧବାର ଦିନ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବାଲ୍ୟ ବିବାହ,!-->…
ହିଞ୍ଜିଳିରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା…
ହିଞ୍ଜିଳିକାଟୁ ୧୧!୧୦ ଵୂଧବାର ହିଞ୍ଜିଳିକାଟୁ ପୌର ପରିଷଦର ୧,୨,୩, ଓ ୪ ନମ୍ବର ୱାର୍ଡରେ ବିଜେଡି ଜନ ସମ୍ପର୍କ ପଦଯାତ୍ରା ଶେଷ ହୋଇଛି। ହିଞ୍ଜିଳିକାଟୁ ଵିଜେଡି ନଗର ସଭାପତି ଭୀମସେନ ବେହେରାଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ, ବରିଷ୍ଠ କର୍ମକର୍ତ୍ତାଙ୍କ ସମେତ ମହିଳା ନେତ୍ରୀ ଓ ଯୁବ!-->…
ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଜଵନୀତି : କଂକ୍ରିଟ ରୋଡ଼ ଉପରେ ଫେବର ରୋଡ଼ ଉନ୍ନତି ନାମରେ ହରିଲୁଟ…!
କଣ୍ଟ୍ରାକ୍ଟର ଓ ଯେ ଇ ଙ୍କ ମଧୁଚନ୍ଦ୍ରିକା ରେ ଧର୍ମକୁ ଆଖିଠାର ନୀତି...
ଉମରକୋଟ ତହସିଲରେ ଭୁଲେଖ ଅନଲାଇନ ନ ହେବାରୁ ସାଧାରଣ ଜନତା ହନ୍ତସନ୍ତ…
ଉମରକୋଟ : ସୂଚନା ପ୍ରକାରେ ଉମରକୋଟ ତହସିଲ ଅଫିସରେ ପ୍ରତ୍ୟେକ ଦିନ ବିଭିନ୍ନ ଗ୍ରାମରୁ ଲୋକମାନେ ଜମିପଟ୍ଟା ଧରି ଉମରକୋଟ ତହସିଲଦାର ଅଫିସରେ ଆସୁଥିଲେ ଭୁଲେଖ ପାର୍ଶରେ ଅନଲାଇନ କରିବା ପାଇଁ, କାରଣ ପଟ୍ଟା ଅନଲାଇନ ନହେଲେ ଜମି କିଣା ବିକାଠୁ ଆରମ୍ଭ କରି କୌଣସି ସରକାରୀ ଋଣ ବା ସରକାରୀ!-->…
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ ଓ ଶିଶୁ ମହୋତ୍ସବ…
ବ୍ରହ୍ମପୁର : ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ ସାବୁଳିଆସ୍ଥିତ ଉତ୍କଳମଣି ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନରୁ ପ୍ରସ୍ତାବିତ ତଥା ସମାଜ ରିଲିଫ ପାଣ୍ଠି ପ୍ରଦତ୍ତ ଗୋପବନ୍ଧୁ ଦାସଙ୍କ ଏକ ପ୍ରତିମୂର୍ତ୍ତି ବିଦ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି। ଉନ୍ମୋଚନ ଉତ୍ସବ ସାବୁଳିଆ ଆଞ୍ଚଳିକ ସାଧନ!-->…
ଏନ୍.ସି.ସି ମହାନିର୍ଦ୍ଦେଶକ ଲେନେନ୍ଟ ଜେନେରାଲ ଗୁର୍ବିର୍ପାଲ୍ ସିଂ ଏଭିଏସଏମ, ଭିଏସ୍ଏମଙ୍କ ଓଡିଶା ଏନ୍.ସି.ସି…
ବ୍ରହ୍ମପୁର : ଏନ୍.ସି.ସି. ମହାନିର୍ଦ୍ଦେଶକ ଲ୍ୟୁଟ୍ନାନ୍ଟ ଜେନେରାଲ ଗୁର୍ବିର୍ପାଲ୍ ସିଂ, ଅତି ବିଶିଷ୍ଟ ସେବା ମେଡାଲ୍, ବିଶିଷ୍ଟ ସେବା ମେଡାଲ୍ ଚଳିତ ମାସ ୯ ଓ ୧୦ ତାରିଖ ଦୁଇଦିନିଆ ଓଡିଶା ଗ୍ରସ୍ତରେ ଆସି ରାଜ୍ୟ ଏନ୍.ସି.ସି ନିର୍ଦ୍ଦେଶାଳୟରେ ପହଂଚିଥିଲେ । ସେଠାରେ!-->…
ପୋଲିସ ଓ ପରିବହନ ବିଭାଗର ମିଳିତ ଗାଡ଼ି ଯାଞ୍ଚ…
ଦାରିଙ୍ଗବାଡି,୧୦/୧୦ : ପ୍ରତ୍ୟେକ ମଙ୍ଗଳବାର ଦିନକୁ ପରିବହନ ବିଭାଗ ପକ୍ଷରୁ ଜିରୋ ଟଲରେନ୍ସେ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଗାଡ଼ି ଯାଞ୍ଚ କଡାକଡି କରାଯାଉଛି। ମଙ୍ଗଳବାର ଦିନ ଦାରିଙ୍ଗବାଡି ହିଲଭିୟୁ ଛକ ଓ କଫି ବଗିଚା ଛକରେ ଦାରିଙ୍ଗବାଡି ପୋଲିସ ଓ ଫୁଲବାଣୀ ଆଞ୍ଚଳିକ ପରିବହନ!-->…