Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କନ୍ଧମାଳର ରକ୍ତର ବନ୍ଧୁ ସାଜିଛନ୍ତି ଭି. ଲୋକନାଥ ରାଜୁ…
ଫୁଲବାଣୀ : ଫୁଲବାଣୀ ରେ ଜାତୀୟ ସ୍ବେଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି l ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ଦୀର୍ଘ 14 ବର୍ଷର ସେବା, 41 ଥର ବିରଳ ରକ୍ତ ବର୍ଗ O-Neg ରକ୍ତଦାନ ପାଇଁ, କନ୍ଧମାଳର ବିଭିନ୍ନ ଗ୍ରାମରୁ ଆସୁଥିବା ରୋଗୀଙ୍କୁ ରକ୍ତ ଯୋଗାଡ଼ କରିବା ଏବଂ 18 ବର୍ଷ!-->…
ଜୀବିକା ହରାଉଛନ୍ତି କୁମ୍ଭାର ପରିବାର : ମାଟି ଶାଳଘର ପୁନଃଉଦ୍ଧାର ପାଇଁ ଗଙ୍ଗାପୁର କୁମ୍ଭାରକୁଳର ନିବେଦନ
ଛତ୍ରପୁର : ଯେକୌଣସି ଶୁଭ କାର୍ଯ୍ୟ ବିବାହ, ବ୍ରତ, ପ୍ରତିଷ୍ଠା, ହୋମ ଯଜ୍ଞ ଆଦିରେ ମାଟିରେ ନିର୍ମିତ ଦୀପ, ସରା ଓ କଳସ ବ୍ୟବହୃତ ହୋଇଥାଏ। ପୂର୍ବରୁ ଘରେ ଘରେ ମାଟି ନିର୍ମିତ ଗ୍ଲାସ୍, ମାଠିଆ, ରୋଷେଇ ପାଇଁ ବିଭିନ୍ନ ପ୍ରକାରର ମାଟି ପାତ୍ର ଆଦି ବହୁଳ ମାତ୍ରରେ ବ୍ୟବହାର କରୁଥିଲେ। ଏବେ ବି!-->…
ସାଇବର ସୁରକ୍ଷା ସଚେତନତା ଅଭିଯାନର ଶୁଭାରମ୍ଭ
ଫୁଲବାଣୀ : ଗାନ୍ଧୀ ଜୟନ୍ତୀ-୨୦୨୩ ପାଳନ ଅବସରରେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରାୟୋଜିତ କାର୍ଯ୍ୟକ୍ରମ ସାଇବର ସୁରକ୍ଷା ସଚେତନତା ଅଭିଯାନ ଆଜି ଶୁଭାରମ୍ଭ କରାଯାଇଛି। ଏହି ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ, ସାଧାରଣ ଜନତା ଏବଂ ବିଭିନ୍ନ ବିଭାଗୀୟ ସରକାରୀ!-->…
ଗାନ୍ଧୀ ଜୟନ୍ତୀ ପାଳନରେ ବିଧାୟକ ଯୋଗ ଦେଇ କଲେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ…
ଦାରିଙ୍ଗବାଡ଼ି , ୨/୧୦ : ଗାନ୍ଧୀ ଜୟନ୍ତୀ ଉପଲକ୍ଷେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଚାରିଛକ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଦାରିଙ୍ଗବାଡି ସ୍ଥିତ ଯାତ୍ରୀ ବିଶ୍ରାମଗାର ଏବଂ ହନୁମାନ ମନ୍ଦିରର ଶିଳାନ୍ୟାସ!-->…
ଗାନ୍ଧୀ ଜୟନ୍ତୀ ଅବସରରେ “ସ୍ୱଚ୍ଛତା ହିଁ ସେବା” ଅଭିଯାନ
ବ୍ରହ୍ମପୁର, ୨/୧୦ : ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ଅନ୍ତର୍ଗତ ଗାନ୍ଧୀ ନଗର ମଣ୍ଡଳ ଠାରେ ଗାନ୍ଧୀ ଜୟନ୍ତୀ ଅବସରରେ "ସ୍ୱଚ୍ଛତା ହିଁ ସେବା" ଅଭିଯାନ ମଣ୍ଡଳ ସଭାପତି ପ୍ରଫୁଲ୍ଲ ପାଣିଗ୍ରାହୀଙ୍କ ନେତୃତ୍ୱ ଏବଂ ୨୦ ନଂ ଓ୍ୱାର୍ଡ଼ କର୍ପୋରେଟର ରଞ୍ଜିତା ବେହେରାଙ୍କ ତତ୍ତ୍ୱାବଧାନରେ!-->…
ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ….
ଫୁଲବାଣୀ: ଆଜି ହେଉଛି ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଏହି ଅବସରରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଠାରେ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ଚାରୋଟି ବ୍ଲକ ଏବଂ ମୁନିସିପାଲିଟିକୁ ନେଇ ଦଶ ଦିନିଆ ଜନସମ୍ପର୍କ ପଦଯାତ୍ରା ଜିଲ୍ଳା ସଭାପତି ସରୋଜ କର୍ଣ୍ଣଙ୍କ!-->…
କନ୍ଧମାଳର ଶିକ୍ଷୟତ୍ରୀ ପାଇଲେ ନେସନ ବିଲ୍ଡର ଆୱାର୍ଡ…
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଗୁଡ୍ରିଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଛବିଲତା ନାୟକ ପାଇଲେ ଗଞ୍ଜାମ ଜିଲ୍ଲା ଅନ୍ତର୍ଜାତୀୟ ରୋଟାରୀ ତରଫରୁ ନେସନ ବିଲ୍ଡର ଆୱାର୍ଡ । ମୁଖ୍ୟ ଅତିଥି ଭାବରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ!-->…
ହିଞ୍ଜିଳିକାଟୁରେ ବିଜେଡିର ପଦଯାତ୍ରା ବିଜେଡି ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବା…
ହିଞ୍ଜିଳିକାଟୁ (୨/୧୦) : ହିଞ୍ଜିଳିକାଟୁ ମୁନିସୀପାଲଟି ଓ ବ୍ଳକ ତରଫରୁ ସୋମବାର ହିଞ୍ଜିଳିକାଟୁ ବଇଁଚବଣିଆ ଛକ ପୂର୍ତ୍ତ ଵିଭାଗ ଡ଼ାକବଙ୍ଗଳା ଠାରୁ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ହିଞ୍ଜିଳିକାଟୁ ନଗର ସଭାପତି ଭୀମସେନ ବେହେରା ଙ୍କ ନେତୃତ୍ୱରେ ପଦଯାତ୍ରା ବଇଁଚବଣିଆ!-->…
ଗାନ୍ଧୀ ଜୟନ୍ତୀ ଅବସରରେ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ
ଦାରିଙ୍ଗବାଡି, ୨/୧୦, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଧିନସ୍ତ ବ୍ରାହ୍ମଣୀଗାଁ ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କାରାଯାଇଛି। ବନାଞ୍ଚଳ ଅଧିକାରୀ ବିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ବନାଞ୍ଚଳ ଅଧିନସ୍ତ ସମସ୍ତ ବନପାଳ,!-->…
ମାନବାଧିକାର ମିସନ ଏବଂ ହୋମଗାର୍ଡ ସଂଘର ମିଳିତ ଉଦ୍ୟମରେ ତ୍ରିଦେବ ନଗର ବସ୍ତିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ନାରାୟଣୀ ରୋଡ଼ ତ୍ରିଦେବ ନଗର ବସ୍ତିରେ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ଶାଖା ଏବଂ କନ୍ଧମାଳ ଜିଲ୍ଲା ନିଖିଳ ଉତ୍କଳ ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ମିଳିତ ଆଲୋଚନା କ୍ରମେ ବସ୍ତିର ଉନ୍ନତି ନିମନ୍ତେ କିଛି ଫଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ!-->…