Browsing Category

ଆଞ୍ଚଳିକ

୫ କେଜି ଗଞ୍ଜେଇ ଜବତ,୨ ଗିରଫ…

ଦାରିଙ୍ଗବାଡି (୧/୧୦) : କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ପକ୍ଷରୁ ଚଢଉ କରାଯାଇ ୫ କେଜି ୧୦୦ ଗ୍ରାମ ଗଞ୍ଜେଇ ସହ ସ୍କୁଟି ଜବତ କରାଯାଇଥିବା ୨ ଜଣ ଚାଲାଣକାରି ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ୨ ଗିରଫ ବ୍ୟକ୍ତି

ଆରମ୍ଭ ହେଲା ତୃତୀୟ ସୁନ୍ଦରଗଡ କ୍ରିକେଟ୍ ଲିଗ୍…

ସୁନ୍ଦରଗଡ (୦୧/୧୦) : ଆଜି ସୁନ୍ଦରଗଡ ଭବାନୀ ଭବନ ବହୁମୁଖି ଖେଳ ପଡିଆରେ ତୃତୀୟ ସୁନ୍ଦରଗଡ କ୍ରିକେଟ୍ ଲିଗ୍ ଆରମ୍ଭ ହୋଇ ଯାଇଛି। ଇଣ୍ଡିଆନ ପ୍ରିମିୟର ଲିଗ୍ ଭଳି ୧୨୦ ବରିଷ୍ଠ , ଅଭିଜ୍ଞ ଓ ଯୁବ ପ୍ରତିଭାଙ୍କୁ ପଞ୍ଜିକରଣ କରି ୬ଟି ଦଳରେ ଅଙ୍କଭିତ୍ତିକ ନିଲାମ ମାଧ୍ୟମରେ ଦଳଭୁକ୍ତ କରାଯାଇଥିଲା।

ଗୋସାଇଁ ନୂଆଗାଁ ମଣ୍ଡଳ ପକ୍ଷରୁ “ସ୍ୱଚ୍ଛତା ହିଁ ସେବା” ଅଭିଯାନ…

ବ୍ରହ୍ମପୁର, ୧/୧୦ : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ପୂଜ୍ୟ ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ସ୍ୱଛତା ମାଧ୍ୟମରେ ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ଦେବା ଓ ନିଜ ଅଞ୍ଚଳରେ ୧ ଘଣ୍ଟାର ସ୍ୱଛତାର ଆହୂତି ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ

ଦାରିଙ୍ଗବାଡ଼ି ଠାରେ ସ୍ୱଚ୍ଛତା ହିଁ ସେବା, ଶ୍ରମଦାନ ଦ୍ୱାରା ସମୂହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଦାରିଙ୍ଗବାଡ଼ି,୧/୧୦, ଦାରିଙ୍ଗବାଡ଼ି ଠାରେ ବ୍ଲକ ପ୍ରଶାସନ, ପୋଲିସ ପ୍ରଶାସନ ଓ ଦାରିଙ୍ଗବାଡ଼ି ଷ୍ଟେଟ ବ୍ୟାଙ୍କ ଶାଖାର ମିଳିତ ସହଯୋଗରେ ସ୍ୱଚ୍ଛତା ହିଁ ସେବା ଓ ଶ୍ରମଦାନ ଦ୍ୱାରା ସମୂହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଥମେ ବ୍ଲକ ପରିସରୁ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରି

ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ସାଇବର ଠକେଇର ଶିକାର : ପ୍ରଶାସନର ସଚେତନ କାର୍ଯ୍ୟକ୍ରମ ଜରୁରୀ…

ଦାରିଙ୍ଗବାଡ଼ି, ୦୧/୧୦, ସାରା ରାଜ୍ୟରେ ସାଇବର ଠକେଇ ଜାଲରେ ଶିକ୍ଷିତ ଅଶିକ୍ଷିତ ବ୍ୟକ୍ତି ଛନ୍ଦି ହୋଇ ବହୁ ଆର୍ଥିକ କ୍ଷତି ସହୁଥିବାର ନଜିର ରହିଛି। ଏହି ଭଳି ଏକ ଘଟଣା ଦାରିଙ୍ଗବାଡ଼ି ବ୍ଲକ, ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ଅଲାଞ୍ଜୁରୀ ଗାଁରେ ଘଟିଥିବା ଖବର ହସ୍ତଗତ ହୋଇଛି। ସାଇବର

ସ୍ୱଚ୍ଛତା ହିଁ ସେବା ନାମରେ ଡ୍ରାମା : କେବଳ ଟିଭି ଓ ଗଣମାଧ୍ୟମ ରେ ମୁହଁ ଦେଖାଇବାକୁ ହାଇ ଡ୍ରାମା..!

ବ୍ରହ୍ମପୁର:୧-୧୦ ଆଜି ସବୁଆଡ଼େ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଜାକଜମକରେ ବହୁ ଅର୍ଥ ବିନିଯୋଗ ରେ ଚାଲିଛି। ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀମାନେ ଝାଡ଼ୁ ଧରି ଭିଜୁଆଲ ଓ ଫୋଟ କୁ ଅପେକ୍ଷା କରି ସ୍ୱଚ୍ଛତା ଅଭିଯାନ କରୁଥିବା ଦେଖିବାକୁ ମିଳିଛି।ଯଦି ହୃଦୟର ସହ ସହରର ବିଭନ୍ନ

ଚିକିଟୀ ପ୍ରେସକ୍ଳବର ସାଧାରଣ ବୈଠକ

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀପେଣ୍ଠ ଶ୍ରୀ ଶ୍ରୀ ଶ୍ରୀ ମା ମୁକ୍ତାଦେବୀ ମନ୍ଦିର ପ୍ରାଙ୍ଗଣରେ ପ୍ରେସକ୍ଳବ ସଭାପତି ଶ୍ରୀ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ସଭାପତିତ୍ୱରେ ଶୁକ୍ରବାର ଦିନ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମ୍ପାଦକ ତ୍ରିପତି ସାହୁ, କୋଷାଧ୍ୟକ୍ଷ ଅକ୍ଷୟ

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ୫ଦଫା ଦାବୀନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର…

ମାଲକାନଗିରି : ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟରେ ବାରମ୍ବାର ହେଉଥିବା ଆକ୍ରମଣ, ପ୍ରଶାସନିକ ଅବହେଳା କୁ ନେଇ ରାଜ୍ୟସରକାର ତଥା ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଗୋଚର ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ଏହି ଦାବି ଗୁଡ଼ିକ ହେଲା ସାମ୍ବାଦିକ ସୁରକ୍ଷା ଆଇନ୍,

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,ମାଲକାନଗିରି ଆନୁକୁଲ୍ୟରେ ଅଧ୍ୟକ୍ଷଙ୍କ ନିମନ୍ତେ ବିଦାୟକାଳୀନ ସମ୍ବର୍ଦ୍ଧନା…

ମାଲକାନଗିରି/ଚିତ୍ରକୋଣ୍ଡା: ଶ୍ରୀମଦ୍ ଭାଗବତ ଗୀତାର ଦ୍ଵିତୀୟ ଅଧ୍ୟାୟର ସପ୍ତବିଂଶତମ ଶ୍ଲୋକ କହେ "ଜାତସ୍ୟ ହି ଧ୍ରୁବୋ ମୃତ୍ୟୁର୍ଧ୍ରୁବଂ ଜନ୍ମ ମୃତସ୍ୟ ଚ"। ଅର୍ଥାତ୍, ଯିଏ ଜନ୍ମ ହୋଇଛି ତାର ମୃତ୍ୟୁ ନିଶ୍ଚିତ । ଯାହାର ମୃତ୍ୟୁ ହୋଇଛି ତାର ପୁର୍ନଜନ୍ମ ନିଶ୍ଚିତ । ତେଣୁ ଏହି

ବିଧାୟକଙ୍କ ନାମରେ ମିଥ୍ୟା ଅପପ୍ରଚାର ପାଇଁ କ୍ଷମା ମାଗୁ କଂଗ୍ରେସ, ଦାବି କଲା ବିଜେଡ଼ି

ରାଜନଗର,: 30.09.023: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସଦର ମହକୁମାରେ ଭିତରକନିକା ଦ୍ୱରା ଦେଶରେ ଜଙ୍ଗଲ ଜମିରେ ଗଢି ଉଠିଥିବା ସ୍ୱାଦ ହୋଟେଲ କୁ ନେଇ ବିରୋଧୀ କଂଗ୍ରେସ ବିଧାୟକ ଶ୍ରୀଯୁକ୍ତ ଧୃଵ ସାହୁ ଏଥିରେ ସମ୍ପୃକ୍ତ ଥିବାନେଇ ରାଜରାସ୍ତାକୁ ଅହ୍ଲାଇ ବିଧାୟକଙ୍କ କୁଶପୁତ୍ତଳିକା ଦାହ