Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଅନ୍ଧକାରରେ ଗାନ୍ଧାରଗୁଡି ଗ୍ରାମବାସୀ, ବିଶୁଦ୍ଧ ପାନୀୟ ଜଳ ବି ସାତ ସପନ…
ଦାରିଙ୍ଗବାଡ଼ି,୬/୧୦ : ସ୍ବାଧୀନତାର ୭୬ବର୍ଷ ବିତିଯାଇଥିଲେ ସୁଧା ଆଜି ବି ଅନ୍ଧାରରେ ଲୋକେ ଜଙ୍ଗଲି ଜୀବନ ବିତାଉଛନ୍ତି । ଏଥିପ୍ରତି ସରକାରୀ ବାବୁଙ୍କ ଦୃଷ୍ଟି ପଡୁ ନାହିଁ। ଏଭଳି ଏକ ଗାଁ ହେଉଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଗଦାପୂର ଗ୍ରାମ ପଞ୍ଚାୟତର ଗାନ୍ଦାରଗୁଡ଼ି!-->…
ପର୍ଯ୍ୟଟନ ସ୍ଥଳୀରେ ପିଇବାପାଣି ସହିତ ଆବଶକୀୟ ସୁବିଧା ଯୋଗାଇ ଦେବାକୁ ମହିଳାଦଳ ପକ୍ଷରୁ ବିଡ଼ିଓଙ୍କୁ ଦାବି ପତ୍ର…
ଦାରିଙ୍ଗବାଡ଼ି, ୬/୧୦ : ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତ ଅନ୍ତର୍ଗତ ଲାଇନପଡ଼ା ଗ୍ରାମ ମହିଳା ସଂଘ ଦ୍ୱୟ ତତ୍ୱାବଧାନରେ ଥିବା ପିଟାକି ଠାରେ ପାର୍କିଂ ଜାଗା ସମୁତୁଳ କରିବା ସହ ପିଇବା ପାଣି ର ସୁବିଧା କରିବା ନିମନ୍ତେ ଗତକାଲି ଅଭିଯୋଗ ପତ୍ର ବିଡ଼ିଓ ଗଦାଧର ପାତ୍ର ଙ୍କୁ!-->!-->!-->…
ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀକରି ଶିକ୍ଷୟତ୍ରୀ ହଟହଟା.. !
ହିଞ୍ଜିଳିକାଟୁ (୬/୧୦) : ହିଞ୍ଜିଳିକାଟୁ ମୁନିସୀପାଲଟି ଅନ୍ତର୍ଗତ ଆଙ୍କୋରଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ରିନା ପଣ୍ଡା ମଧ୍ୟାହ୍ନ ଭୋଜନ ଚାଉଳ ସ୍କୁଲରୁ ଚୋରୀ କରି ଚତୁରତାର ସହିତ ମହିଳାଙ୍କ ହାତରେ ସ୍କୁଲ ଆଗରେ ଥିବା ଜୈନିକ ଵ୍ୟକ୍ତିଙ୍କ!-->…
ଶକ୍ତିପୀଠରେ ଚାଲିଛି ମା’ଙ୍କ ମାଁ କନକଦୁର୍ଗା ଙ୍କ ଷୋଡଷ ଉପଚାର ପୂଜା ଆରମ୍ଭ
ହିଞ୍ଜିଳିକାଟୁ ୬!୧୦ ହିଞ୍ଜିଳିକାଟୁ ମୁନିସୀପାଲଟି ଓ ବ୍ଳକ ର ସମସ୍ତ ଶକ୍ତି ପୀଠରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା । ସମ୍ପୁର୍ଣ୍ଣ ରୀତିନୀତିର ସହ ମାଁଙ୍କର ଷୋଡଶ ଉପଚାରରେ ପୂଜା କରାଯାଉଥିବା ବେଳେ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଁ । ଅନ୍ୟ ପୀଠ ଭଳି ହିଞ୍ଜିଳି!-->…
ଅନିଲ ମହାନ୍ତିଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀକୁ ରିମାଣ୍ଡରେ ନେଲା ପୋଲିସ…
ବ୍ରହ୍ମପୁର : ଧରାକୋଟ ଥାନା ଅନ୍ତର୍ଗତ ବରୀଗୁଡା ଗ୍ରାମର ଯୁବ ବିଜେଡି ନେତା ଅନିଲ ମହାନ୍ତି(କୋକ) ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ ସଂଜୟ ପୋଲାଇ ଓ ସହଯୋଗୀ ଶ୍ରୀଧର ପ୍ରଧାନ କୁ ଗୋଟିଏ ଦିନ ରିମାଣ୍ଡରେ ନେଲା ଧରାକୋଟ ପୋଲିସ । ଅଭିଯୁକ୍ତ କୁ ଆସିକା ଉପକାରାଗାର ରୁ କଡା ସୁରକ୍ଷାର ସହ ନିଆ!-->…
ମିଡିଆକିଆରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆୟୋଜିତ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡିଆକିଆ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି।!-->…
ମୃତ ବଜ୍ରକାପ୍ତା ଚାଲାଣ ବେଳେ ବନ ବିଭାଗ ଦ୍ଵାରା ଦୁଇ ଅଭିଯୁକ୍ତ ଗିରଫ
ମାଲକାନଗିରି ଜିଲ୍ଲା ମାଥିଲି ବନ ଖଣ୍ଡ ଅଧୀନରେ ଦୁଇଜଣ ବ୍ୟକ୍ତି ଗୋଟିଏ ମୃତ ବଜ୍ରକାପ୍ତାର ଚାଲାଣ କରୁଥିବା ବେଳେ ବନ ବିଭାଗ ଦ୍ଵାରା ଗିରଫ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମାଥିଲି ବନ ଖଣ୍ଡ ଅଞ୍ଚଳରେ ଦୁଇଜଣ ବ୍ୟକ୍ତି ଗୋଟିଏ ମୃତ ବଜ୍ରକାପ୍ତାକୁ ଚାଲାଣ!-->!-->!-->…
ସାମଗ୍ରିକ ଜ୍ଞାନ ଆହରଣ ପାଇଁ ଏକ ବହୁମୁଖୀ ଦୃଷ୍ଟିକୋଣକୁ ଅନ୍ତର୍ଭୁକ୍ତ କରାଯିବା ଜରୁରୀ
ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟ ମନସ୍ତତ୍ତ୍ବ ବିଭାଗ ପକ୍ଷରୁ ମାନସିକ ସ୍ବାସ୍ଥ୍ୟ, ଜାତୀୟ ଶିକ୍ଷା ନୀତି ୨୦୨୦ ଏବଂ ପ୍ରୟୋଗାତ୍ମକ ମନସ୍ତତ୍ତ୍ବ ଶୀର୍ଷକ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଆନ୍ତର୍ଜାତିକ ସମ୍ମିଳନୀକୁ ଉଦଘାଟନ କରି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର!-->…
ବେଲଗୁଣ୍ଠାରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସହକାରୀ ନିର୍ବାହି ଯନ୍ତ୍ରୀଙ୍କ ଯୋଗଦାନ…
ବେଲଗୁଣ୍ଠା : ବେଲଗୁଣ୍ଠା ବ୍ଳକ୍ ରେ ଆଜି ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୂପେ ଭାରତୀ ଦେବୀ କାର୍ଯ୍ୟରେ ଯୋଗ ଦେଇଛନ୍ତି I ଏହା ପୂର୍ବରୁ ସେ ରାୟଗଡ଼ା ଜିଲ୍ଳା ଗୁଡାରୀ ତହସିଲ୍ ର ତହସିଲଦାର ରୂପେ କାର୍ଯ୍ୟରତ ଥିଲେ I ତାଙ୍କର ବଦଳି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠାକୁ ହେବା ପରେ ସେ ଆଜି ଆସି!-->…
ଯବାନଙ୍କ ପକ୍ଷରୁ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକର୍ମର ଶୁଭାରମ୍ଭ…
ଦାରିଙ୍ଗବାଡ଼ି, ୫/୧୦, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ପରିସରରେ ଆଜି ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଦାରିଙ୍ଗବାଡ଼ି ବିଡ଼ିଓ ଗଦାଧର ପାତ୍ର ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ସୂଚନା ପ୍ରକାରେ ଦିଲ୍ଲୀ ଠାରେ!-->…